ବିବାହିତା ମହିଳାମାନେ ଭୁଲରେ ବି ଏହି ଦିନରେ ଧୁଅନ୍ତୁ ନାହିଁ ନିଜର କେଶ, ହେଇଥାଏ ବଡ ଅସୁବିଧା

ହିନ୍ଦୁ ଧର୍ମ ଶାସ୍ତ୍ରରେ ବର୍ଣିତ ବହୁତ ପରମ୍ପରାକୁ ବର୍ତ୍ତମାନ ସମୟରେ ବି ବିଶେଷ ମହତ୍ଵ ଦିଆଯାଏ । ନିର୍ବନ୍ଧ, ବିବାହ ଓ ଅନ୍ତିମ ସଂସ୍କାର ଛଡା ଏମିତି ବହୁତ ପରମ୍ପରା ଅଛି ଯାହାର ପାଳନ ଆଜି ବି କରା ଯାଉଛି । ଏହାକୁ ସବୁ ଭାରତୀୟ ପୁରୁଷ ଓ ମହିଳାମାନେ ଅନୁସରଣ ବି କରିଥାନ୍ତି । ଏହି କ୍ରମରେ ବିବାହିତା ମହିଳାମାନଙ୍କୁ ବି କିଛି କାର୍ଯ୍ୟ କରିବା ପୂର୍ବରୁ ଶୁଭ ଅଶୁଭର ବିଶେଷ ଧ୍ୟାନ ରଖିବା ଉଚିତ ।

ଆପଣଙ୍କୁ କହିଦେଉଛୁ କି ହିନ୍ଦୁ ଧର୍ମ ଅନୁସାରେ ବିଶେଷ କିଛି ଖାସ ଦିନରେ ବିବାହିତା ମହିଳାଙ୍କୁ କେଶ ସଫା କରିବା ନିଷେଧ ଅଟେ । କହିବାକୁ ଗଲେ ସପ୍ତାହର କୌଣସି ବିଶେଷ ଦିନରେ ମହିଳା ନିଜର କେଶ ସଫା କରିବେ ତ ତାଙ୍କ ସ୍ଵାମୀଙ୍କ ଉପରେ ବାଧା ଆସିପାରେ । ଏହା ଛଡା ଆପଣଙ୍କ ସନ୍ତାନ ଓ ପରିବାରକୁ ବି କଷ୍ଟ ହୋଇପାରେ । ଚାଲନ୍ତୁ ଜାଣିବା କେଉଁ ଦିନରେ ବିବାହିତା ମହିଳାଙ୍କୁ କେଶ ସଫା କରିବା ଉଚିତ ନୁହେଁ ।

ବୁଧବାର ଦିନ ବିଶେଷ କରି କୁଆଁରୀ ଝିଅମାନଙ୍କୁ କେଶ ସଫା କରିବା ଉଚିତ ନୁହେଁ । ଯଦି କୌଣସି କୁଆଁରୀ ଝିଅ ବୁଧବାର ଦିନ ନିଜର କେଶକୁ ସଫା କରୁଛନ୍ତି ତେବେ ତାଙ୍କର ଭାଇ ଉପରେ ବଡ ବିପଦ ଆସିପାରେ । ଯାହାର ଅନ୍ଦାଜ ବି ଆପଣ ଲଗାଇ ପାରିବେ ନାହିଁ । ସେଥିପାଇଁ ସମ୍ଭବତଃ ବୁଧବାର ଦିନ କୁଆଁରୀ ଝିଅମାନଙ୍କୁ କେଶ ସଫା କରିବା ଠାରୁ ବଞ୍ଚିବାର ଅଛି ।

ଯଦି କୌଣସି ବିବାହିତା ମହିଳା ଗୁରୁବାର ଦିନ ନିଜର କେଶକୁ ସଫା କରୁଛନ୍ତି ତେବେ ତାଙ୍କ ସ୍ଵାମୀଙ୍କ ଆୟୁ କମ ହୋଇଯାଏ । ସେଥିପାଇଁ ବିବାହିତା ମହିଳାଙ୍କୁ ଭୁଲରେ ବି ଗୁରୁବାର ଦିନ କେଶ ସଫା କରିବା ଉଚିତ ନୁହେଁ ଓ ନା ହିଁ ଏହି ଦିନରେ ନଖ ଓ କେଶ କାଟିବା ଉଚିତ । ଏହା ଛଡା ଆପଣଙ୍କୁ ଗୁରୁବାର ଦିନ ପୋଛା ମାରିବା ବି ଉଚିତ ନୁହେଁ ଓ ନାହିଁ ଗୁରୁବାର ଦିନ କପଡା ପରିଷ୍କାର କରିବା ଉଚିତ । ଯଦି ଆପଣ ଏହିଭଳି କାର୍ଯ୍ୟ ସବୁ କରୁଛନ୍ତି ତେବେ ଆପଣଙ୍କ ପରିବାର ଉପରେ ବହୁତ ବଡ ସଙ୍କଟ ଆସିପାରେ ।

 

ସୋମବାର ଦିନ ଯଦି କୌଣସି ବିବାହିତ ମହିଳା ନିଜର କେଶ ସଫା କରୁଛନ୍ତି ତେବେ ତାଙ୍କର ସନ୍ତାନଙ୍କ ଉପରେ ସମସ୍ୟା ଆସିପାରେ । ପରିବାରକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ । ଏମିତିରେ ବିବାହିତା ମହିଳାଙ୍କୁ ସୋମବାର ଦିନ କେଶ କେବେ ବି ସଫା କରିବା ଉଚିତ ନୁହେଁ । ପରିବାରକୁ ସମସ୍ୟାରୁ ବଞ୍ଚାଇବା ପାଇଁ ଆପଣ ଏହି ନିୟମର ପାଳନ ଅବଶ୍ୟ କରନ୍ତୁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।