୧୪ବର୍ଷ ବୟସରେ ଏଥି ପାଇଁ ମୁସଲିମରୁ ହିନ୍ଦୁ ହେଇଥିଲେ ଏହି ହିରୋଇନ, ଜାଣନ୍ତୁ ସବିହା ରୁ ରାନୀ ଚାଟାର୍ଜି ହେବା ପର୍ଯ୍ୟନ୍ତ ତାଙ୍କୁ କଣ କରିବାକୁ ପଡିଥିଲା

ଭୋଜପୁରୀର ମାଧୁରୀ ଦୀକ୍ଷିତ କୁହାଯାଉ ଥିବା ଅଭିନେତ୍ରୀ ରାନୀ ଚାଟାର୍ଜି ଆଜି ସିନେମା ଜଗତରୁ ଦୂରେଇ ଯାଇଛନ୍ତି । କିନ୍ତୁ ତାଙ୍କର ଲୋକପ୍ରିୟତା କାହା ଠାରୁ କମ ନାହିଁ । ସାରା ଦୁନିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ସେ ୱେବ ସିରିଜ ‘ମସ୍ତରାମ’ ରେ ବହୁତ ବୋଲ୍ଡ ଭୂମିକା କରିଥିଲେ । ଆଗକୁ ମଧ୍ୟ ସେ ଏମିତି ଅଭିନୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ରାନୀ ଚାଟାର୍ଜି ଏକ ମୁସଲମାନ ପରିବାରର ଅଟନ୍ତି । ତାଙ୍କର ମୁସଲମାନ ନାମରୁ ହିନ୍ଦୁରେ ପରିଣତ ହେବା ପଛରେ ଏକ ମଜାଦାର କାହାଣୀ ଅଛି ।

ଅଭିନେତ୍ରୀ ରାନୀ ଚାଟାର୍ଜି ଭୋଜପୁରୀ ସିନେମା ପ୍ରଶଂସକଙ୍କ ହୃଦୟରେ ନିଜ ଜାଗା ତିଆରି କରି ସାରିଛନ୍ତି । ବର୍ତ୍ତମାନ ୱେବ ସିରିଜ ରେ ତାଙ୍କର ଲୋକପ୍ରିୟତା ଆହୁରି ବଢି ଯାଇଛି । ରାନୀ ଚାଟାର୍ଜିଙ୍କ ପ୍ରକୃତ ନାମ ସବିହା ଅଟେ । ରାନୀ କହିଛନ୍ତି କି ସେ ୧୪ବର୍ଷରେ ଭୋଜପୁରୀ ଫିଲ୍ମରେ କାମ ଆରମ୍ଭ କରିଥିଲେ । ୨୦୦୪ ମସିହାରେ ଯେତବେଳେ ସେ ‘ସସୁରା ବଡା ପେଇସାବାଲା’ ଫିଲ୍ମର ଶୁଟିଙ୍ଗ କରୁଥିଲେ ସେହି ସମୟରେ ଏକ ଏପରି ଘଟଣା ଘଟିଲା ତାଙ୍କ ନାମ ବଦଳି ଗଲା । ରାନୀ କହିଛନ୍ତି କି ସେ ଫିଲ୍ମ ଶୁଟିଙ୍ଗ ପାଇଁ ବାହାରକୁ ଯାଇଥିଲେ । ସେଠାରେ ତାଙ୍କୁ ମନ୍ଦିରରେ ମୁଣ୍ଡ ଫଟାଇବାର ସିନ କରିବାକୁ ଥିଲା । ଡାଇରେକ୍ଟରଙ୍କୁ ଲାଗିଲା କି ତାଙ୍କ ନାମ ପାଇଁ ଅସୁବିଧା ହୋଇ ପାରେ ।

ଶୁଟିଙ୍ଗ ସମୟରେ ସେଠାରେ ଥିବା ଲୋକମାନେ ଏବଂ ମିଡିଆ ଯେତବେଳେ ଅଭିନେତ୍ରୀଙ୍କ ନାମ ପଚାରିଥିଲେ ଡାଇରେକ୍ଟର କହିଥିଲେ ରାନୀ । ଫିଲ୍ମର ସେହି ସିନ ଶୁଟିଙ୍ଗ ହୋଇଥିଲା । ରାନୀ କହିଛନ୍ତି କି ଯେତବେଳେ ତାଙ୍କର ଟାଇଟେଲ ପଚାରିଥିଲେ ସେତବେଳେ ଡାଇରେକ୍ଟର କିଛି ଭାବି ପାରିଲେ ନାହିଁ । ସେହି ସମୟରେ ରାନୀ ମୁଖାର୍ଜୀ ବହୁତ ଲୋକପ୍ରିୟ ଥିଲେ ସେଥିପାଇଁ ତାଙ୍କ ନାମକୁ ରାନୀ ଚାଟାର୍ଜି ବୋଲି କହି ଦେଇଥିଲେ । ଏହି ପ୍ରକାରରେ ସହିବା ରାନୀ ଚାଟାର୍ଜି ନାମରେ ଲୋକପ୍ରିୟ ହୋଇଗଲେ । ରାନୀ କହିଛନ୍ତି କି ତାଙ୍କ ଘର ଲୋକ ଏହି କଥାକୁ ନେଇ ପ୍ରଥମେ ରାଜି ନଥିଲେ । କିନ୍ତୁ ରାନୀ ଏହି ନାମକୁ ବହୁତ ଶୁଭ ବୋଲି ମାନୁଥିଲେ କାରଣ ଏହା ବଦଳରେ ତାଙ୍କୁ ବହୁତ କିଛି ମିଳିଥିଲା ।

ମନୋଜ ତିଵାରୀ ରାନୀ ଚାଟାର୍ଜିଙ୍କ ସହିତ ‘ଶଶୁର ବଡା ପେଇସାବାଲା’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ରାନୀ ରାତାରାତି ହିଟ ହୋଇଯାଇ ଥିଲେ ଏବଂ ଏହି ଫିଲ୍ମ ସେହି ସମୟରେ ବହୁତ ବଡ ରେକର୍ଡ କରିଥିଲା । ଏହି ଫିଲ୍ମ ପରେ ରାନୀଙ୍କୁ ଗୋଟିଏ ପରେ ଗୋଟିଏ ବହୁତ କାମ ମିଳିଲା ଏବଂ ତାଙ୍କର ଫିଲ୍ମ ମଧ୍ୟ ହିଟ ହୋଇ ଚାଲିଲା ଏବଂ ବର୍ତମାନ ସମୟରେ ସେ ଇଣ୍ଡଷ୍ଟ୍ରିର ବଡ ନାମ ହୋଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।