ଏହି ଜାଗାରେ ବିବାହ ପାଇଁ ମୋଟି ଝିଅମାନଙ୍କୁ ହିଁ ପସନ୍ଦ କରନ୍ତି ପୁଅମାନେ, କାରଣ ଜାଣିଲେ ଉଡିଯିବ ହୋସ

ବିଶ୍ଵରେ ଗୋଟିଏ ଏମିତି ଦେଶ ବି ଅଛି ଯେଉଁଠି ଝିଅମାନେ ନିଜକୁ ମୋଟା କରିବା ପାଇଁ ଖାସ ଡାଏଟକୁ ଫଲୋ କରିଥାନ୍ତି । ଏଠି ପୁରୁଷମାନେ ମୋଟି ଝିଅମାନଙ୍କୁ ହିଁ ଅଧିକ ପସନ୍ଦ କରିଥାନ୍ତି । କହିବାକୁ ଗଲେ ଏଠିକାର ପୁରୁଷମାନେ ଓଭରୱେଟ ଝିଅମାନଙ୍କ ସହିତ ହିଁ ବିବାହ କରିବାକୁ ଚାହାନ୍ତି । ଆଫ୍ରିକାର ମହିଳାମାନେ ନିଜ ଶରୀରକୁ ଆକର୍ଷକ କରିବା ପାଇଁ ଗୋଟିଏ ଦିନରେ ୧୬୦୦୦ ପର୍ଯ୍ୟନ୍ତ କ୍ୟାଲୋରି ନିଅନ୍ତି ।

କାହିଁକି କରିଥାନ୍ତି ମୋଟି ଝିଅ ଡିମାଣ୍ଡ

ଏହି ଝିଅମାନଙ୍କ ଉପରେ ପ୍ରେସର ଦିଆଯାଏ କି ସେମାନେ ନିଜକୁ ମୋଟା କରନ୍ତୁ । ଏଥିପାଇଁ ସେମାନେ ଏକ ସ୍ପେଶାଲ ଡାଏଟ ଚାର୍ଟକୁ ବି ଫଲୋ କରନ୍ତି । କହିବାକୁ ଗଲେ ଏଠିକାର ଲୋକମାନଙ୍କ ମାନିବା ଅଟେ କି ଝିଅ ମୋଟି ହେବେ ତ ଘରେ ଉନ୍ନତି ଓ ଖୁସି ଆସିବ । ଯଦି କୌଣସି ପୁଅ ମୋଟି ଝିଅ ସହ ବିବାହ କରୁଛି ତେବେ ଏହା ଦ୍ଵାରା ବିବାହିତ ଜୀବନ ବହୁତ ଭଲ ବ୍ୟତୀତ ହୋଇଥାଏ ।

୨ ମାସ ହୋଇଥାଏ ଫିଡିଙ୍ଗ ସିଜିନ

ମିଡିଆର ଖବର ଅନୁସାରେ ମରୀଟେନିୟାରେ ୨ ମାସର ଏକ ଖାସ ଫୀଡିଂଗ ସୀଜନ ହୋଇଥାଏ, ଯେଉଁଥିରେ ୧୧ ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କୁ ମୋଟା କରିବା ପାଇଁ ଓଟର କ୍ଷୀର ଓ ପୋର୍ରିଜ ଭଳି ଜିନିଷର ସେବନ କରିବା ପାଇଁ ଦିଆଯାଏ, ଯାହା ଦ୍ଵାରା ଝିଅମାନଙ୍କ ଓଜନ ଜଲ୍ଦି ବଢିବ ।