ଭୁତ- ଭବିଷ୍ୟତ ସବୁ କହୁଛନ୍ତି 13 ବର୍ଷର ବାଳକ, ଯାହା କହୁଛନ୍ତି ହଉଛି ସତ… ଦେଖନ୍ତୁ କଣ କହୁଛନ୍ତି ବାଳକ ଜଣଙ୍କ

ନମସ୍କାର ବନ୍ଧୁଗଣ, ବାଳକ ହୋଇଛନ୍ତି ବାବା । କହିଦେଉଛନ୍ତି ଭୁତ- ଭବିଷ୍ୟର ସବୁ କଥା । ଯାହା କହୁଛନ୍ତି ତାହା ହେଉଛି ସତ । ଲୋକେ ତାଙ୍କ ଠାରୁ ନିଜ ଭାଗ୍ୟ ଜାଣିବା ପାଇଁ ଲଗାଉଛନ୍ତି ଲମ୍ବା ଧାଡି । ଏହା ଶୁଣି ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହେବା ସହ ବିଶ୍ଵାସ ମଧ୍ୟ କରିପାରୁନଥିବେ କିନ୍ତୁ ଏହା ସତ । ତେବେ ଏହି କଥାର ସତ ପଛରେ କଣ ରହିଛି ସମ୍ପୂର୍ଣ ଘଟଣା ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

ବାବା ହୋଇଥିବା ସେହି ନାବାଳକ ଜଣକଙ୍କର ବୟସ ହେଉଛି ମାତ୍ର ୧୩ ବର୍ଷ । ଏହି ବୟସରେ ସେ ଏକ ଗଛ ମୂଳରେ ବସି ପୂଜା ଗେରୁଆ ବସ୍ତ୍ର ପରିଧାନ କରି ସିବା ମନ୍ତ୍ର ଜପ କରି କରୁଛନ୍ତି ପୂଜା । ତାଙ୍କ ପାଖକୁ ଅନେକ ଲୋକ ନିଜର ଭବିଷ୍ୟତ ଜାଣିବା ପାଇଁ ଧାଡି ଲଗାଇ ଅପେକ୍ଷା କରି ରହୁଛନ୍ତି । ଏହି ବାଳକଙ୍କର ନାମ ହେଉଛି ସ୍ଵାଧୀନ ରଣା ।

ସ୍ଵାଧୀନ ଭବିଷ୍ୟତ କହିପାରୁଥିବାର ସ୍ଥାନୀୟ ଲୋକେ ତାଙ୍କୁ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି । ସ୍ଵାଧୀନ ନିଜେ କହିଛନ୍ତି କି ମୋ ପାଖକୁ ଆସୁଥିବା ଲୋକଙ୍କ ଭାଗ୍ୟ କଥା ମୁଁ କହିଥାଏ ଏହା ସହିତ ଯେଉଁ କଥା ପାଇଁ ସେମାନେ ମୋ ପାଖକୁ ଆସି ଥାନ୍ତି ତାହା ମଧ୍ୟ କହିଦେଇଥାଏ ମୁଁ । ଭଗବାନ ତାଙ୍କ ପାଖରେ ଏହି ଶକ୍ତିକୁ ଆବିର୍ଭାବ କରିଛନ୍ତି ବୋଲି ସେ କହିଛନ୍ତି ।

ଭଗବାନ ତାଙ୍କୁ କହିଛନ୍ତି ତୁ ସମସ୍ତଙ୍କ ଭାଗ୍ୟ ଜାଣିପାରିବୁ ଏବଂ ସମସ୍ତଙ୍କ ଘାତ ସମୟକୁ ମଧ୍ୟ କହିପାରିବୁ । ଏଥିପାଇଁ ମୁଁ ବହୁତ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ କରିପାରୁଛି । ଭଗବାନଙ୍କ ଦୟାରୁ ସବୁକିଛି ଠିକ ମଧ୍ୟ ଚାଲିଛି ବୋଲି କହିଛନ୍ତି ସ୍ଵାଧୀନ । ତାଙ୍କ ମୁହଁରେ ଭଗବାନ ବାସ କରୁଛନ୍ତି ସେଥିପାଇଁ ତ ସେ କହୁଥିବା ସମସ୍ତ କଥା ସତ ହୋଇଯାଉଛି ।

ଏହି କଥାର ବିଶ୍ଵାସ ତାଙ୍କ ସ୍ଥାନୀୟ ଲୋକ ମାନେ ମଧ୍ୟ ଅଙ୍ଗେ ନିଭାଇଛନ୍ତି । ସ୍ଵାଧୀନଙ୍କ ଉପରେ ଭଗବାନଙ୍କ କୃପା ରହିଛି ବୋଲି ନିଜେ ସ୍ଵାଧୀନ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।