ଭଗବାନଙ୍କ ପାଖରେ କ୍ଷମା ମାଗନ୍ତୁ, କେତେ ଝିଅଙ୍କ ଜୀବନ ନଷ୍ଟ କରିଦେଇଛନ୍ତି, କେତେ ଲୋକ…. ଦେଖନ୍ତୁ କାହିଁକି ଏମିତି କହିଲେ Rudra

ନମସ୍କାର ବନ୍ଧୁଗଣ, ଓଡିଆ ସିନେ ଜଗତର ମାନ୍ଦା ଅବସ୍ତାକୁ ତ ଆମେ ସମସ୍ତେ ଆଖିରେ ଦେଖୁଛେ । କିନ୍ତୁ ଏହା ପଛର ପ୍ରକୃତ ସତ ଆପଣ ଜାଣିଲେ ସତ ଭାବିପାରିବେନି କି ଆମ ଛୋଟ ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ ନାରୀ ଖେଳ ଚାଲିଥିବ । ଏହି କଥାର ଖୁଲାସା କରିଛନ୍ତି ଅଭିନତା ତଥା ନିର୍ଦ୍ଦେଶକ ରୁଦ୍ର । କହିଛନ୍ତି କ୍ଷମା ମାଗିନିଅ ନଚେତ ଗୋଟିଏ ପରେ ଗୋଟିଏ ସଫା ହୋଇଯିବ ଇଣ୍ଡଷ୍ଟ୍ରିରୁ । ତେବେ ଆଉ କଣ ସବୁ କହିଛନ୍ତି ଏହା ସହ ଜଡିତ ଥିବା ସତ୍ୟ ସମ୍ପର୍କରେ ରୁଦ୍ର ଆସନ୍ତୁ ଜାଣିବା ।

ରୁଦ୍ରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଅବସ୍ତା ଏତେ ଖରାପ ହୋଇଗଲାଣି କି ସିନେମା କରିବା ପାଇଁ 50 ଲକ୍ଷ ନାହି ତେଣୁ ଚ୍ୟାନେଲ ସାମ୍ନାରେ ଯାଇ ହାତ ଯୋଡି କହୁଛନ୍ତି ଆଜ୍ଞା 15 ଲକ୍ଷରେ କରିଦବୁ । ବହୁତ ଦୟନିୟ ହୋଇଗଲାଣି ସିନେ ଜଗତ । ଆଉ ଏଥିପାଇଁ ଦାୟୀ ହେଉଛନ୍ତି କେବଳ ସେଇମାନେ । ଜଣା ନାହି କେତେ ଝିଅଙ୍କ ଜୀବନ ସହ ଖେଳିଛନ୍ତି ତାଙ୍କୁ ନିର୍ଯାତନା ଦେଇଛନ୍ତି ।

ବଡ ବଡ ହିରୋଇନ ମାନଙ୍କୁ ତଳିତଳାନ୍ତ କରିଦେଇଛନ୍ତି କିଛି ଲୋକ । ସେଥିପାଇଁ ତ ଭଗବାନ କରିଥିବା କର୍ମ ଅନୁଯାୟୀ ଏବେ ଫଳ ଦେଉଛନ୍ତି । ତେଣୁ ରୁଦ୍ର କହିଛନ୍ତି ବର୍ତ୍ତମାନ ଭଗବାନଙ୍କୁ କ୍ଷମା ମାଗିବା ଦରକାର । ଫିଲ୍ନ ଇଣ୍ଡଷ୍ଟ୍ରି ଏବେ ସଫା ହେବାକୁ ଲାଗୁଛି ପୁଣି ନୂଆ ଆଉ ଥରେ ଗଢା ହେବ । କାରଣ ନାରୀ ମାନଙ୍କ ପ୍ରତି ହୋଇଥିବା ନିର୍ଯାତନା ପରଦା ପଛରେ ହୋଇଛି ଯାହାକୁ ଆମେ ମାନେ ଦେଖିଛୁ ଏବଂ ମୁଁ ନିଜେ ଦେଖିଛି ବୋଲି କହିଛନ୍ତି ରୁଦ୍ର ।

ବହୁତ ଲୋକଙ୍କୁ ତ ଜୀବନରୁ ମାରି ବି ଦେଇଛନ୍ତି । ଏବେ ବଡ ବଡ କଳାକାର ମାନେ ନିଜର ପେଟ ପୋଷିବା ପାଇଁ ସିରିୟଲରେ ଯାଇ ଅଭିନୟ କରିବାକୁ ଲାଗିଲେଣି । ତେବେ ପଛରେ ଲାଇନ ଲଗାଇଥିବା ନୂଆ ପିଲାଙ୍କର କଣ ହେବ ତାଙ୍କୁ ତ ଆଉ ସୁଯୋଗ ମିଳିବ ନାହିଁ । ତେବେ ଇଣ୍ଡଷ୍ଟ୍ରି ତିଆରି ହେବ କେମିତି ।

ଏହି ସମସ୍ତ କଥାର ପର୍ଦ୍ଦାଫାସ କରିଛନ୍ତି ଅଭିନେତା ରୁଦ୍ର । ଯାହା ଆମ ଓଡିଆ ସିନେ ଜଗତରେ ଘଟିଛି । ଓଡିଆ ସିନେ ଜଗତରେ ଏପରି ହୋଇଥିବା ଏହାର କଳନା କେହି ମଧ୍ୟ କରିନଥିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।