Interesting GK Questions: କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଏ ? ଏହାସହ ଆହୁରି 15+ ରୋଚକ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଦୁନିଆରେ ସବୁଠୁ ମହଙ୍ଗା ପାଣି କେଉଁ ଦେଶରେ ମିଳିଥାଏ ?

ଉ: ଫ୍ରାନ୍ସ ଦେଶରେ ।

2- ଭାରତର ସବୁଠୁ ଧନୀ ଅଭିନେତା କିଏ ?

ଉ: ଶାହରୁଖ ଖାନ ।

3- ଭାରତର ପ୍ରଥମ ସ୍ମାର୍ଟ ଫୋନ କେବେ ଲଞ୍ଚ କରା ଯାଇଥିଲା ?

ଉ: 22 ଅକ୍ଟୋବର 2008 ରେ ।

4- ଦୁନିଆରେ ସବୁଠୁ ବଡ ଜୀବିତ ପକ୍ଷୀ କିଏ ?

ଉ: ଓଟପକ୍ଷୀ ସବୁଠୁ ବଡ ।

5- ବିଶ୍ଵ ର ସବୁଠୁ ବଡ ମୋବାଇଲ ଫ୍ୟାକ୍ଟରୀ କେଉଁଠି ଅଛି ?

ଉ: ନୋଏଡା ଠାରେ ।

6- ହିନ୍ଦୀ ରେ କଥା କହୁଥିବା ରୋବର୍ଟ ର ନାମ କଣ ?

ଉ: ରେଶମା ।

7- ଭାରତରେ ସର୍ବ ପ୍ରଥମେ ଟାକ୍ସି ସେବା କେଉଁ ସହରରେ ଆରମ୍ଭ କରା ଯାଇଥିଲା ?

ଉ: ବେଙ୍ଗାଲୁରୁ ।

8- ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ବାଘ ଅଛନ୍ତି ?

ଉ: ନେପାଳରେ ସବୁଠୁ ଅଧିକ ବାଘ ଅଛନ୍ତି ।

9- ଭାରତର କେଉଁ ରାଜ୍ୟରେ ନିଶାଦ୍ରବ୍ୟ ସେବନ କରିବା ଏକ ଅପରାଧ ଅଟେ ?

ଉ: କେରଳ ରାଜ୍ୟରେ ।

10- ଦୁନିଆର କେଉଁ ଦେଶରେ ସବୁଠୁ କମ୍ ଫାଶୀଦଣ୍ଡ ଦିଆ ଯାଇଥାଏ ?

ଉ: ଭାରତ ରେ ।

11- ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ପୋଲିସ ଅଛନ୍ତି ?

ଉ: ଆମେରିକା ରେ ।

12- ଭାରତରେ କେତେ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ କରାଯାଏ ?

ଉ: ପ୍ରାୟ 51 ପ୍ରତିଶତ ଜମିରେ ଚାଷ ହୁଏ ।

13- ଭାରତର କେଉଁ ରାଜ୍ୟରେ ସବୁଠୁ କମ୍ ଗଛ ପତ୍ର ଅଛନ୍ତି ?

ଉ: ହିମାଚଳ ପ୍ରଦେଶରେ ।

14- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ରଙ୍ଗ ବଦଳି ପାରେ ?

ଉ: କୋମଳିଆ ପକ୍ଷୀ ନିଜ ରଙ୍ଗ ବଦଳି ପାରେ ।

15- କେଉଁ ଦେଶରେ ଗୋଟିଏ ହେଲେ ବି ଗାଈ ନାହାନ୍ତି ?

ଉ: ସିରିଆ ରେ ଗାଈ ନାହାନ୍ତି ।

16- ଭାରତର କେଉଁ ସହରକୁ ପହିଲମାନଙ୍କ ସହର କୁହାଯାଏ ?

ଉ: କୋହ୍ଲାପୁର ।

17- ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ଗରମ ହୋଇଥାଏ ?

ଉ: ଲିବିଆ ଦେଶରେ ।

18- ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ଥଣ୍ଡା ହୋଇଥାଏ ?

ଉ: ଆଣ୍ଟାର୍କଟିକା ରେ ।

19- 1 ଲିଟର ପାଣିରେ କେତେ ବୁନ୍ଦା ପାଣି ଥାଏ ?

ଉ: 20,000 ବୁନ୍ଦା ।

20- କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଏ ?

ଉ: କଙ୍ଗାରୁ ମୂଷା ପାଣି ପିଇବା ମାତ୍ରେ ମରିଯାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।