ଭୁଲରେ ବି ଏହି 3ଟି  ଗଛ ଲଗାନ୍ତୁ ନାହିଁ, ନହେଲେ ବର୍ବାଦ ହେଇଯିବେ

ଗଛ ଲଗାଇବା ଆପଣଙ୍କର ବହୁତ ବଡ ଧର୍ମ ହୋଇଥାଏ ଓ କେବଳ ଏତିକି ନୁହେଁ ଏହା ଆମକୁ ବହୁତ ସାହାର୍ଯ୍ୟ ମଧ୍ୟ କରିଥାଏ । ଯେମିତିକି ସେ ଆମକୁ ଫଳ ଦେଇଥାଏ ଖାଇବା ପାଇଁ ଓ ଅମ୍ଳଜାନ ଦେଇଥାଏ ମନୁଷ୍ୟ ଗ୍ରହଣ କରିବାପାଇଁ । ଘର ପାଖରେ ଗଛ ଲଗାଇବା କିଛି ଭୁଲ କଥା ନୁହେଁ, ଯଦି ଲଗାଉଛନ୍ତି ତେବେ ଭଲ ଗଛ ହିଁ ଲଗାନ୍ତୁ ଯାହାଦ୍ୱାରା କି ଆପଣଙ୍କର କିଛି ଯେପରି କ୍ଷତି ନହୁଏ ।

ଏମିତି କିଛି ଗଛ ଅଛି ଆପଙ୍କର ବହୁତ କ୍ଷତି ପହଚାଇବା ସହିତ ଶୋଭାଗ୍ୟକୁ ମଧ୍ୟ ସେ ଦୂଭାଗ୍ୟ କରାଇ ଦିଏ । ଖଜୁରୀ ଗଛ ଆପଣ କେବେ ହେଲେ ଘର ଲଗାନ୍ତୁ ନାହିଁ, କାରଣ ଏହା କିଛି ରାଶି ମାନଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକାଇଥାଏ ।

ଏମିତି ବହୁତ କମ ରାଶି ଥାଏ ଜାହକି ଏହା କେବଳ ତାଙ୍କ ମାନଙ୍କ ପାଇଁ ହିଁ ଭଲ ହୋଇଥାଏ । ନଚେତ ଏହା ଅନ୍ୟ ଲୋକଙ୍କ ପାଇଁ ଆର୍ଥିକ ସମସ୍ୟା ଆଣିଥାଏ । ଏହାଛଡା ଖଜୁରୀ ଗଛ ଘରେ ଲଗାଇବା ଉଚିତ ନୁହେଁ । ବାଉଁଶ ଗଛ ଲଗାଇବା ଦ୍ଵାରା ମଧ୍ୟ ଘରେ ସଦାବେଳ ପାଇଁ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ତାସଙ୍ଗରେ ଘରର ମୁରବି ସଦାବେଳେ କରଜରେ ବୁଡି ରହିଥାଏ ।

ତେଣୁ ଘର ପାଖରୁ କିଛି ଦୂରରେ ନେଇ ଆପଣ ଲଗାଇ ପାରିବେ । ଘରେ ନାସ୍ପାତି ଗଛ ଲଗାଇବା ଉଚିତ ନୁହେଁ । ଏହି ଗଛ ଲଗାଇବା ଦ୍ଵାରା ଆପଣଙ୍କର ବହୁତ କ୍ଷୟ କ୍ଷତି ହେବା ସହିତ ଆର୍ଥିକ ସମସ୍ୟା ଆସିଥାଏ । ଏହି ଗଛ ଲଗାଇବା ଦ୍ଵାରା ଲୋକଙ୍କର ବହୁତ ଅସୁବିଧା ହୋଇଥାଏ । ଆଉ ଏମିତି କିଛି ଗଛ ଅଛି ଯାହା ଆମ ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ । ତା ମଧ୍ୟରୁ ସେହି ଭଳି ଗଛ ହେଉଛି ତୁଲସୀ ଗଛ ଓ ଆମେ ତାଙ୍କୁ ପୂଜା କରିଥାଉ । ଏହା ହିନ୍ଦୁ ଧର୍ମ ରେ ଅଧିକ ଗୁରୁତ୍ୟ ଦିଆଯାଇଛି ।

ଏହି ତୁଳସୀ ଗଛ ଆପଣଙ୍କୁ ଆର୍ଥିକ ସମସ୍ୟାରୁ ରକ୍ଷା କରିଥାଏ ଏବଂ ଘରେ ଆପଣଙ୍କର ସଦାବେଳ ପାଇଁ ସକରାତ୍ମକ ଚିନ୍ତା ଆଣିଥାଏ ଓ କୁ ଦ୍ରୁଷ୍ଟି ବି ଦୂରେଇଥାଏ । ଅପରାଜିତା ଫୁଲ ଗଛ ମଧ୍ୟ ଆପଣଙ୍କର ବହୁତ ଭଲ କାମରେ ଆସିଥାଏ ଓ ଏହା ମାତା ଲକ୍ଷ୍ମୀ ଙ୍କର ବହୁତ ପ୍ରିୟ ଫୁଲ ହୋଇଥାଏ । ଏହା ମାତାଙ୍କର ପ୍ରିୟ ହୋଇଥିବା ହେତୁ କିଛି ଲୋକ ମାତା ଲକ୍ଷ୍ମୀ ଙ୍କ ପାଇଁ ମନ୍ଦିର କୁ ନେଇ ଯାଇଥାନ୍ତି । ଏହି ନୀଳ ରଙ୍ଗର ଫୁଲ ଗଛ ଆପଣଙ୍କର ଘରେ ବହୁତ ଧନ ଆଣିଥାଏ ।

ବେଲ ଗଛ ଘରେ ଲଗାଇବା ଅତ୍ୟନ୍ତ ଶୁଭକାରୀ ଅଟେ, ଏହା ଛଡା ପ୍ରଭୁ ଶିଵଙ୍କର ବେଲ ପତ୍ର ବହୁତ ପ୍ରିୟ ଅଟେ । ଏହାର ଫଳ ଓ ପତ୍ର ଦୁଇଟି ଯାକ ଖାଇପାରିବା, ଏହା କୁ ଖାଇବା ଦ୍ଵାରା ବହୁତ ବଡ ବଡ ରୋଗରୁ ମଧ୍ୟ ରକ୍ଷା ପାଇଥାଉ ଓ ସକରାତ୍ମକ ଊର୍ଜା ଆଣିଥାଏ । ଘରେ ସବୁବେଳେ ଖୁସିର ବାତାବରଣ ଆଣିଥାଏ ଓ କେବେ ଆପଣଙ୍କର ଆର୍ଥିକ ସମସ୍ୟା ହୋଇ ନ ଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।