ଭୁବନେଶ୍ୱର ମୁହାଁଇଲା ମଣିଷଖିଆ କୁମ୍ଭୀର, ସକାଳ ସନ୍ଧ୍ୟା ରେ ଘୂରୁଛି ରାଜଧାନୀରେ …

ପାଣି ରେ ମୁଣ୍ଡ ଟେକି ଲାଞ୍ଜ ବାଡଉଛି । ଆଉ କେତେବେଳେ କାହାକୁ ଖାଇ ଦେବ କିଛି ହେଉ ନାହିଁ । ଆଉ ପ୍ରାୟତଃ ସକାଳ ଓ ସନ୍ଧ୍ୟା ସମୟରେ ଛପି ବସୁଛି ପାଣି ଭିତରେ । କେତେବେଳେ ଶିକାର ପାଖକୁ ଆସିବ ଆଉ ଯେବେ ଶିକାର ନ ପାଉଛି ସେ ରାଜଧାନୀ କୁ ଏବେ ମୁହାଁଇଛି । ହଁ ଦର୍ଶକ ବନ୍ଧୁ ଗତ କିଛି ଦିନ ସାରା ରାଜ୍ୟ ମାନଙ୍କରେ କୁମ୍ଭୀର ଆତଙ୍କ ଦେଖା ଯାଉଛି ।

କୁମ୍ଭୀର ଆତଙ୍କ କୁ ନେଇ ଏବେ ସବୁ ରାଜ୍ୟରେ ଭୟ ର ବାତାବରଣ ଖେଳି ଯାଇଛି । କାରଣ ପୂର୍ବରୁ କୁମ୍ଭୀର ଖାଲି ପାଣି ଭିତରେ ଶିକାର କରୁଥିଲା । ହେଲେ ଏବେ ପାଣି ରୁ ବାହରି ଆସୁଛି କୁମ୍ଭୀର । ଆଉ ସୁଯୋଗ କୁ ଅନାଇ ବସିଛି କେତେ ଶିକାର ଆସିବ । ଏମିତି କି ରାସ୍ତା ଉପରେ ମଧ୍ୟ କୁମ୍ଭୀର ବୁଲୁ ଥିବାର ଦ୍ରୁଶ୍ଯ ଏବେ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଆଉ ଏହାରି ମଧ୍ୟରେ କୁମ୍ଭୀର କି ନେଇ ଆସିଛି ଆଉ ଏକ ବଡ ଖବର । ମୁଣ୍ଡଳୀ ର ସ୍ଥାନୀୟ ଲୋକେ କହୁଛନ୍ତି ଦୀର୍ଘ 5 ଦିନ ହେବ ମଣିଷଖିଆ କୁମ୍ଭୀର ଘୁରି ବୁଲିଥିବା ବେଳେ ମହାନଦୀ ଦେଇ କାଠଯୋଡି କୁଆଖାଇ କୁ ଆସୁଛି । ସକାଳ ସନ୍ଧ୍ୟା ରେ କୁମ୍ଭୀର ଆସି ମହାନଦୀ ରୁ କୁଆଖାଇ ନଦୀ ରେ ଘୁରି ବୁଲୁଛି । ଆଉ ରାଜଧାନୀ ର ଏ ଏବେ ପହଞ୍ଚି ଯାଇଛି ମଣିଷଖିଆ କୁମ୍ଭୀର ।

ଗୋଟେ ପଟେ ମୁଣ୍ଡଳୀ ଛାଡି ଯାଉ ନ ଥିବା ବେଳେ ମୁଣ୍ଡଳୀ ବାସୀ ଏବେ ଭୟରେ ଅଛନ୍ତି । ସମସ୍ତଙ୍କ ମନରେ ଭୟ ମଧ୍ୟ ରହିଛି କି ସେମାନଙ୍କୁ କୁମ୍ଭୀର ଖାଇ ଦେବନି ତ ? ମଣିଷ ମାଂସ ନ ପାଇ ଏବେ କୁମ୍ଭୀର ନଦୀ ରେ ଥିବା ସବୁ ମାଛକୁ ଖାଇ ଗଲାଣି । ଆଉ ତା ସହ କାଠଯୋଡି ଓ କୁଆଖାଇ ନଦୀ କୁ ଆସୁଛି କୁମ୍ଭୀର ମଣିଷ ମାଂସ ପାଇଁ ।

ମୁଣ୍ଡଳୀ ର ବାସିନ୍ଦା ମଧ୍ୟ କହୁଛନ୍ତି କୁମ୍ଭୀର ର ଲମ୍ବ ପ୍ରାୟ 8ରୁ 10 ଫୁଟ ହେବ । ଉପର ମୁଣ୍ଡରେ 2ଟି ଓ ତଳ ମୁଣ୍ଡରେ 2ଟି କୁମ୍ଭୀର ବୁଲୁଥିବା ବେଳେ ଏବେ ସ୍ଥାନୀୟ ଲୋକେ କହୁଛନ୍ତି ସବୁ ନଦୀ ରେ ମାଳ ମାଳ ହେଲେଣି କୁମ୍ଭୀର ପଲ । ସବୁ ନଦୀ ରେ ଏବେ କୁମ୍ଭୀର ଆତଙ୍କ ଖେଳି ଗଲାଣି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।