ନଦୀରୁ ବାହାରି ଘରେ ପଶିଗଲା କୁମ୍ଭୀର ! ଗାଁ ଲୋକେ ସବୁ ଦୌଡିଲେ..ଆଉ ତା ପରେ

ଚିତ୍କାର କରି ସମସ୍ତଙ୍କୁ ମହିଳା ଡାକିଲେ । ଆଉ କହିଲେ ଘରେ ପଶି ଯାଇଛି ମଣିଷଖିଆ କୁମ୍ଭୀର । ଘର ପାଖରେ ଲାଗିଛି ରହିଛି ନଦୀ । ହଁ ବନ୍ଧୁଗଣ ଆଉ ନଦୀ ରେ ଲୁଚିକି ଅଛି କୁମ୍ଭୀର । ତେବେ କୁମ୍ଭୀର ଯେବେ ନଦୀ ରୁ ଉପରକୁ ଉଠୁଛି ସିଧା ଘର ମୁହାଁ ହେଉଛି । ଆଉ ଘରେ ପଶିଯିବା ଆଗରୁ ମହିଳା ସମସ୍ତଙ୍କୁ ଚିତ୍କାର କରି ଡ଼ାକିଥିଲେ । ଘର ପାଖରେ ଲାଗିଥିବା ନଦୀ ରେ କୁମ୍ଭୀର ଦେଖି ଏବେ ସମସ୍ତେ ଭୟରେ ଅଛନ୍ତି ।

ଗତ କିଛି ଦିନ ତଳେ ସୌର ବ୍ଲକ କେଦାରପୁର ପଞ୍ଚାୟତ ମଧ୍ୟ ଦେଇ ଯାଇଥିବା କାଂଶବଂଶ ନଦୀ ରେ ଏକ କୁମ୍ଭୀର ଦେଖିଥିଲେ ଲୋକେ । ଆଉ ଏହି ଭୟ ଲୋକଙ୍କ ମନରୁ ନ ଯାଉଣୁ ଆଜି ସେହି ଗାଁ ରେ ଆଉ ଏକ କୁମ୍ଭୀର କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି । କାରଣ ନଦୀ ପାଖରେ ଲାଗିଛି ଘର । ସେହି ଘର ପାଖରେ ବାହାରିଛି କୁମ୍ଭୀର ।

ଘର ଭିତରକୁ ଗଲେ କୁମ୍ଭୀର ଚାଲିଯିବ ତାକୁ ନେଇ ଏବେ ସମସ୍ତେ ଭୟରେ ଅଛନ୍ତି । ରତାଇ ରେ କେହି ଶାନ୍ତିରେ ସୋଇପାରୁ ନାହାନ୍ତି । ଗତ 11 ତାରିଖ ସନ୍ଧ୍ୟାରେ ସୌର ବ୍ଲକ କେଦାରପୁର ପଞ୍ଚାଯତ ବାଣୀସିଆ କୋରୁବାଙ୍କ ନିକଟରେ ପ୍ରବାହିତ ହେଉଥିବା କାଂଶବାଂଶ ନଦୀ ରେ ଏକ ବିଶାଳକାୟ କୁମ୍ଭୀର କୁ ଲୋକ ମାନେ ଦେଖିଥିଲେ ।

ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ସୋରା ବାସୀ ଭୟଭୀତ ହୋଇ ପଡିଥିଲେ । ପରେ କୁମ୍ଭୀର କୁ ଲୋକ ମାନେ ଆଉ ଦେଖିବାକୁ ପାଇ ନ ଥିଲେ । କିନ୍ତୁ ଏବେ ଶାଜନପୁର ପଞ୍ଚାୟତ ଚପରପଦା ଗ୍ରାମ ଦେଇ ଯାଇଥିବା କାଂଶବାଂଶ ନଦୀ ରେ ଏବେ କୁମ୍ଭୀର ଦେଖିବାକୁ ମିଳିଛି । ଆଉ ଘର ପାଖରେ ବାହରିଥିଲା କୁମ୍ଭୀର ।

ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହାର ଭିତରେ କାଳେ କୁମ୍ଭୀର ପଶିଯିବ ବୋଲି ଲୋକେ ଭୟ ରେ ଏବ ଘରୁ ବାହାରକୁ ଚାଲି ଆସିଛନ୍ତି । ସହ ସହ ଲୋକଙ୍କର ଗହଳି ଜମିଛି କାରଣ ସମସ୍ତେ ଭୟଭିତ ହୋଇ ପଡିଛନ୍ତି । କୁମ୍ଭୀର ରୁ ଦୀର୍ଘ 1 ଘଣ୍ଟା ରୁ ଅଧିକ ସମୟ ଯାଏଁ କୂଳରେ ରହିବା ପରେ ପାଣି ଭିତରକୁ ଚାଲି ଯାଇଥିଲେ ।

ହେଲେ ସେ ଭିତରେ ବନ ବିଭାଗ ପହଞ୍ଚି ପାରି ନ ଥିଲା । ଲୋକ ମାନେ ଦାବି କରିଛନ୍ତି କୁମ୍ଭୀର କୁ ଜଲ୍ଦି ଧରିବା ପାଇଁ । ନ ହେଲେ ସେମାନେ ସୁରକ୍ଷିତ ରହିବେ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।