ଏହି ସାଧାରଣ ଭିକାରୁଣୀ ଜଣକ ମନ୍ଦିର କୁ କରିଥିବା ଦାନ ବିଷୟରେ ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ

ଆଜି କାଲି ଭାରତରେ ଏପରି କିଛି ପ୍ରକାର ର ଘଟଣା ସବୁ ଘଟୁଛି ଯାହାକି କାହାକୁ ବି ଚକିତ କରିଦେଇ ପାରେ । କିଛି ଦିନ ପୂର୍ବେ ଗୋଟେ ଖବର ବେଶୀ ବ୍ୟପୀଥିଲା , ଯେଉଁଠି ଦୁଇ ଇଂରାଜୀ ଭିକାରୀ ନିଜର ଧନୀ ଥିବାର ଶତକଥା ପୁଲିସ କୁ କହି ଚକିତ କରିଦେଇଥିଲେ । ଯେଉଁଥିରେ ଜଣଙ୍କର ପୁଅ ଇଞ୍ଜିନିୟର ଥିଲା ଏବଂ ଆଉଜଣେ କୋଟି କୋଟି ଟଙ୍କାର ମାଲି କିଆଣୀ ଥିଲା । ଆମ ଦେଶର ଭିକାରି ମୁକେଶ ଅମ୍ବାନୀ ପରି ଧନିଶାଳୀ ଲୋକ କୁ ଭି ଟକର ଦେବା ଭଳି ସାହସ ରଖିଛନ୍ତି । କିଛି ଏହିଭଲି ଅଜୀବ ଘଟଣା ଆମ ସାମ୍ନା କୁ ଆସିଛି । ଯେଉଁଠି ଗୋଟେ ଭିକ ମାଗୁଥିବା ମହିଳା ମନ୍ଦିର କୁ ଦାନ ସ୍ୱରୂପ ଅଢେଇ ଲକ୍ଷ ଟଙ୍କା ଦେଇଅଛି ।

ଚାଲନ୍ତୁ ଜାଣିବା ଏହି ମହିଳା ର ପୂରା କାହାଣୀ …

ଯାହାରକି ମନ୍ଦିର ରେ ଦାନ ଦେଇଥିବା ଟଙ୍କା ର ମୂଲ୍ୟ ଶୁଣି ପୂରା ଦେଶ ଚକିତ ହୋଇଯାଇଛି, ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଏହି ମହିଳା ର ବୟସ 85 ବର୍ଷ ହବ ଏବଂ ମହିଳା ଜଣଙ୍କ ପାଖା ପାଖି ଏକ ଦସନ୍ଦି ଧରି ଭିକ ମାଗି ଆସୁଅଛି ।

ଆପଣ ଜାଣି ଚକିତ ହେବେ ଏହି ମହିଳା ମୈସୂର ର ୱୋଂଟିକୋପ୍ପଲ ସ୍ଥିତ ପ୍ରସନ୍ନ ଆଞ୍ଜନେୟ ସ୍ଵାମୀ ମନ୍ଦିର ଟ୍ରସ୍ଟ କୁ ପାଖା ପାଖି ଅଢେଇ ଲକ୍ଷ ଟଙ୍କା ଦାନ ସ୍ୱରୂପ ଦେଇଛନ୍ତି । ଯାହା ଦ୍ବାରା ସମସ୍ତେ ଚକିତ ହୋଇ ରହିଗଲେ ।

ଆପଣ ଜାଣି ଆଚମ୍ବିତ ହେବେ ଏହି 85 ବର୍ଷ ମହିଳା ପାଖା ପାଖି ଏକ ଦସନ୍ଦି ଭିକ ମାଗି ମାଗି ନିଜ ଘର ଚଳାଇ ଆସୁଅଛି । ପଇସା ରୁ ନିଜର ଜରୁରୀ ଜିନିଷ ନେଇସାରି ବାକି ବଞ୍ଚିଥିବା ପଇସା କୁ ମନ୍ଦିର ର ଟ୍ରସ୍ଟ କୁ ଦାନ ସ୍ୱରୂପ ଦେଇଦିଏ ।

ଆପଣଙ୍କ ଜାଣିବା ନିମନ୍ତେ ଆମେ ଆପଣଙ୍କୁ କହି ଦେଉଛୁ ଯେ ମହିଳା ର ନାମ ସିତାଲକ୍ଷ୍ମୀ ଏବଂ ସେ ନିଜର ଭାଇ ଅରବି ସହିତ ଯାଦବଗିରି ରେ ରହୁଛି । ମୂଳରୁ ହିଁ ତାଙ୍କୁ ଅନ୍ୟ ଜଣଙ୍କ ଉପରେ ନିର୍ଭର ରହିବା ପସନ୍ଦ ନଥିଲା । ଏତତ ବ୍ୟତୀତ ମନ୍ଦିର ର କର୍ମଚାରୀ ମାନେ ବି ଏହି ମହିଳା ର ବିଶେଷ ଧ୍ୟାନ ରଖନ୍ତି ।

ବର୍ତମାନ କିଛି ଦିନ ପରେ ବାସୁ ମନ୍ଦିର ରେ ତାଙ୍କର ଏହି ଉଦାରତା ପାଇଁ ତାଙ୍କୁ ସମ୍ମାନିତ ମଧ୍ୟ କରାଯିବ ।