ହିନ୍ଦୁ ଧର୍ମ ରେ ଦୀପାବଳି ପର୍ବ କୁ ବହୁ ଆଡମ୍ବର ସହ ପାଳନ କରାଯାଏ । କାର୍ତ୍ତିକ ମାସର ଅମାବାସ୍ୟା ଦିନ ଏହି ପର୍ବ ପାଳନ କରାଯାଏ । ଏହି ଥର ଦୀପାବଳି ୭ ନଭେମ୍ବର ୨୦୧୮ କୁ ପଡୁଛି । ଏହି ପର୍ବ ରେ ପାପ ଉପରେ ପୂଣ୍ୟ ର ବିଜୟ କୁ ନେଇ ପାଳନ କରାଯାଇଥାଏ । ଲୋକୋମାନେ ଘରେ ଦୀପ ପ୍ରଜ୍ଵଳିତ କରି ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ ଏବଂ ସୁଖ ସମୃଦ୍ଧି ଓ ଧନ ଅର୍ଜିନ କରିବା ପାଇଁ ମୋନୋକମାନ କରାଯାଏ । ପୌରଣିକ ମାନ୍ୟତା ଅନୁସାରେ , ଏହି ଦିନ ଭଗବାନ ରାମ , ସିତା ଏବଂ ଲକ୍ଷ୍ମଣ ୧୪ ବର୍ଷ ର ବନବାସ ପାଳନ କରି ଅଯୋଧ୍ୟା ନଗରି କୁ ଫେରି ଥିଲେ ।
ସେମାନଙ୍କ ସ୍ଵାଗତ ରେ ଅଯୋଧ୍ୟାବାସୀର ଲୋକୋମାନେ ପୁରା ନଗରି କୁ ସଜାଇଥିଲେ ଏବଂ ଦୀପ ପ୍ରଜ୍ଵଳିତ କରି ସେମାନଙ୍କ ଫେରିବାର ଖୁସୀ ପାଳନ କରିଥିଲେ । ଏହି ଭଳି ଶୁଣା ଯାଏ କି ଭଗବାନ ଶ୍ରୀକୃଷ୍ଣ ଏହି ଦିନ ନରକାଶୁର ନାମକ ରାକ୍ଷସ କୁ ବଧ୍ୟ କରିଥିଲେ । ଦୀପାବଳି କେବଳ ଗୋଟିଏ ଦିନ ର ପର୍ବ ନୁହେଁ, ଦୀପାବଳି ପୂର୍ବରୁ ଆଉ ପରେ ବୋହୁତ ପର୍ବ ପାଳନ କରାଯାଇଥାଏ , ଯାହାର ନିଜର ଗୋଟେ ବିଶେଷ ଏବଂ ଧାର୍ମିକ ମହତ୍ଵ ଅଛି ।
ଧନ୍ତରଶ
ଦୀପାବଳି ର ଦୁଇ ଦିନ ପ୍ରଥମେ ଧନ୍ତରଶ ର ପର୍ବ ପାଳନ କରାଯାଇଥାଏ , ଏହି ଦିନ ସମସ୍ତେ ଲୋକ ବଜାରରୁ କିଛି ନା କିଛି ନୂଆ ଜିନିଷ କିଣିକି ଘରକୁ ଆଣନ୍ତି ।
ଛୋଟ ଦୀପାବଳି
ଧନ୍ତରଶ ର ଗୋଟେ ଦିନ ପରେ ହୁଏ ଛୋଟୋ ଦୀପାବଳି , ଏହି ଦିନ ଘରେ ଦୀପ ଜଳାଇ ଘରକୁ ଆଲୋକିତ କରାଯାଇଥାଏ ।
ବଡ ଦୀପାବଳି
ଏହି ଦିନରେ ଘରେ ସମସ୍ତେ ନୂଆ କପଡା ପିନ୍ଧି ଗଣେଶ ଭଗବାନଙ୍କୁ ଏବଂ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ।
ଗୋବର୍ଦ୍ଧନ ପୂଜା
ବଡ ଦୀପାବଳି ର ପର ଦିନ ଗୋବର୍ଦ୍ଧନ ପୂଜା କରାଯାଏ ।
ଭାଇଦୂଜ
ଗୋବର୍ଦ୍ଧନ ପୂଜା ର ପର ଦିନ ଭାଇଦୂଜ ପାଳନ କରାଯାଏ , ଯଉ ଦିନ ସବୁ ଭଉଣୀ ମାନେ ନିଜର ଭାଇ ମାନଙ୍କୁ ଟୀକା କରନ୍ତି ।
ଦୀପାବଳି ରେ ଲକ୍ଷ୍ମୀ ପୂଜାର ମୁହୂର୍ତ୍ତ
ସନ୍ଧ୍ୟା 5:57 ରୁ 7:53 ପର୍ଯ୍ୟନ୍ତ
ପର୍ବ ତାରିଖ
- ଧନ୍ତେରସ ୫ ନଭେମ୍ବର
- ଛୋଟୋ ଦୀପାବଳି ୬ ନଭେମ୍ବର
- ଦୀପାବଳି କି ଲକ୍ଷ୍ମୀ ପୂଜା ୭ ନଭେମ୍ବର
- ଗୋବର୍ଦ୍ଧନ ପୂଜା ୮ ନଭେମ୍ବର
- ଭାଇଦୂଜ ୯ ନଭେମ୍ବର