ବହୁତ ହିଁ ସୁନ୍ଦର ଲାଗନ୍ତି TV ର ଏହି 5 ଜଣ କମେଡିଆନ ଙ୍କ ସ୍ତ୍ରୀ, Sunil Grover ଙ୍କ ସ୍ତ୍ରୀ ଲାଗନ୍ତି ପୁରା ସ୍ଵର୍ଗର ପରି

କମେଡି ଏକ ଏମିତି ଜିନିଷ ଯାହା ସମସ୍ତଙ୍କୁ ଖୁସି ଆଣିଦେଇଥାଏ । ଭାରତରେ ବହୁତ କମେଡିଆନ ମାନେ ଅଛନ୍ତି । ଏହି କମେଡିଆନ ମାନେ କେବେ ଫିଲ୍ମରେ ବା ଟିଭିରେ ଆସି ଆମକୁ ହସାଇବାର କାମ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି କମେଡିଆନ ମାନଙ୍କର ରିୟଲ ଲାଇଫ ବିଷୟରେ କିଛି ଇଣ୍ଟ୍ରେଷ୍ଟିଙ୍ଗ କଥା ଯାହା କେବେ ଆପଣମାନେ ଜାଣି ନଥିବେ  । ୧- “ଅଲ୍ଲୀ ଓ ସିଦ୍ଧିକି ଅସଗର”: ଅଲ୍ଲୀ ଅଗସାର କମେଡି ଦୁନିଆର ଜଣେ ପ୍ରଖ୍ୟାତ ଅଭିନେତା ଅଟନ୍ତି ।

କପିଲ ଶର୍ମାଙ୍କ ସୋରେ ସେ “ଦାଦି” ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରାଇଛନ୍ତି । ଅଲ୍ଲୀ ୨୦୦୫ରେ ସିଦ୍ଧିକି ଅସଗରଙ୍କ ସହ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୨- “କୃଷ୍ଣା ଅଭିଷେକ ଓ କଶ୍ମୀରା ଶାହ” : କୃଷ୍ଣା ଅଭିଷେକ ଉଭୟ ଟିଭି ଓ ଫିଲ୍ମରେ ଲୋକମାନଙ୍କର ମନୋରଞ୍ଜନ କରନ୍ତି । ବର୍ତ୍ତମାନ ସେ କପିଲଙ୍କ ସୋରେ ଏକ ନମ୍ବର କାମେଡି କରୁଛନ୍ତି । କୃଷ୍ଣା ୨୦୦୩ରେ କଶ୍ମୀରା ଶାହଙ୍କ ସହ ବିବାହ କରିଥିଲେ । ଦୁହିଙ୍କର ଯୋଡି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୩- “କିକୁ ସାରଦା ଓ ପ୍ରିୟଙ୍କା ସାରଦା” : କପିଲଙ୍କ ସୋରେ “ପାଲକ” ଓ “ଯାଦବ” ଚରିତ୍ରରେ ଅଭନୟ କରି କିକୁ ସାରଦା କାମେଡିଆନ ଭାବେ ପରିଚିତ ଅଟନ୍ତି । ୨୦୦୩ରେ ସେ ପ୍ରିୟାଙ୍କା ଶାରଦାଙ୍କ ସହ ବିବାହ କରିଛନ୍ତି । କିକୁଙ୍କ ଭଳି ତାଙ୍କ ସ୍ତ୍ରୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୪- “ସୁନୀଲ ଗ୍ରୋବର ଓ ଆରତୀ ଗ୍ରୋବର” : ଭାରତର ସବୁଠାରୁ କାମେଡି ଅଭିନେତା ଭାବେ ସୁନୀଲ ଗ୍ରୋବର ପରିଚିତ ଅଟନ୍ତି । କପିଲଙ୍କ ସୋରେ ସେ “ଗୁଥି” ଓ “ଡାକ୍ତର ଗୁଲାଟି” ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି । ତାଙ୍କ ମତରେ ସେ ଯେଉଁ ଜୋକ ପ୍ରସ୍ତୁତ କରନ୍ତି ପ୍ରଥମେ ସେ ତାଙ୍କ ସ୍ତ୍ରୀଙ୍କ ଉପରେ ଟ୍ରାଏ କରନ୍ତି । ଯଦି ତାଙ୍କ ସ୍ତ୍ରୀ ଏହି ଜୋକରେ ହସନ୍ତୀ ତେବେ ସେ ଏହାକୁ ଆଗକୁ ନିଅନ୍ତି ।

୫- “ଚନ୍ଦନ ପ୍ରଭାକର ଓ ନନ୍ଦିନୀ ଖନା” : କପିଲଙ୍କ ସୋରେ “ଚାହା ବାଲି” ଚରିତ୍ରରେ ଅଭିନୟ କରି ଚନ୍ଦନ ପ୍ରଭାକର ୨୦୧୫ରେ ନନ୍ଦିନୀ ଖନାଙ୍କ ସହ ବିବାହ କରିଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଡାଇରେକ୍ଟର ଓ ଲେଖକ ଅଟନ୍ତି ।

୬- “କପିଲ ଶର୍ମା ଓ ଗିନ୍ନୀ ଚତସ୍ଥ” : ଭାରତର ଏକ କମେଡିଆନ ଭାବେ କପିଲ ଶର୍ମା ପରିଚିତ ଅଟନ୍ତି । କପିଲ ନିଜ କଲେଜର ସାଙ୍ଗ ଗିତ୍ରୀଙ୍କ ସହ ୨୦୧୮ରେ ବିବାହ କରିଥିଲେ । ସେ ଗୋଟେ କୁନି ବେବୀର ବାପା ମଧ୍ୟ ଅଟନ୍ତି ।

୭- “ରାଜୁ ଓ ଶିଖା ଶ୍ରୀବାସ୍ତବ” : ରାଜୁଙ୍କୁ ଦେଶର ସୁପରଷ୍ଟାର କମେଡିଆନ ଭାବେ ସମସ୍ତେ ଜାଣିଛନ୍ତି । ଯେବେ ଅନ୍ୟ କେହି କମେଡିଆନ ନ ଥିଲେ ସେହି ସମୟରୁ ରାଜୁ କମେଡି କରି ଲୋକଙ୍କର ମନୋରଞ୍ଜନ କରୁଛନ୍ତି । ରାଜୁ ଶିଖା ଶ୍ରୀବାସ୍ତବଙ୍କୁ ବିବାହ କରିଛନ୍ତି । ଦୁହିଙ୍କର ଆୟୁଷ୍ମାନ ଓ ଅନିତା ନାମରେ ଦୁଇଟି ପିଲା ଅଛନ୍ତି ।

୮- “ସୁନୀଲ ପାଲ ଓ ସରିତା ପାଲ” : ସୁନୀଲ “ଦ ଗ୍ରେଟ ଇଣ୍ଡିଆନ ଲାଫଟର” ଚ୍ୟାଲେଞ୍ଜ ଜିତିଥିଲେ । ଏହା ପରେ ସେ ଅନେକ ବର୍ଷ ପୁରା ଦେଶରେ ବହୁତ ପପୁଲାର ରହିଥିଲେ । ସେ ସରିତା ପାଲଙ୍କ ସହ ବିବାହ କରିଛନ୍ତି । ତାଙ୍କର ପ୍ରବଲ ଓ ସରଲ ନାମରେ ଦୁଇଟି ପୁଅ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ