କରବା ଚୌଥ ରାତିରେ ! ଗୁଡଗାଁୱ ରେ ସ୍ଵାମୀ ସ୍ତ୍ରୀ କୁ ୮ ମହଲା ରୁ ଠେଲି ଦେଲା, ସାମନାକୁ ଆସିଲା ଚମକେଇଦେଲା ଭଳି କାରଣ…

ବେଳେ ବେଳେ ଏମିତି ଘଟଣା ଶୁଣି ବାକୁ ମିଳେ ଯେ ଯାହାକୁ ଆପଣ ଶୁଣି କି ଆଚମ୍ବିତ ହୋଇଯିବେ । ଆପଣ ଙ୍କୁ କହି ଦେଉଛୁ କି ଅଂସଳ ବେଲି ବିଉ ର ଟାୱାର ରେ ଟି-3 ରେ ରହୁଥିବା ଦୀପିକା କୁ କରୱା ଚୌଥ ରାତିରେ କୋଣସି ଏକ କଥା କୁ ନେଇ ତାହାର ସ୍ଵାମୀ ବିକ୍ରମ ତାକୁ 8 ମହାଲାରୁ ତଳକୁ ପେଲି ଦେଇଥିଲା । ଯାହା ଦ୍ଵାରା ଦୀପିକା ମୁତ୍ୟୁ ବରଣ କରିଥିଲା । ଦୀପିକା ଗୁଡଗାଁୱ ରେ ଏକ ପ୍ରାଇଭେଟ ବ୍ଯାଙ୍କ ରେ ସହାୟକ ନିର୍ଦେଶକ ଥିଲା ଏବଂ ବିକ୍ରମ ଏକ ପ୍ରାଇଭେଟ କମ୍ପାନୀ ରେ ସହାୟକ ନିର୍ଦେଶକ ଥିଲା । ପୋଲିସ ତାହାର ପିତା ର ବୟାନ ଅନୁସାରେ ସ୍ଵାମୀ ଆଉ ତାହାର ପ୍ରେମିକା ନାମରେ ହତ୍ୟା ର ମାମଲା ଦର୍ଜ କରିଛି । କିନ୍ତୁ ତାକୁ ପୋଲିସ ଏବେ ପର୍ଯ୍ୟନ୍ତ ଧରି ପାରି ନାହିଁ ।

ପୋଲିସ କହିବା ଅନୁସାରେ ଶନିବାର ରାତିରେ ବିକ୍ରମ ଏବଂ ଦୀପିକା କୌଣସି ଏକ କଥା କୁ ନେଇ ଝଗଡା ହୋଇଥିଲା । ସେତେବେଳେ ଦୀପିକା 8 ମହାଲାରେ ଥିଲା ଏବଂ ବାଲକୋନୀ ପାଖକୁ ଚାଲି ଗଲା । ସେହି ସମୟରେ ବିକ୍ରମ ତାକୁ ପଛରୁ ପେଲି ଦେଇଥିଲା ଏବଂ ସେଠୁ ପଳାଇ ଯାଇଥିଲା । ସୂଚନା ମିଳିବାରୁ ଯେତେବେଳେ ପୋଲିସ ପହଞ୍ଚିଲା ସେତେବେଳ ଶବ କୁ ପୋଷ୍ଟମଟମ ପାଇଁ ପଠା ଗଲା । ଚଣ୍ଡି ଗଡ ନିବାସୀ ହରିଶଙ୍କର ଆହୁଯା ପୋଲିସ କୁ ରିପୋର୍ଟ ରେ କହିଲେ ଯେ ତାହାର ଝିଅ ଦୀପିକା ଇଂଡସଂଡ ବ୍ଯାଙ୍କ ରେ ସହାୟକ ନିର୍ଦେଶକ ରୂପେ ଥିଲା । ଏବଂ ସେ 6 ବର୍ଷ ପୂର୍ବରୁ ବିକ୍ରମ ସିଂ ସହ ପ୍ରେମ ବିବାହ କରିଥିଲା ।

ସେ କହିଲେ କି ବିକ୍ରମ ର ନିଜ ଷୋସାଇଟି ର କୌଣସି ମହିଳା ସହ ସମ୍ପର୍କ ଗଢି ଉଠିଥିଲା । ଆଉ ଏହି କାରଣରୁ ଦୀପିକା ର ହତ୍ୟା କରାଯାଇଛି । କାରଣ ଦୀପିକା ଜାଣି ସାରିଥିଲା କି ତାହାର ସ୍ଵାମୀ ବିକ୍ରମ ଅନ୍ୟ ଏକ ମହିଳା ସହ ସମ୍ପର୍କ ରଖିଛନ୍ତି । ଏବଂ ସେ ଏହି କଥା କୁ ସହି ପାରୁନଥିଲା ଏବଂ ସେଥିପାଇଁ ସେମାନଙ୍କ ମଧ୍ୟରେ ସବୁଦିନ ଝଗଡା ହେଉଥିଲା । ବିକ୍ରମ ସିଂହ ସ୍କାଈ ଲାର୍କ ନାମକ କମ୍ପାନୀ ରେ ସହାୟକ ନିର୍ଦେଶକ ରୂପେ କମ କରୁଥିଲା । ସେମାନଙ୍କର ଦୁଇଟି ପିଲା ବି ଅଛି । ସେହି ମହିଳା ସହ ସଂପର୍କ ରଖିବାକୁ ଦୀପିକା ବିରୋଧ କରୁଥିବାରୁ ଦୀପିକା ସହ ସବୁବେଳେ ଝଗଡା ହେଉଥିଲା ।