ଭିକାରି ଘରେ AC ଓ କୁଳର ଦେଖି ପୋଲିସକୁ ହେଲା ସନ୍ଦେହ, ଯେତେବେଳେ ଭିତରକୁ ଗଲା ତେବେ ପୋଲିସର ହୋସ ଉଡିଗଲା

ବର୍ତ୍ତମାନ ସମୟରେ ଭିକ ମାଗିବା କାମ ବହୁତ ସହଜ ହୋଇ ଯାଇଛି । କେତେକ ଭିକାରିମାନେ ଦିନ ବେଳ ଭିକ ମାଗନ୍ତି କିନ୍ତୁ ରାତିରେ ବଡ ବଡ ହୋଟେଲରେ ବସି ଖାଉ ଥିବାର ନଜର ଆସିଥାନ୍ତି । ବର୍ତ୍ତମାନ ଏମିତି ବହୁତ ଘଟଣା ସାମ୍ନାକୁ ଆସୁଛି ଯେତେବେଳେ ଭିକାରିର ମୃତ୍ୟୁ ହୋଇ ଯାଇଛି ଓ ପୋଲିସ ଯେତେବେଳେ ତା ଘରକୁ ଯାଉଛି ତେବେ ତାଙ୍କୁ ତାଙ୍କର ଚାଲ ଘରେ AC ଓ କୁଳର ଦେଖିବାକୁ ମିଳୁଛି । ତାଙ୍କ ଚାଲ ଘରେ ବସ୍ତା ବସ୍ତା ଟଙ୍କା ମିଳୁଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଭିକାରିମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ବିଷୟରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ ।

ମୁମ୍ବାଇର ଜଣେ ବାସିନ୍ଦା ମୁମ୍ବାଇର ଲୋକାଲ ଟ୍ରେନରେ ଭିକ ମାଗୁଥିଲେ । ବହୁତ ବର୍ଷ ପର୍ଯ୍ୟନ୍ତ ସେ ମୁମ୍ବାଇର ଲୋକାଲ ଟ୍ରେନରେ ଭିକ ମାଗି ଚାଲୁଥିଲେ । ଅଚାନକ ଦିନେ ସେ ରେଳ ଲାଇନ ପାର କରୁଥିଲେ କି ଗୋଟିଏ ଲୋକାଲ ଟ୍ରେନ ଆଇ ଭିକାରିକୁ ଜୋରଦାର ଟକ୍କର ଦେଲା ଓ ଯେଉଁ କାରଣରୁ ସେହି ସ୍ଥାନରେ ହିଁ ଭିକାରିର ଜୀବନ ଚାଲି ଗଲା ।

ପୋଲସି ଭିକାରିର ପରିବାରକୁ ତାର ଶବ ଦେବା ପାଇଁ ଭିକାରି ରହୁଥିବା ଚାଲ ଘରକୁ ଗଲେ । କିନ୍ତୁ ସେଠି ସେମାନେ ଯାହା ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେଠି ବସ୍ତା ବସ୍ତା ଟଙ୍କା ମିଳିଲା । ସେହି ସବୁ ବସ୍ତାରେ ଟଙ୍କା ଓ ୨ ଲକ୍ଷ କଏନ ମିଳିଲା । ଯାହାକୁ ଗଣିବା ପାଇଁ ପୋଲିସବାଲାଙ୍କୁ ୮ ଘଣ୍ଟା ସମୟ ବି ଲାଗି ଗଲା । ପୋଲିସବାଲାଙ୍କୁ ଗୋଟିଏ ପାସବୁକ ମିଳିଲା ଯେଉଁଥିରେ ୮ ଲକ୍ଷ ୭୦ ହଜାର ଟଙ୍କା ଜମା ଥିଲା । ଏହି ସବୁ ଦେଖି ପୋଲିସବାଲା ବି ଆଶ୍ଚର୍ଯ୍ୟ ହୋଇଗଲେ କି ଗୋଟିଏ ଭିକାରି ପାଖରେ ଏତେ ଟଙ୍କା ଅଛି । ଏହି ଭିକାରି ପାଖରେ ଏତେ ଟଙ୍କା ଅଛି ଯାହା ବିଷୟରେ ଜାଣିବା ପରେ ସେଠିକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ଭିକାରିର ମାସକର ଆୟ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କୁ କହିଦେଉଛୁ କି ହୁଇଲ ଚେୟାର ଉପରେ ବସିଥିବା ବ୍ୟକ୍ତି ମାସକୁ ୭୦ ଲକ୍ଷ ଟଙ୍କା ଆୟ କରେ । ତାହା ବି ପୁଣି ଭିକ ମାଗି । ତାକୁ ଦେଖିଲେ ଜାଣି ପାରିବେ କି ସେ ଠିକସେ କହି ପାରେ ନାହିଁ ଓ ତାର ଗୋଟିଏ ହାତ ବି ଖରାପ ଅଛି ।

ଏହି କାରଣ କି ଲୋକମାନେ ତା ଉପରେ ଦୟା ଦେଖାଇ ତାକୁ ଟଙ୍କା ଦେଇ ଦେଉ ଥିଲେ । କିନ୍ତୁ ଦିନେ ତାଙ୍କର ପୁରା ସତ ସାମ୍ନାକୁ ଆସିଗଲା । ସେ ଜଣେ ସାଧାରଣ ମଣିଷ ଅଟେ । କିଛି ଲୋକମାନେ ତାର ଭିଡିଓ କରୁଥିଲେ ଓ ସେ ଏହି ଭିଡିଓରେ ସବୁ ସତ କଥା କହି ଦେଲା ।