କେତେ ବି ପୁରୁଣା ଭାତୁଡି ହୋଇଥାଉ, ଏହି ଉପାୟ କଲେ ରାତା ରାତି ଗାୟବ ହେଇଯିବ

ପ୍ରତ୍ୟେକ ମଣିଷ ଚାହେଁ କି ସେ ସୁନ୍ଦର ଦେଖାଯାଉ ଯେମିତି କି ତା ଆଖ ପାଖ ଲୋକ ଓ ବନ୍ଧୁମାନେ ତାର ପ୍ରଶଂସା କରିବେ । ସୁନ୍ଦର ଓ ସ୍ମାର୍ଟ ହେବା ମଧ୍ୟ ଆପଣଙ୍କର ବ୍ୟକ୍ତିତ୍ଵ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଓ ଆପଣଙ୍କୁ ଜଣାଇ ଦେଉଛୁ କି ଯଦି ଆପଣ ସ୍ମାର୍ଟ ଓ ସୁନ୍ଦର ଦେଖା ଯାଉଥିବେ ତେବେ ଆପଣଙ୍କୁ ବହୁତ ଜାଗାରେ ମହତ୍ତ୍ଵ ଦିଆଯାଇଥାଏ ଓ ଲୋକଙ୍କର ଆକର୍ଷଣ ଆପଣଙ୍କ ଉପରେ ପଡିଥାଏ ।

କିନ୍ତୁ କିଛି ଥର ଏମିତି ହୋଇଥାଏ କି ଆପଣ ସୁନ୍ଦର ତ ହୋଇଥାନ୍ତି କିନ୍ତୁ ଆପଣଙ୍କ ଚେହେରାରେ ବା ଶରୀରର କୌଣସି ଅଂଶରେ କୌଣସି ଚିହ୍ନ , ଦାଗ ବା ଭାତୁଡି ହୋଇଥାଏ ଯାହାକୁ ଆପଣ ଚାହିଁକି ବି ଲୁଚେଇ ପାରନ୍ତି ନାହିଁ ଓ ତାହା ଆପଣଙ୍କର ସୁନ୍ଦରତାରେ ଗ୍ରହଣ ଲାଗିଲା ପରି ଲାଗିଥାଏ । ପ୍ରକୃତରେ ଆପଣଙ୍କୁ ଜଣାଇ ଦେଉଛୁ କି ଭାତୁଡି ଆମର ଶରୀରର ସୁନ୍ଦରତାକୁ ନଷ୍ଟ କରିଥାଏ ଓ କିଛି ଥର ଏମିତି ହୋଇଥାଏ କି କିଛି ଲୋକଙ୍କୁ ବୁଢା ହେବା ପର୍ଯ୍ୟନ୍ତ ଭାତୁଡି ସହିତ ଜୀବନ କାଟିବାକୁ ପଡିଥାଏ।

କାରଣ ସେ ଏହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ । କିନ୍ତୁ ଲୋକ ଏହିଠାରେ ଭୁଲ କରିଥାନ୍ତି କାରଣ ଏହାର ମଧ୍ୟ ଉପଚାର ହୋଇଥାଏ ଓ ଯାହାକୁ ଏହି ସମସ୍ୟା ଅଛି ସେ ଏଥିରୁ ମୁକ୍ତି ପାଇ ପାରିବ ।

ଭାତୁଡି ଏକ ପ୍ରକାରର ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ଓ କେବେ କେବେ ତ ଏହା ବହୁତ ଗମ୍ଭୀର ରୋଗ ଯେମିତି କି କ୍ୟାନ୍ସର ର ରୂପ ନେଇ ଥାଏ । ଏଥିପାଇଁ ଭଲ ହେବ କି ସମୟ ଥାଇ ଏହାର ଉପଚାର କରାଇ ନିଅନ୍ତୁ । ଆପଣ ଭାବୁଥିବେ କି ଭାତୁଡି ର ଉପଚାର ନ ଥିବ ବା ଯଦି ଥିବ ବହୁତ ମହଙ୍ଗା ହୋଇଥିବ, କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ କି ଆପଣ ବିଲକୁଲ ଭୁଲ ଭାବୁଛନ୍ତି । ଜଣାଇ ଦେଉଛୁ ଏହାକୁ ଆପଣ ବହୁତ ସରଳ ଘରୋଇ ଉପଚାର ଦ୍ଵାରା ଭଲ କରି ପାରିବେ ।

ଏହା ହେଉଛି ଘରୋଇ ଉପଚାର

ଶରୀରରେ ଖରାପ ଦେଖା ଯାଉଥିବା ଏହି ଅଜବ ଭାତୁଡିକୁ ହଟାଇବା ପାଇଁ ଆପଣଙ୍କୁ କିଛି ଘରୋଇ ଉପାୟ କରିବାର ଅଛି । ଯେଉଁଥିରେ ଆମେ ଘିଅ ଓ ଚୂନର ବ୍ୟବହାର କରିବା ଯାହା ସବୁ ଘରେ ସହଜରେ ମିଳିଥାଏ । କହି ରଖଛୁ କି ଗୋଟିଏ ଚାମଚ ଘିଅ ଓ ଦୁଇ ଚାମଚ ଚୂନକୁ ମିଶାଇ ଏକ ବଢିଆ ମିଶ୍ରଣ ତିଆରି କରିବାର ଅଛି ଓ ପରେ ସେହି ମିଶ୍ରଣକୁ ଶରୀରର ସବୁ ଅଂଶରେ ଲଗାଇବାର ଅଛି  ଯେଉଁଠି ଭାତୁଡି ହୋଇଛି ।

ଏହି ପ୍ରକ୍ରିୟା କରିବା ପରେ ଆସନ୍ତା କିଛି ଦିନରେ ଆପଣ ଦେଖିବେ କି ଯେଉଁଠି ସେ ମିଶ୍ରଣ ଲଗାଇଥିଲେ ସେହି ଜାଗାରେ ଭାତୁଡି ହେଉନାହିଁ ଓ ତା ସହିତ ପୂର୍ବରୁ ହୋଇଥିବା ଭାତୁଡି ମଧ୍ୟ ଭଲ ହୋଇଯାଇଛି । ଏହା ଏକ ବହୁତ ପୁରୁଣା ଘରୋଇ ଉପଚାର ଯିଏ ସବୁବେଳେ ଫଳପ୍ରଦ ହୋଇଥାଏ ।