ଅସରପା ଠାରୁ ସବୁଦିନ ପାଇଁ ମୁକ୍ତି ଚାହୁଁଛନ୍ତି ତ କରନ୍ତୁ ଏହି ସହଜ ଘରୋଇ ଉପାୟ

ଅସରପା ପାଇଁ ପାଖାପାଖି ସବୁ ଘରର ମହିଳାମାନେ ସମସ୍ୟାରେ ରୁହନ୍ତି । ଘରର ରୋଷେଇ ଘରେ ପ୍ରାୟତଃ ଅସରପା ଦେଖା ଯାଇଥାଏ । ଏମାନଙ୍କ ଠାରୁ ବଞ୍ଚିବା ପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଔଷଧ ଏବଂ କୀଟନାଶକ ମିଳୁଛି । ଯାହାକି ଅସରପାମାନଙ୍କୁ ସବୁବେଳେ ମାରିବା ପାଇଁ କୁହନ୍ତି । କିନ୍ତୁ ଏହିଭଳି ରାସାୟନିକ ଜିନିଷ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାର୍କ ଅଟେ ।

ଏହାଠାରୁ ଭଲ ଘରେଲୁ ଉପାୟ ଗୁଡିକ ଅସରପାକୁ ଘରୁ ବାହାର କରିବା ପାଇଁ ବ୍ୟବହାର କରିବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଏବଂ କରଗାର ଉପାୟ ବିଷୟରେ କହିବାକୁ ଯାଉଛୁ ।

କଫି

କଫି ସ୍ଵାଦ ପାଇଁ ଭଲ ଅଟେ ଏବଂ ଏହାର ବ୍ୟବହାର ଆପଣ ଅସରପା ଠାରୁ ବଞ୍ଚିବା ପାଇଁ କରି ପାରିବେ । ଏହା ପାଇଁ ଆପଣ କେବଳ ଗୋଟିଏ ପ୍ଲେଟ କିମ୍ବା କୌଣୟସ ପାତ୍ରରେ କିଛି କଫି ରାଖୀ ଏମିତି ଜାଗାରେ ରଖୀ ଦିଅନ୍ତୁ ଯେଉଁଠି ଅସରପା ଅଧିକ ରୁହନ୍ତି ।

ତେଜପତ୍ର

ତେଜପତ୍ରର ଗନ୍ଧରେ ଅସରପା, ମସା ଭଳି କୀଟ ମାନେ ଘରେ ପ୍ସନତି ନାହିଁ । ଆପଣ ତେଜପତ୍ରକୁ ଜଳାଇ ତାହକୁ ଘରର ଅସରପା ଜାଗରେ ରଖିଦିଅନ୍ତୁ । ଏହା ଦ୍ଵାରା ଶେଠୀ କେବେବି ଅସରପା ଆସିବେ ନାହିଁ ।

ଲବଙ୍ଗ

ଲବଙ୍ଗର ଗନ୍ଧରେ ମଧ୍ୟ ଅସରପାମାନେ ପଳାଇଯାନ୍ତି ।

ପୁଡିନା ପତ୍ର

ତାଜା ପୁଡିନା ପାତ୍ର କୁ ପଲିଥିନରେ କିମ୍ବା ପେପର ରେ ରଖି ସେହି ଜାଗାରେ ରଖି ଦିଅନ୍ତୁ ଯେଉଁଠି ଆପଣଙ୍କର ବେଶୀ ଅସରପା ଦେଖାଯାଏ ।

ବୋରେକ୍ସ ପାଉଡର

ଆପଣ ବୋରେକ୍ସ ପାଉଡରକୁ ଅସରପା ଥିବା ଜାଗାରେ ପକାଇ ଦିଅନ୍ତୁ ଯାହା ଦ୍ଵାରା ଅସରପା ମାନେ ସେଠାକୁଆସନ୍ତି ନାହିନ । ଏହା ଏକ ବିଷଭଳି ଜିନିଷ ହୋଇଥିବାରୁ ପିଲାମଙ୍କ ଠାରୁ ଦୂରେଇ ରଖନ୍ତୁ ।

ବେକିଙ୍ଗ ପାଉଡର

ବେକିଙ୍ଗ ପାଉଡର ଏବଂ ଚିନୀ ମଧ୍ୟମରେ ବି ଆପଣ ଅସରପାକୁ ଘରୁ ବାହାର କରି ପାରିବେ । ସେଥିପାଇଁ ଆପନ ଗୋଟିଏ ପାଟରେରେ ଦୁଇଟିକୁ ସମାନ ଭାବରେ ମିଶାଇ ଅସରପା ରହୁଥିବା ଜାଗାରେ ରଖି ଦିଅନ୍ତୁ ।

ଅଣ୍ଡା ଖୋଳ

ଅଣ୍ଡା ଖୋଳକୁ ମଧ୍ୟ ଆପଣ ଅସରପାକୁ ଭଗାଇବା ପାଇଁ ବ୍ୟବହାର କରି ପାରିବେ ।

କିରୋସିନ

କିରୋସିନକୁ ମଧ୍ୟ ଆପଣ ଅସରପାକୁ ବାହାର କରିବା ପାଇଁ ବ୍ୟବହାର କରି ପାରିବେ । ଏହାକୁ ଆପଣ ଅସରପା ଥିବା ଜାଗାରେ ଅଳ୍ପ ପକାଇ ଦିଅନ୍ତୁ ।

ୱାଇନ

ଶୁଣିବାକୁ ଆପଣଙ୍କୁ ଟିକେ ଅଲଗା ଲାଗିବ କିନ୍ତୁ ରେଡ ୱାଇନ ଅସରପାକୁ ବାହାର କରିବା ପାଇଁ ବ୍ୟବହାର କରି ପାରିବେ ।

ଆସାକରୁଛୁ ଆମର ଏହି ସରଳ ଉପାୟ ଗୁଡ଼ିକ ଆପଣଙ୍କୁ ଅସରପା ଦୂର କରିବାରେ ସାହାଜ୍ଯ କରିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।