ଭାରତୀୟ କ୍ରିକେଟ ଦଳକୁ କ୍ରିକେଟ ଖେଳ ଜଗତରେ ଶୀର୍ଷ ସ୍ଥାନରେ ପହଞ୍ଚାଇ ଥିବା ୧୦ ଜଣ ମହାନ ଖେଳାଳି ଯେଉଁମାନେ କି ଭାରତୀୟ କ୍ରିକେଟ ଦଳକୁ ଦୁନିଆରେ ଏକ ପରିଚୟ ସୃଷ୍ଟି କରାଈଛନ୍ତି । ଏକ ନମ୍ବରରେ ଥିବା ଖେଳାଳି ତ ଖୁବ ପ୍ରସିଦ୍ଧ ଖେଳାଳି ଅଟନ୍ତି । ତେବେ ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ ।
୧୦ – ଗୌତମ ଗମ୍ଭୀର
ଏହି ଖେଳାଳି ଭାରତୀୟ ଦଳକୁ ବହୁତ ମୁସ୍କିଲ ସମୟରେ ଭଲ ଖେଳି ଜିତାଇଛନ୍ତି । ସେ ଭାରତୀୟ ଦଳକୁଟି ୨୦ ୱାର୍ଲ୍ଡ କପ ୨୦୦୭ ଓ ୨୦୧୧ ୱାର୍ଲ୍ଡ କପରେ ଜିତାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ସେ ଟେଷ୍ଟ ମ୍ୟାଚରେ ୪୧୫୪ ରନ ଓ ଏକ ଦିବାସୀୟରେ ୫୨୩୮ ରନ କରିଛନ୍ତି ।
୯ – ସୌରଭ ଗାଙ୍ଗୁଲି
ଏହି ଖେଳାଳି ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ଯାପଟେନ ଥିଲେ । ତାଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ୨୦୦୩ ବିଶ୍ଵ କପ ଫାଇନାଲରେ ପହଞ୍ଚି ପାରିଥିଲା । ସେ ଏଷ୍ଟ କ୍ରିକେଟରେ ୭୨୧୨ ରନ ଓ ଏକଦିବସୀୟରେ ୧୧୩୬୩ ରନ କରିଛନ୍ତି ।
୮ – କପିଲ ଦେବ
ଏହି ଖେଳାଳୀ ଭାରତର ସର୍ବ ପ୍ରଥମ ୧୯୮୩ ବିଶ୍ଵ ବିଜେତା ଦଳର ଅଧିନାୟକ ଥିଲେ । ସେ ଟେଷ୍ଟ କ୍ରିକେଟରେ ୫୨୪୮ ରନ ଓ ଏକ ଦିବସୀୟରେ ୩୭୮୩ ରନ କରିଛନ୍ତି।
୭ – ରାହଲ ଡ୍ରାଭିଡ
ଏହି ଖେଳାଳିଙ୍କ ଇଣ୍ଡିଆ କ୍ରିକେଟ ଦଳର ପ୍ରାଚୀର ଆଖ୍ୟା ଦିଆଇଛି । ସେ ଏସ କ୍ରିକେଟରେ ୨୮୮ ରନ ଓ ଏକଦିବାସୀୟ ରେ ୧୦୦୭୯ ରନ କରିଛନ୍ତି । ୨୦୨୦ରେ ୩୧ ରନ କରିଛନ୍ତି ।
୬ – ବିରେନ୍ଦ୍ର ସେହେବାଗ
ଏହି ଖେଳାଳି ଭାରତୀୟ କ୍ରିକେଟର ପୂର୍ବତନ ଓପ୍ନର ଥିଲେ । ସେ ଭାରତର ପ୍ରଥମ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ଦୁଇଟି ଟ୍ରି ସତକ କରିଛନ୍ତି ଓ ଟେଷ୍ଟ ମ୍ୟାଚରେ ୮୦୮୮ ରନ ଓ ଏକଦିବସୀୟ ରେ ୮୨୮୩ ରନ ଓ ଟି 20ରେ ୩୯୪ ରନ କରିଛନ୍ତି ।
୫ – ବିରାଟ କୋହଲି
ଏହି ଖେଳାଳି ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ଅଛନ୍ତି । ସେ ସବୁଠୁ ଦ୍ରୁତ ୧୧୦୦୦ ରନ କରିବାରେ ପ୍ରଥମ ଖେଳାଳି । ଟେଷ୍ଟ ମ୍ୟାଚରେ ୬୬୧୩ ରନ ଓ ଏକଦିବସୀୟରେ ୧୧୨୮୬ ରନ ଏବଂ ଟି 20ରେ 2263 ରନ କରିଛନ୍ତି ।
୪ – ଯୁବରାଜ ସିଂ
ଏହି ଖେଳାଳି ଅଲ ରାଉଣ୍ଡର ଭାବେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି । ସେ ଟି 20 ବିଶ୍ୱ କପ ଓ ଏକଦିବସୀୟ ବିଶ୍ୱ କପ୍ରେ ମ୍ୟାନ ଅଫ ସିରିଜ ବିଜେତା ହୋଇଥିଲେ । ଟେଷ୍ଟ ମ୍ୟାଚରେ ୧୯୦୦ ରନ , ଏକଦିବସିୟରେ ୮୭୦୧ ରନ ଓ ଟି 20ରେ ୧୧୭୭ ରନ କରିଛନ୍ତି ।
୩ – ସଚିନ ଟେନ୍ଦୁଲକର
ଏହି ଖେଳାଳିଙ୍କୁ କ୍ରିକେଟ ଜଗତର ଭଗବାନ ବୋଲି ଆଖ୍ୟା ମିଳିଛି । ସେ ୧୦୦ ଟି ସତକ କରିଛନ୍ତି । ଟେଷ୍ଟରେ ୧୫୯୨୧ ରନ , ଏକଦିବସିୟରେ ୧୮୪୨୬ରନ ଓ ଟି 20ରେ ୧୦ ରନ କରିଛନ୍ତି ।
୨ – ମହେନ୍ଦ୍ର ସିଂ ଧୋନି
ଏହି ଖେଳାଳି ଭାରତୀୟ ଦଳର ସବୁଠୁ ସଫଳ ଅଧିନାୟକ ଭାବେ ପରିଚିତ । ଟି 20 ବିଶ୍ୱ କପ , ଏକ ଦିବାସୀୟ ବିଶ୍ୱ କପ , ଚାମ୍ପିୟନ୍ସ ଟ୍ରଫି , ଏସିଆ କପ ଭଳି ଅନେକ ତୁର୍ଣ୍ଣାମେଣ୍ଟ ଜିତି ଭାରତକୁ କ୍ରିକେଟ ରେ ଶୀର୍ଷ ସ୍ଥାନ ପ୍ରଦାନ କରିଛନ୍ତି । ଟେଷ୍ଟ ରେ ୪୮୭୬ ରନ , ଏକଦିବସିୟ ରେ ୧୦୭୭୩ ରନ ଓ ଟି 20 ରେ ୧୬୭୬ ରନ କରିଛନ୍ତି ।
୧ – ରୋହିତ ଶର୍ମା
ଏହି ଖେଳାଳି ଏକଦିବସିୟ ଖେଳରେ ତିନି ଥର ଦ୍ଵିସତକ କରିଛନ୍ତି । ଟେଷ୍ଟ ରେ ୧୫୮୫ରନ , ଏକଦିବସିୟ ରେ ୮୬୫୮ ରନ ଓ ଟି 20ରେ ୨୩୩୧ ରନ କରିଛନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ