ଭାରତୀୟ ଦ୍ରୁତ ବୋଲୋର ମହମଦ ସାମୀ ଙ୍କ ବଡ ବୟାନ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ନମସ୍କାର ବନ୍ଧୁଗଣ । ଭାରତୀୟ କ୍ରିକେଟର ମହମଦ ସାମୀ ଙ୍କ ବୟାନ କୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋରସୋର ରେ ଚାଲିଛି । ଇଂଲଣ୍ଡ ବିପକ୍ଷ ଘରୋଇ ମ୍ଯାଚରୁ ସାମୀ ଙ୍କୁ ବାଦ ଦିଆ ଯାଇଛି । ଏଭଳି ସମୟରେ ସାମୀ କ୍ରିକେଟ କ୍ଯାରିୟରରୁ ଅବସର ନେଇ ବଡ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାର ରେ ସାମୀ କହିଛନ୍ତି ଯେ “ଯେଉଁ ଦିନ ମୁଁ କ୍ରିକେଟ ରୁ ବୋରା ହୋଇଯିବ ସେଦିନ କ୍ରିକେଟ କୁ ବାଏ ବାଏ କରି ଦେବୀ ।

ମୋତେ କୌଣସି ଜିନିଷର ଚାପ ନେବାର ଆବଶ୍ୟକତା ନାହିଁ । କି ମୋତେ କେହି ବୁଝାଇବାକୁ ନାହାନ୍ତି । ମୋ ପରିବାର କେବେ ବି ମୋତେ ଚାପ ପକାନ୍ତି ନାହିଁ । କାହିଁକି ସକାଳୁ ଉଠିବା ପରେ ମୋତେ କେହି କୁହନ୍ତିନି କି ଆଜି ଗ୍ରାଉଣ୍ଡ ଯିବାର ଥିଲା । ସେଦିନ କ୍ରିକେଟ ରୁ ସନ୍ୟାସ ନେଉଥିବା କଥା ନିଜେ ଟ୍ବିଟ କରି ଦେବୀ” । ଅନ୍ୟ ପଟେ ସାମୀ ଙ୍କ ବାୟୋପିକ କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସାମୀ ଙ୍କ ବଦଳରେ କିଏ ସାମିଲ ରହିବ ତାହା ସ୍ପଷ୍ଟ ହୋଇ ନାହିଁ ।

ସମୟ କହିଛନ୍ତି ଯଦି କେହି ଅଭିନେତା ଅଭିନୟ ନ କରନ୍ତି କ୍ରିକେଟ ରୁ ଅବସର ନେବା ପରେ ମୁଁ ନିଜେ ମୋ ବାୟୋପିକ ରେ ଅଭିନୟ କରିବି । ଯେପରି ରୋହିତ ଶର୍ମା ଓ ବିରାଟ କୋହଲି ଙ୍କ ବ୍ୟାଟିଂ କୁ ନେଇ ପଚରା ଯାଇଥିବା ପ୍ରଶ୍ନ ରେ ସାମୀ ଉତ୍ତର ଦେଇଛନ୍ତି କୋହଲି ବହୁତ ଭଲ ସର୍ଟ ଖେଳନ୍ତି । କିନ୍ତୁ ରୋହୋଇଟ ଶର୍ମା ଯେତେ ଅଧିକ ମଇଦାନ ରେ ରହିବେ ସେତେ ଭଲ ଖେଳିବେ ।

ବଡ ବଡ ସର୍ଟ ଖେଳି କ୍ରିକେଟରଙ୍କ ନିଦ ହଜାଇ ଦିଅନ୍ତି ରୋହିତ । ବିରାଟ ଙ୍କ ଠାରୁ ରୋହିତ ଭଲ ବ୍ୟାଟିଂ କରନ୍ତି । ଆଗକୁ ପସନ୍ଦର ଅଧିନାୟକ କିଏ ପ୍ରଶ୍ନ ର ଉତ୍ତରରେ ସାମୀ କହିଛନ୍ତି ମହେନ୍ଦ୍ର ସିଂ ଧୋନୀ ମୋର ପସନ୍ଦର ଅଧିନାୟକ । କାରଣ ଧୋନୀ 3ଟି ଆଇସିସି ଟ୍ରଫି ଜିତିଛନ୍ତି । କାହିଁକି ନା ଧୋନୀ ଏ ଯାଏଁ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଆଜି ଯାଏଁ କେହି କରି ନାହାନ୍ତି ।

ଧୋନୀ ଅଧିକ କଥା କୁହନ୍ତିନି କିନ୍ତୁ ଟିମ ପାଇଁ ରଣନୀତି କରିବାରେ ମାହିର ଅଟନ୍ତି । ସାମୀ ଏହା ମଧ୍ୟ କହିଛନ୍ତି ଯଦି ଭବିଷ୍ୟତରେ ଟିମ ଇଣ୍ଡିଆର ଅଧିନାୟକ ଭାବେ ସୁଯୋଗ ମିଳେ ତେବେ ନିଶ୍ଚୟ ଏହି ଦାୟିତ୍ଵ ତୁଲାଇବି । ଭାରତୀୟ ଦ୍ରୁତ ବୋଲୋରଙ୍କୁ ନେଇ ସାମୀ କହିଛନ୍ତି ଯେଉଁ କ୍ରିକେଟ ପ୍ରେମୀ ପୂର୍ବରୁ ଭାରତୀୟ କ୍ରିକେଟରଙ୍କୁ ପସନ୍ଦ କରୁଥିଲେ ଏବେ ବୋଲୋର ଙ୍କୁ ଜୟ ଜୟକାର କରୁଛନ୍ତି ।

ଏହା ଠାରୁ ବଡ ଖୁସି କଣ ବା ହୋଇପାରେ । ଏବେ ଭାରତୀୟ ବୋଲୋର ବିଦେର୍ଶୀ ମାଟି ରେ ପ୍ରଭାବ ବିସ୍ତାର କରୁଛନ୍ତି । ବିଶ୍ଵକପରେ ମଧ୍ୟ ଭାରତୀୟ ବୋଲୋର ଦମଦାର ବୋଲିଙ୍ଗ ପ୍ରଦର୍ଶନ କରିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।