ପ୍ରଥମ ଥର ପାଇଁ ରାଣୀ ପଣ୍ଡାଙ୍କ ମଙ୍ଗଳ କାମନା କରି ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ ଖଳନାୟକ ଦୈତାରୀ ପଣ୍ଡା ।

ମୁଁ ହାତ ଯୋଡି ଅନୁରୋଧ କରୁଛି ମୋତେ କେହି ତାଙ୍କ ବିଷୟରେ ପଚାରନ୍ତୁ ନାହିଁ । ମୁଁ କିଛି କହି ପାରିବିନି । ହଁ ଦର୍ଶକ ବନ୍ଧୁ ଏମିତି କିଛି କହିଛନ୍ତି ଯାତ୍ରା ଜଗତର ଲୋକପ୍ରିୟ କଳାକାର ଦୈତାରୀ ପଣ୍ଡା । ଆଜି ଦୈତାରୀ ପଣ୍ଡା ପ୍ରଥମ ଥର ପାଇଁ ମାନିଛନ୍ତି ଦୁଇ ହାତ ଉପରକୁ ଟେକି କହିଛନ୍ତି ପ୍ରଭୁ ଜଗନ୍ନାଥ ଆପଣ ରାଣୀ ପଣ୍ଡାଙ୍କୁ ଭଲରେ ରଖନ୍ତୁ । ସେ ବି ଜଣେ କଳାକାର ମୁଁ ବି ଜଣେ କଳାକାର” ।

ହଁ ଦର୍ଶକ ବନ୍ଧୁ ଏ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେବେ ମଞ୍ଚ ଉପରେ ଦୈତ୍ୟାରି ପଣ୍ଡା ରାଣୀ ପଣ୍ଡାଙ୍କୁ ମଞ୍ଚକୁ ଉଠିବାକୁ ବାରଣ କରିଥିଲେ । ଆଉ ତା ପରେ ଯାହା ହୋଇଥିଲା ତାହା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଆଉ ଏହି ଘଟଣାର ଜବାବ ଦେବାକୁ ଯାଇ ଦୈତାରୀ ପପଣ୍ଡା ସ୍ଵୀକାର କରିଛନ୍ତି କି ରାଣୀ ପଣ୍ଡା ଜଣେ ଭଲ କଳାକାର ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ ।

ଆଉ ଏହି ସବୁ କଥା ରାଣୀ ପଣ୍ଡା ମଧ୍ୟ ଶୁଣିବାକୁ ଚାହୁଁଥିଲେ । ତେବେ ରାଣୀ ପଣ୍ଡା କିଏ, କେମିତିକା ମଣିଷ ସେ ତାହା ଓଡିଶାବାସୀ ଜାଣିବା ପରେ ନିଜ ଅନୁଷ୍ଠାନର ସେହି ଯାତ୍ରା କଳାକାର ମାନେ ରାଣୀ ପଣ୍ଡା ଙ୍କୁ ବିରୋଧ କରୁଥିଲେ । ଆଉ ଏହାକୁ ନେଇ ବାରବାର ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା । ଆଉ ଏହାର ପ୍ରମାଣ ମଧ୍ୟ ରହିଛି । ଆଉ ଆଜି ରାଣୀ ପଣ୍ଡା ଙ୍କ କଥାକୁ ସିଧା ସଳଖ ସ୍ଵୀକାର କରିଛନ୍ତି ଦୈତାରୀ ପଣ୍ଡା ।

ଦିନେ ରାଣୀ ପଣ୍ଡା କହିଥିଲେ ତୁମ ସହ ମୋର ଶତ୍ରୁତା ନାହିଁ । ତୁମେ ଥରେ ମୋତେ ରାଣୀ ବୋଲି କହି ଦିଅ । ତୁମେ ମୋ ସହ ଲାଗିବାନି କି ମୁଁ ବି ତୁମ ସହ ଲାଗିବିନି । ମୁଁ ବି କଳାକାର ତୁମେ ବି କଳାକାର । ତୁମେ କଳାକାର ଜୀବନ ବଞ୍ଚ ମୁଁ ବି ମୋ କଳାକାର ଜୀବନ ବଞ୍ଚିବୀ । ତୁମେ ତୁମର ହିସାବରେ ଜୀବନ ବଞ୍ଚ ମୁଁ ବି ମୋ ହିସାବରେ ବଞ୍ଚିବୀ । ମୁଁ ଯେଉଁ ଦୁଇ ପଇସା ପାଇବି ଗରିବଙ୍କୁ ସାହାର୍ଯ୍ୟ କରିବି ।

ଏ ହେଉଛି ମୋ ବଞ୍ଚିବାର ଷ୍ଟାଇଲ ଓ ତରିକା । ଯାହା ରାଣୀ ପଣ୍ଡା କହିଥିଲେ । ଆଉ ଏହା ପରେ ମୋ ସହ ଯଦି କେହି ଲାଗ ମୋ ଠାରୁ କେହି ଖରାପ ହେବେନି” । ଏମିତି କିଛି ରୋକଠୋକ ମାନିଥିଲେ ରାଣୀ ପଣ୍ଡା । ରାଣୀ ପଣ୍ଡା ମଧ୍ୟ ମାନିଛନ୍ତି କି ଦୈତାରୀ ପଣ୍ଡା ଜଣେ ଭଲ କଳାକାର । ଆଉ ସେହି ଭଲ ଅଭିନେତା ଆଜି ନିଜ ମୁହଁ ରେ କହିଛନ୍ତି ପ୍ରଭୁ ଜଗନ୍ନାଥ ରାଣୀ ର ମଙ୍ଗଳ କର । ଜଗନ୍ନାଥ ତାଙ୍କୁ ମଙ୍ଗଳରେ ରଖନ୍ତୁ” ।

ପୁରୀ ବଡ ଦାଣ୍ଡ ରେ ଚାଲି ଚାଲି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରୁଛନ୍ତି ଦୈତାରୀ ପଣ୍ଡା ଠିକ ସେତିକି ବେଳେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ଏମିତି କିଛି କହି ଦେଇଛନ୍ତି ଦୈତାରୀ ପଣ୍ଡା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।