Interesting GK Q&A: ଭାରତର କେଉଁ ରାଜ୍ୟରେ ମାତ୍ର 2ଟି ଜିଲ୍ଲା ଅଛି ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଉତ୍ତର ଜାଣିଥିଲେ କମେଣ୍ଟରେ ଜଣାନ୍ତୁ ନଚେତ ପ୍ରଶ୍ନ ତଳେ ଉତ୍ତର ଦେଖନ୍ତୁ ।

1- ମଣିଷ ସର୍ବପ୍ରଥମେ କେଉଁ ଫଳ ଖାଇଥିଲା ?

ଉ: ମଣିଷ ପ୍ରଥମେ ଖଜୁରୀ ଖାଇଥିଲା ।

2- ମଶାର ଆୟୁଷ କାଳ କେତେ ଦିନ ?

ଉ: 56 ଦିନ ମଶାର ଆୟୁଷ କାଳ ।

3- କେଉଁ ଦେଶରେ ସବୁଠୁ ଅଧିକ ଧନୀଲୋକ ଅଛନ୍ତି ?

ଉ: ଲଣ୍ଡନରେ ସବୁଠୁ ଅଧିକ ଧନୀଲୋକ ଅଛନ୍ତି ।

4- କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୁଏ ?

ଉ: ଅମୃତଭଣ୍ଡା ଖାଇଲେ ଦାନ୍ତ ସଫା ହୁଏ ।

5- ଶରୀରରେ କେଉଁ ଅଙ୍ଗ ସବୁବେଳେ ଓଦା ହୋଇ ରୁହେ ?

ଉ: ଆମ ଜିଭ ସବୁବେଳେ ଓଦା ରୁହେ ।

6- ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣ ମାନଙ୍କ ଘରେ ରୁହେ, ମୁଁ କିଏ ?

ଉ: ଲୁଣ ସମୁଦ୍ରରୁ ତିଆରି ହୁଏ ରୋଷେଇ ଘରେ ବ୍ୟବହାର ହୁଏ ।

7- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକରେ ଆପଣଙ୍କ ପିଛା ଛାଡି ନଥାଏ ?

ଉ: ଆପଣଙ୍କ ଛାଇ ଆଲୋକରେ କେବେବି ଆପଣଙ୍କ ପିଛା ଛାଡେନି ।

8- ଭାରତର କେଉଁ ରାଜ୍ଯର ଲୋକଙ୍କର ଆଧାରକାର୍ଡ ବନାଯାଏ ନାହିଁ ?

ଉ: ଜାମୁ କାଶ୍ମୀର ର ଲୋକଙ୍କ ଆଧାରକାର୍ଡ ବନାଯାଏ ନାହିଁ ।

9- ତାହା କଣ ଯାହା ଗାଁରୁ ସହର ବୁଲେ ହେଲେ ମନ୍ଦିର ଯିବାକୁ ଡରେ ?

ଉ: ଚପଲ ।

10- କେଉଁ ଦେଶର ଲୋକମାନେ ସାପ ଖାଇଥାନ୍ତି ?

ଉ: ଚୀନ ଲୋକମାନେ ସାପ ଖାଆନ୍ତି ।

11- ତାହା କେଉଁ ଜିନିଷ ଯାହା ପୁଅମାନେ ଲୁଚେଇକି ଚାଲନ୍ତି କିନ୍ତୁ ଝିଅମାନେ ଦେଖେଇକି ବୁଲନ୍ତି ?

ଉ: ପର୍ସ ପୁଅମାନେ ଲୁଚାନ୍ତି ଆଉ ଝିଅମାନେ ଦେଖେଇକି ଚାଲନ୍ତି ।

12- ସେ କିଏ ସପ୍ତାହରେ ଦୁଇ ଥର ଆସେ ହେଲେ ମାସରେ ଥରେ ହେଲେ ଆସେ ନାହିଁ ?

ଉ: ଇଂରାଜୀ ଅକ୍ଷର “E” ।

13- ସୋମନାଥ ମନ୍ଦିର କିଏ ଓ କେବେ ଲୁଣ୍ଠନ କରିଥିଲେ ?

ଉ: ମାମୁଦ, 1025 ଖ୍ରୀଷ୍ଟାବ୍ଦରେ ଲୁଣ୍ଠନ କରିଥିଲେ ।

14- ଏଲୋରା ଗୁମ୍ଫା କେଉଁ ବଂଶର ଅବଦାନ ?

ଉ: ରାଷ୍ଟ୍ରକୁଟ ବଂଶର ଅବଦାନ ।

15- ଶ୍ରୀ ଚୈତନ୍ୟ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?

ଉ: 1485 ରେ ବଙ୍ଗଳାରେ ଜନ୍ମଗ୍ରହଣ କରିଥିଲେ ।

16- ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?

ଉ: 1914 ମସିହାରେ ।

17- “ଦୁର୍ଭିକ୍ଷ କମିଶନ” କେବେ ଗଠନ ହୋଇଥିଲା ?

ଉ: 1880 ମସିହାରେ ।

18- ନୀଳ ରଙ୍ଗର ଟାଙ୍କିରେ କେଉଁ ଗ୍ଯାସ ଥାଏ ?

ଉ: ନାଇଟ୍ରସ ଅକ୍ସାଇଡ ଥାଏ ।

19- ଚୀନର ପୁରାତନ ନାମ କଣ ଥିଲା ?

ଉ: “କ୍ୟାଥେ’ ଚୀନର ପୁରାତନ ନାମ ।

20- ଭାରତର କେଉଁ ରାଜ୍ୟରେ ମାତ୍ର 2ଟି ଜିଲ୍ଲା ଅଛି ?

ଉ: ଗୋଆ ରାଜ୍ୟରେ ମାତ୍ର 2ଟି ଜିଲ୍ଲା ଅଛି ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।