ଭାରତର ବ୍ୟବହାରକୁ ନେଇ ମୁହଁ ଖୋଲି କହିଲେ ପାକିସ୍ତାନୀ ଖେଳାଳୀ ! ଭାରତ ଆମ ସହ… Ind vs Pak

ଭାରତ ଆମ ପାକିସ୍ତାନ ଠାରୁ ବହୁତ ଭଲ ! ହଁ ଆଜ୍ଞା ଏଭଳି କିଛି ନିଜ ନିଜସ୍ୱ ମନ୍ତବ୍ୟ ରଖିଛନ୍ତି ପାକିସ୍ତାନୀ ଖେଳାଳୀ । ହଁ ବନ୍ଧୁଗଣ ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ଵକପ ମ୍ଯାଚ ଚାଲିଥିଲା । ଯେଉଁଥିରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଖେଳାଳୀ ବିଜୟ ହୋଇଥିଲେ । ତେବେ ମ୍ଯାଚ ପରେ ଭାରତର ଆତିଥ୍ୟକୁ ନେଇ ବିବାଦ ଉଠିଥିଲା । ହେଲେ ଏହାର ଉତ୍ତର ରଖିବାକୁ ଯାଇ ପାକିସ୍ତାନୀ ଖେଳାଳୀ ମାନେ ନିଜସ୍ୱ ଏଭଳି କିଛି ସବୁ ମନ୍ତବ୍ୟ ରଖିଥିଲେ ।

ତେବେ ପ୍ରଥମେ ମୁହଁ ଖୋଲି ପାକିସ୍ତାନୀ ଖେଳାଳୀ ବାବର ଆଜାମ ହୃଦୟରୁ କିଛି କହିଥିଲେ । ବାବର କହିଥିଲେ । ଚଳିତ ବର୍ଷ ବିଶ୍ଵକପ ଖେଳିବା ପାଇଁ ପାକିସ୍ତାନରୁ ପ୍ରାୟ ନୂଆ ଖେଳାଳୀ ମାନେ ଭାରତକୁ ଆସିଛନ୍ତି । ଯେ ଭାରତ ଆମ ପାକିସ୍ତାନ ଠାରୁ ବହୁତ ଭଲ । ଭାରତର ଆତିଥ୍ୟ ମଧ୍ୟ ଆମ ମାନଙ୍କୁ ବହୁତ ଭଲ ଲାଗିଥିଲା । ଆମେ ମ୍ଯାଚ ପାଇଁ ଭାରତର ଯେଉଁ ସବୁ ନୂଆ ନୂଆ ଫିଲ୍ଡକୁ ଯାଉଥାଉ । ସେଠାରେ ନୂଆ ନୂଆ ଆମକୁ କିଛି ଭଲ ଭଲ ଅନୁଭୂତି ଦେଖିବାକୁ ମିଳିଥାଏ ।

ଭାରତୀୟ ଲୋକଙ୍କର ମଧ୍ୟ ପାକିସ୍ତାନୀ ମାନଙ୍କ ପାଇଁ ବହୁତ ଅଧିକ ଭଲ ରହିଛି । ଯେଉଁ କାରଣରୁ ବାରମ୍ବାର ଆମେ ଭାରତକୁ ଆସିବାକୁ ଚାହିଁବୁ ବୋଲି ବାବର ଆଜାମ କହିଛନ୍ତି । ତେବେ ଖାଲି ପାକିସ୍ତାନ ଖେଳାଳୀ ବାବର ଆଜାମ କାହିଁକି ? ପାକିସ୍ତାନୀ ଅନ୍ୟ କ୍ରିକେଟର ମାନେ ମଧ୍ୟ ଭାରତକୁ ମ୍ଯାଚ ଖେଳିବାକୁ ଆସି ଏଭଳି କିଛି ନିଜସ୍ଵ ମତ ରଖିଛନ୍ତି । ଯେ ଆମେ ପ୍ରତିଦ୍ବନ୍ଦୀ ହୋଇ ଏଠାକୁ ମ୍ଯାଚ ଖେଳିବାକୁ ଆସିଛୁ ସତ ।

ହେଲେ ଭାରତୀୟ ଲୋକଙ୍କର ଆମ ମାନଙ୍କ ପ୍ରତି ସମ୍ମାନ ରହିଛି । ସେମାନେ ତାଙ୍କ ଦେଶରେ ଆମକୁ ବହୁତ ଭଲ ଭାବରେ ଅତିଥି ହିସାବରେ ଆଦର ମଧ୍ୟ କରିଥାନ୍ତି । ତେଣୁ ଭାରତରେ ଯେତେ ସବୁ ମ୍ଯାଚ ହେବ । ଆମେ ଖୁସି ସହକାରେ ଭାରତକୁ ଆସିବାକୁ ସବୁବେଳେ ମନ ବଳାଇବୁ । ତେବେ ଏଭଳି କିଛି ମତ ପାକିସ୍ତାନୀ କ୍ରିକେଟର ମାନେ ରଖିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ