ସ୍ଵାମୀ babushan ଙ୍କ ସହ ଫିଲ୍ମ ଦେଖି ସାରିଲା ପରେ… ଧର୍ମପତ୍ନୀ Trupti କହିଲେ କିଛି ଏପରି…

ସ୍ଵାମୀ ବାବୁଶାନଙ୍କ ସହ ଫିଲ୍ମ ଦେଖିସାରିବା ପରେ ସ୍ତ୍ରୀ ତୃପ୍ତି କହିଲେ ଏମିତି… ହଁ ବନ୍ଧୁଗଣ ଗତକାଲି ଓଡିଆ ଚଳଚିତ୍ର ମାଲ୍ୟଗିରି ପ୍ରେକ୍ଷାଳୟ ମାନଙ୍କରେ ମୁକ୍ତିଲାଭ କରିଛି । ତେବେ ଗତ କାଲି ଫିଲ୍ମ ହଲ୍ ରେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଏଥିସହ ଫିଲ୍ମ ମାଲ୍ୟଗିରିରେ ମୁଖ୍ୟନାୟକ ଥିବା ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ପରିବାର ମଧ୍ୟ ଫିଲ୍ମ ଦେଖିବାକୁ ଆସିଥିଲେ । ତେବେ ଫିଲ୍ମଟିକୁ ଦେଖି ସାରିବା ପରେ ବାବୁସାନଙ୍କର ଧର୍ମପତ୍ନୀ ତୃପ୍ତି ମିଡିଆ ସାମ୍ନାରେ କହିଥିଲେ ।

ଯେ ଫିଲ୍ମଟି ବହୁତ ପରିଶ୍ରମ କରି ଏଣ୍ଟାଏର ଟିମ କରିଛନ୍ତି । ମୁଁ ନିଜେ ମୋ ଆଖିରେ ଫିଲ୍ମ ପାଇଁ ସମସ୍ତେ କରିଥିବା ହାର୍ଡ ୱାର୍କ ମୁଁ ଦେଖିଛି । ତେଣୁ କରି ଦର୍ଶକ ମାନେ ହଲ୍ କୁ ଆସି ନିହାତି ଫିଲ୍ମକୁ ଦେଖିବା ଦରକାର । ହଲକୁ ଆସି ଫିଲ୍ମ ଦେଖନ୍ତୁ । ଏଥିସହ ଫିଲ୍ମକୁ ବହୁତ ସାରା ଦର୍ଶକଙ୍କର ଭଲ ପାଇବା ମିଳୁ ବୋଲି ଆଶା ରହୁଛି । ମୁଁ ଆଉ ମା’ ଫିଲ୍ମ ମାଲ୍ୟଗିରି ଦେଖିବାକୁ ଆସିଥିଲୁ । ଫିଲ୍ମଟି ଦେଖିଲା ପରେ ବହୁତ ଭଲ ଲାଗୁଛି ।

ମୋ ପୁଅକୁ ଘରେ ତା’ ର ଅଜା, ଆଇଙ୍କ ପାଖରେ ଛାଡିକି ଆସିଛି । ଆଜି ମୁଁ ପ୍ରଥମ କରି ଏତେ ସାରା ମେକଅପ ନେଇଛି । ମାଲ୍ୟଗିରି ଫିଲ୍ମର ପ୍ରଥମ ଦିନ ହିଁ ଫିଲ୍ମ ଦେଖିବାକୁ ଫିଲ୍ମ ଦେଖିବାକୁ ଆସିଛି । ନହେଲେ ମୁଁ ଏତେ ସାରା ମେକଅପ ନେବାକୁ ପସନ୍ଦ କରେ ନାହିଁ । ଆପଣଙ୍କୁ ଅଭିନେତା ବାବୁଶାନ ମହାନ୍ତି ଓ ତାଙ୍କର ଧର୍ମପତ୍ନୀ ତୃପ୍ତିଙ୍କର ଯୋଡି କିପରି ଲାଗେ ? ଆମକୁ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ ।

ତେବେ ଆମେ ମଧ୍ୟ ଆଶା କରୁଛୁ । ଆପଣ ମାନେ ମଧ୍ୟ ହଲକୁ ଯାଇ ଓଡିଆ ଚଳଚିତ୍ର ମାଲ୍ୟଗିରି ଫିଲ୍ମକୁ ଦେଖନ୍ତୁ । ଫିଲ୍ମକୁ ଦେଖିବା ସହ ଆପଣଙ୍କର ବହୁତ ସାରା ଭଲ ପାଇବା ଫିଲ୍ମକୁ ଦିଅନ୍ତୁ । ଏଥିସହ ଓଡିଆ ଚଳଚିତ୍ରକୁ ଏହିଭଳି ସପୋର୍ଟ କରିଚାଲନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ