“କଲେଜରେ ସେ ମୋର ଦୁଇ ବର୍ଷ ସିନିୟର ଥିଲେ ,ତାଙ୍କ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଆସୁଥିଲେ… Aswini and Barsha

କଲେଜରେ ସେ ମୋର 2 ବର୍ଷ ସିନିୟର ଥିଲେ । କଲେଜର ଗୋଟେ ଭଙ୍ଗାଘରେ ହିଁ ସେ ପ୍ରପୋଜ କରିଥିଲେ । ହଁ ବନ୍ଧୁଗଣ ୟୁଟ୍ଯୂବ ହେଉ ଅବା ଇନଷ୍ଟାଗ୍ରାମ ସବୁଥିରେ ନିଜର ଭିଡିଓ ଦ୍ଵାରା ଲୋକଙ୍କର ମନୋରଞ୍ଜନ କରାଉଥିବା ସମସ୍ତଙ୍କର ଅତି ପ୍ରିୟ ବର୍ଷା ଓ ଅଶ୍ଵିନୀ । ଯାହାଙ୍କ ଭ୍ଲଗକୁ ଲୋକଙ୍କର ବହୁତ ସାରା ଭଲ ମିଳିଆସୁଛି । ତେବେ ଏକ ସାକ୍ଷାତକାରର ଇଣ୍ଟରଭିୟୁରେ ଅଶ୍ଵିନୀ ଓ ବର୍ଷା ଉଭୟ ପ୍ରତିକ୍ରିୟା ଦେଇଛନ୍ତି । ବର୍ଷାଙ୍କ କହିବା ଆଧାରରେ ସେ ମୋ ଠାରୁ 2 ବର୍ଷ ବଡ ହେବେ ।

ତେଣୁ କଲେଜରେ ମୋର ସେ ସିନିୟର ଥିଲେ । ପ୍ରଥମେ ଆମେ 2 ଜଣ ସାଙ୍ଗ ଥିଲୁ । ଭଲ ସାଙ୍ଗ ହେବା ଭିତରେ ଆମେ ଉଭୟଙ୍କର ବେଷ୍ଟଫ୍ରେଣ୍ଡ ହୋଇଥିଲୁ । ତାପରେ ଦୁହେଁ ଦୁହିଙ୍କୁ ଭଲରେ ଜାଣିସାରିବା ପରେ ଆମ ମଧ୍ୟରେ ଧୀରେ ଧୀରେ ପ୍ରେମ ବଢିବାକୁ ଲାଗିଲା । ସେ ତାଙ୍କ ସାଙ୍ଗ ମାନଙ୍କୁ ମୋତେ ଡାକିବା ପାଇଁ କହିଥିଲେ । ତାପରେ କୁଆଡେ ବୁଲିଯିବା ଭାବି ମୁଁ ଆସିଥିଲି । ହେଲେ ଆମ କଲେଜର ଗୋଟେ ଭଙ୍ଗା ଘରେ ସେ ମୋତେ ପ୍ରପୋଜ କରିଥିଲେ । ତାପରେ ମୁଁ ବି ତାଙ୍କୁ ହଁ କହିଦେଇଥିଲି ।

ତାପରେ ଆମ ଘର ଲୋକ ଆଗରୁ ଜାଣିଥିଲେ । ଯେ ଆମେ ଦୁହେଁ ସାଙ୍ଗ । ଭାଇ ମୋତେ କୁହେ । ସାଙ୍ଗ ସହ ଏତେ ବୁଲାବୁଲି କଣ ପାଇଁ କରୁଛୁ । ହେଲେ ପରେ ଘରଙ୍କୁ ଜଣାଇଥିଲି । ଘର ଲୋକ ବି ରାଜି ହେଇଯାଇଥିଲେ । ତେବେ ଅଶ୍ଵିନୀଙ୍କ କହିବା ଆଧାରରେ ମୁଁ ବର୍ଷାଙ୍କୁ ସାଙ୍ଗ ହିସାବରେ ଭଲରେ ଆଗରୁ ଜାଣିଥିଲି । ତ ତାଙ୍କୁ ଭଲ ପାଇକି ଜୀବନସାଥି କରିବାର ହିଁ ଥିଲା ।

ତେଣୁ ମୁଁ ଆଉ କିଛି ନଭାବିକି ତାଙ୍କୁ ପ୍ରପୋଜ କରିଦେଇଥିଲି । ଆମ ଘର ଲୋକ ବି ମୋ ଲଭ ପାଇଁ ରାଜି ହୋଇଯାଇଥିଲେ । ଘରେ କହିଥିଲେ । ଏଙ୍ଗେଜମେଣ୍ଟ କରିକି ଆଗରୁ ରଖିଦେବା । ମୁଁ ଏବେ ମୋ ବିଜିନେଷ୍ ରେ ଅଧିକ ଫୋକୋଷ କରୁଛି । ଆଉ ବର୍ଷେ କି 2 ବର୍ଷ ପରେ ବାହାଘର ହେବାର ଅଛି । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ