Interesting GK Q&A: ଭାରତର ରାଷ୍ଟ୍ରୀୟ ଖାଦ୍ଯର ନାମ କଣ ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ସବୁଠୁ ତୀବ୍ର ଗତିରେ ଉଡୁଥିବା ପକ୍ଷୀର ନାମ କଣ ?

ଉ: ଡକ୍ ହକ୍ (Duck Hawk) ସବୁଠୁ ତୀବ୍ର ଉଡେ ।

୨- କେଉଁ ପଶୁ ଗଛ ଉପରେ ଓଲଟା ଚଢିଥାଏ ?

ଉ: ଭାଲୁ ଓଲଟା ଗଛ ଚଢେ ।

୩- କାହାକୁ ଭାରତର ମିସାଇଲ ମ୍ୟାନ କୁହାଯାଏ ?

ଉ: ଡକ୍ଟର ଏପିଜେ ଅବଦୁଲ କଲାମ୍ ।

୪- କେଉଁ ପଶୁ କେବେବି ପାଣି ପିଏ ନାହିଁ ?

ଉ: କଙ୍ଗାରୁ ମୂଷା କେବେବି ପାଣି ପିଏନି ।

୫- ବିଶ୍ବରେ କେତେ ପ୍ରତିଶତ ଭାଗ ଜଳ ରହିଛି ?

ଉ: ୭୧ ପ୍ରତିଶତ ଭାଗ ଜଳ ।

୬- ମହାତ୍ମା ବୁଦ୍ଧଙ୍କୁ କେଉଁ ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ହୋଇଥିଲା ?

ଉ: ଓସ୍ତ ବୃକ୍ଷ ମୂଳେ ।

୭- ସୂର୍ଯ୍ୟଙ୍କ ସବୁଠୁ ନିକଟରେ କେଉଁ ଗ୍ରହ ଅଛନ୍ତି ?

ଉ: ବୁଧ ଗ୍ରହ ସୂର୍ଯ୍ୟଙ୍କ ସବୁଠୁ ନିକଟତର ।

୮- ଫାଶୀ ଦେଉଥିବା ଜଲ୍ଲାଦଙ୍କୁ କେତେ ଟଙ୍କା ମିଳିଥାଏ ?

ଉ: ୫ ହଜାର ଟଙ୍କା ମିଳେ ।

୯- ମୁକେଶ ଅମ୍ବାନୀ ଗୋଟିଏ ବର୍ଷରେ କେତେ ଟଙ୍କା ଟ୍ୟାକ୍ସ ଭରନ୍ତି ?

ଉ: ୯ ହଜାର କୋଟି ଟଙ୍କା ।

୧୦- ନେତ୍ରଦାନରେ ଆମ ଆଖିର କେଉଁ ଭାଗକୁ ଦାନ କରାଯାଏ ?

ଉ: କର୍ଣ୍ଣିଆ ।

୧୧- ଭାରତର ରାଷ୍ଟ୍ରୀୟ ମିଠା ର ନାମ କଣ ?

ଉ: ଜିଲାପି ଭାରତର ରାଷ୍ଟ୍ରୀୟ ମିଠା ।

୧୨- ବିଶ୍ବରେ ପ୍ରାକୃତିକ ରବରର ସବୁଠାରୁ ବଡ ଉତ୍ପାଦକ କେଉଁ ଦେଶ ଅଟେ ?

ଉ: ଥାଇଲାଣ୍ଡ ସର୍ବାଧିକ ରବର ଉତ୍ପାଦନ କରେ ।

୧୩- କେଉଁ ଦେଶ ୨୦୧୧ ରେ ସ୍ଵାଧୀନ ହୋଇଥିଲା ?

ଉ: ସୁଦାନ ୨୦୧୧ରେ ସ୍ଵାଧୀନ ହୋଇଥିଲା ।

୧୪- ନୀଳ ରଙ୍ଗର ରାସ୍ତା କେଉଁଠି ଦେଖିବାକୁ ମିଳିଥାଏ ?

ଉ: କତ୍ତାର ରେ ନୀଳ ରଙ୍ଗର ରାସ୍ତା ଦେଖାଯାଏ ।

୧୫- ଡେଙ୍ଗୁ ବ୍ୟାପିବାର ସବୁଠୁ ବଡ କାରଣ କଣ ହୋଇଥାଏ ?

ଉ: ମଶା ।

୧୬- କେଉଁ ପ୍ରକାର ପାଗରେ ଇନ୍ଦ୍ରଧନୁ ଦେଖା ଦେଇଥାଏ ?

ଉ: ବର୍ଷା ପାଗରେ ।

୧୭- ଚାରମିନାର କେଉଁ ସହରରେ ଅବସ୍ଥିତ ଅଟେ ?

ଉ:: ହାଇଦ୍ରାବାଦ ରେ ।

୧୮- କେଉଁ ଦେଶରେ ଗୋଟିଏ ହେଲେ ବି କ୍ଷେତ ବା ଚାଷ ଜମି ନାହିଁ ?

ଉ: ସିଙ୍ଗାପୁର ରେ ।

୧୯- କେଉଁ ଫଳରେ ୨୫ ପ୍ରତିଶତ ପବନ ରହିଥାଏ ?

ଉ: ସେଓ ରେ ।

୨୦- ଭାରତର ରାଷ୍ଟ୍ରୀୟ ଖାଦ୍ଯର ନାମ କଣ ?

ଉ: ଖିଚିଡି ହେଉଛି ଭାରତର ରାଷ୍ଟ୍ରୀୟ ଖାଦ୍ଯ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।