ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” କିଏ ଲେଖିଥିଲେ ? ଏହା ସହ ଜାଣନ୍ତୁ ଆହୁରି 20ଟି Interesting Q&A

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ରାଜନୀତି ବିଜ୍ଞାନର ଜନକ କିଏ ?

ଉ: ଆରିଷ୍ଟୋଟଲଙ୍କୁ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।

୨- ଇତିହାସର ଜନକ କିଏ ?

ଉ: ହେରୋଡଟସଙ୍କୁ ଇତିହାସର ଜନକ କୁହାଯାଏ ।

୩- ଅର୍ଥ ଶାସ୍ତ୍ରର ଜନକ କିଏ ?

ଉ: ଆଡାମ୍ ସ୍ମିଥ ହେଉଛନ୍ତି ଅର୍ଥ ଶାସ୍ତ୍ରର ଜନକ ।

୪- ଭୂଗୋଳର ଜନକ କିଏ ?

ଉ: ଏରାଟୋ ସ୍ପେନସିସ ଭୂଗୋଳର ଜନକ ।

୫- ଜ୍ୟାମିତିର ଜନକ କିଏ ?

ଉ: ଉଇକ୍ଲିଡଙ୍କୁ ଜ୍ୟାମିତିର ଜନକ କୁହାଯାଏ ।

୬- ଭାରତର ରାଷ୍ଟ୍ରୀୟ ପୁରସ୍କାରର ନାମ କଣ ?

ଉ: ଭାରତ ରତ୍ନ ।

୭- ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ହୋଇଥାଏ ?

ଉ: ରାଜ୍ୟସଭାର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ ।

୮- ଭାରତର ପ୍ରଥମ ଆଇନ ମନ୍ତ୍ରୀ କିଏ ଥିଲେ ?

ଉ: ଭୀମରାଓ ଆମ୍ବେଦକର ଭାରତର ପ୍ରଥମ ଆଇନ ମନ୍ତ୍ରୀ ।

୯- କେଉଁ ଦେଶରେ ଦଶ ଲକ୍ଷର କାଗଜ ମୁଦ୍ରା ବ୍ୟବହାର କରାଯାଏ ?

ଉ: ଭେନ ଜୁଏଲା ନାମକ ଦେଶରେ ।

୧୦- ଭାରତର କେଉଁ ରାଜ୍ୟରେ IAS ଅଧିକାରୀଙ୍କ ସଂଖ୍ୟା ଅଧିକ ?

ଉ: ଉତ୍ତର ପ୍ରଦେଶରେ ସବୁଠୁ ଅଧିକ IAS ।

୧୧- ଲାଲ କିଲ୍ଲାର ଫଟୋ କେତେ ଟଙ୍କିଆ କାଗଜ ମୁଦ୍ରାରେ ରହିଥାଏ ?

ଉ: ୫୦୦ ଟଙ୍କିଆ କାଗଜ ମୁଦ୍ରାରେ ।

୧୨- ଓଡିଶା ସାହିତ୍ଯ ଏକାଡେମୀ ସମ୍ମାନ କିଏ ପାଇଥିଲେ ?

ଉ: ଅତିବଡି ଜଗନ୍ନାଥ ଦାସ ।

୧୩- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ମୟୂରଭଞ୍ଜରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ ।

୧୪- କଣ୍ଟିଲୋ ନୀଳ ମାଧବ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: ନୟାଗଡ ଜିଲ୍ଲାରେ ଅବସ୍ଥିତ ।

୧୫- ଉତ୍କଳ ବିଶ୍ଵ ବିଦ୍ୟାଳୟ କେଉଁ ମସିହାରେ ପ୍ରତିଷ୍ଠା ହୋଇଥିଲା ?

ଉ: ୧୯୩୪ ମସିହାରେ ।

୧୬- ବିଖ୍ୟାତ କଳିଙ୍ଗ ଯୁଦ୍ଧ କେଉଁ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?

ଉ: ୨୬୧ ଖ୍ରୀଷ୍ଟାବ୍ଦରେ ହୋଇଥିଲା କଳିଙ୍ଗ ଯୁଦ୍ଧ ।

୧୭- ପୁରୀରେ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହୋଇଥିଲା ?

ଉ: ୧୧୧୫ ଖ୍ରୀଷ୍ଟାବ୍ଦ ରେ ।

୧୮- ପ୍ରଥମ ଓଡିଆ ଚଳଚ୍ଚିତ୍ରର ନାମ କଣ ?

ଉ: ସୀତା ବିବାହ ହେଉଛି ପ୍ରଥମ ଓଡିଆ ଚଳଚ୍ଚିତ୍ର ।

୧୯- ଭାରତ ରତ୍ନ ଉପରେ ପତ୍ରର ଚିତ୍ର କେଉଁ ବୃକ୍ଷ ର ?

ଉ: ଅଶ୍ଵତଥ ବୃକ୍ଷ ।

୨୦- ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” କିଏ ଲେଖିଥିଲେ ?

ଉ: ବଙ୍କିମ ଚନ୍ଦ୍ର ଚାଟ୍ଟାର୍ଜୀ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।