ଆଜିର ରାଶିଫଳ, 10 ଅଗଷ୍ଟ 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ କାହା ଠାରୁ ଆର୍ଥିକ ସାହାଜ୍ଯ ମିଳିପାରେ । ଘରେ କୌଣସି ସଦସ୍ୟଙ୍କ ସହ ଆପଣଙ୍କ ମନାନ୍ତର ହୋଇପାରେ । ଆପଣଙ୍କୁ କ୍ରୋଧ ଉପରେ ସଂଯମ ରଖିବାକୁ ହେବ । ବେହତର ହେବ ଆପଣଙ୍କୁ ଶାନ୍ତ ରହିବା ସହ ନିଜ ପକ୍ଷରେ କୁହନ୍ତୁ । ଯଦି ସମ୍ଭବ ହୁଏ ତେବେ ଲମ୍ବା ଯାତ୍ରା କରିବାରୁ ବଞ୍ଚିତ ହୁଅନ୍ତୁ । ବୌଦ୍ଧିକ ଚର୍ଚ୍ଚା ଠାରୁ ଦୂରେଇ ଯିବାକୁ ଚେଷ୍ଟା କରନ୍ତୁ ନାହି । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ସମୟ ଅନୁଯାୟୀ ଭୋଜନ କରିବାର ଅଛି ।

ବୃଷ ରାଶି : ଏହି ଦିନ ଆପଣଙ୍କ ପାଇଁ ଚିନ୍ତା ଠାରୁ ଅଧିକ ବେହତର ସାବ୍ୟସ୍ତ ହେବ । ଆଜି ଦିନରେ ଅଯଥା ଚିନ୍ତା ରୁ ବଞ୍ଚିତ ହୁଅନ୍ତୁ । ଅନ୍ୟ ମାନଙ୍କ ସହ ବିବାଦ କରନ୍ତୁ ନାହି ନଚେତ ଆପଣଙ୍କର ଇମେଜ ଖରାପ ହୋଇପାରେ । କୌଣସି ବଡ କାମ ସମୟ ଅନୁଯାୟୀ ହୋଇପାରେ । ଆପଣଙ୍କ ପ୍ରିୟ ଙ୍କୁ ଆପଣଙ୍କ ଠାରୁ ଭରସା ଓ ବଚନର ଜରୁରତ ଅଛି । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ରେ ଛୋଟ ବଡ ସମସ୍ଯା ହୋଇପାରେ ଯାହା କାରଣରୁ ଆପଣ ଚିନ୍ତା ରେ ରହିବେ ।

ମିଥୁନ ରାଶି : ଆଜି ଆପଣଙ୍କର ପ୍ରୟାସ ସଫଳ ହେବ । ବିଜେନ୍ସ ପାର୍ଟନର ଙ୍କ ସହ ତାଙ୍କ ଲେନଦେନ କରିବାରେ ପାରଦର୍ଶିତା ରଖନ୍ତୁ । ଯଦି ଟଙ୍କା ପଇସା କୁ ନେଇ ମନାନ୍ତର ଅଛି ତାହା ଜଲ୍ଦି ଦୂର ହେବ । ଅବିବାହିତ ଙ୍କ ପାଇଁ ବହୁତ ଜଲ୍ଦି ବିବାହ ପ୍ରସ୍ତାବ ଆସିପାରେ । ଆପଣ ନିଜର କ୍ଯାରିୟର କୁ ବେହତର କରିବା ପାଇଁ ଚେଷ୍ଟା କରିବେ । ପରିବାରରେ କୌଣସି ବିବାଦ ଚାଲୁଥିଲେ ତାର ସମାଧାନ ହେବ । ବିଦେଶୀ କମ୍ପାନୀ ସହ ଚାକିରି ପାଇଁ ଆପ୍ଳାଏ କରି ପାରନ୍ତି ।

କର୍କଟ ରାଶି : କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିବ । ଜୀବନ ସାଥିଙ୍କ ମୁଡ ଭଲ ରହିବ । ଆପଣଙ୍କ ବୈବାହିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଭଲ ସ୍ଵାସ୍ଥ୍ୟର ଆନନ୍ଦ ନେବା ପାଇଁ ସନ୍ତୁଳନ ଆହାର ନିଅନ୍ତୁ । ନିଜର ଧନ ସମ୍ବଧୀୟ ମାମଲା ଉପରେ ଧ୍ୟାନ ରଖନ୍ତୁ ନଚେତ କିଛି ଲାଭ ହାନି ରେ ପରିବର୍ତ୍ତନ ହୋଇପାରେ । ଚାକିରିରେ ଉନ୍ନତି ହେବାର ଯୋଗ ଅଛି । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ପାରିବାରିକ ଜୀବନରେ ସ୍ଥିତି ସାମାନ୍ଯ ରହିବ ।

ସିଂହ ରାଶି : ଆଜି ଆପଣଙ୍କୁ କ୍ରୋଧ ଉପରେ କଣ୍ଟ୍ରୋଲ ରଖିବା ଉଚିତ ରହିବ । ସାମାଜିକ କାର୍ଯ୍ୟରେ ଆପଣ ସକ୍ରିୟ ଓ ସଫଳ ହେବ । କୌଣସି କଠିନ ପରିସ୍ଥିତି ରେ ଅନେକ ଲୋକ ଆପଣଙ୍କର ସହଯୋଗ କରିବେ । କିଛି ବନ୍ଧୁ ମାନେ ଆପଣଙ୍କୁ ଗୁପ୍ତ ଭାବେ ସାହାଜ୍ଯ କରିବେ । ଆପଣଙ୍କର ଭଲ ସମୟ ଚାଲିଛି । ନିଜର ଭୁଲକୁ ବୁଝନ୍ତୁ ଆଉ ଏହାକୁ ଆଉ ପୁନରାବୃତ୍ତି କରନ୍ତୁ ନାହି । ବହୁତ ସାରା ଗତି ବିଧି ସମ୍ପନ୍ନ ହେବ । ଯେଉଁ ମାନେ ବିଦେଶ ଯିବା ପାଇଁ ଇଚ୍ଛୁକ ଅଛନ୍ତି ସେମାନଙ୍କ ପ୍ରୟାସ ସଫଳ ହେବ ।

କନ୍ୟା ରାଶି : ଆଜି ଆପଣ ଟିକେ ସାବଧାନ ରୁହନ୍ତୁ । ଆଳସ୍ୟ କାରଣରୁ ବଡ ଅବସର ହରାଇ ପାରନ୍ତି । ଆଜି ଆପଣଙ୍କୁ କୌଣସି ନୂଆ କାମ ଆରମ୍ଭ କରିବା ଦରକାର । କୌଣସି ମାମଲା ରେ ଅବହେଳା କରନ୍ତୁ ନାହି । ମିଛ କହିଲେ ଆପଣ ସମସ୍ୟାରେ ପଡି ପାରନ୍ତି । ଆପଣଙ୍କ ବିରୋଧୀ ଆପଣଙ୍କ ସହ ବିବାଦ କରିବାକୁ ଚେଷ୍ଟା କରିବେ ତେଣୁ ସତର୍କ ରୁହନ୍ତୁ । ଧନ ସଞ୍ଚୟ କରିବାରେ ସଫଳ ହେବେ । ଆଜି ଅଫିସ ର ବାତାବରଣ ଆପଣଙ୍କୁ କମ ର ଗତିରେ ତେଜ ରଖିବ । ଆପଣ ଙ୍କ କାମ ସମୟ ଅନୁଯାୟୀ ପୁରା ହେବ ।

ତୁଳା ରାଶି : ପ୍ରେମ ସମ୍ପର୍କ ପାଇଁ ସମାୟା ଠିକ ରହିବ । ଜୀବନ ସାଥିଙ୍କ ଠାରୁ ମଧୁରତା ମିଳିବ । ଲେନଦେନ ବ ନେବିଶେ ମାମଲାରେ ନୂଆ ପ୍ଳାନ କରିବେ । ଲୋକଙ୍କ ସହ ଦେଖା କରିବା ବା ପରିବାର ସହ କୁଆଡେ ଯିବାର ପ୍ଳାନ କରିବେ । ଆଜି କାମ କାରଣରୁ ବିଦେଶ ଯିବାର ଅବସର ମିଳିପାରେ । ନିଜ ଶତ୍ରୁ ଠାରୁ ପରାଜିତ ଅନୁଭବ କରିବେ । ଆପଣଙ୍କ ଆଖ ପାଖରେ ଗହଳ ଚହଳ ଲାଗିପାରେ । ଆପଣଙ୍କ ଏକାଗ୍ରତା ଚରମ ସୀମା ରେ ରହିବ । ଆପଣ ଅନେକ କାମ ସମ୍ଭାଳି ପାରିବେ । ଆତ୍ମମ୍ବିଶ୍ଵାସ ରେ ବୃଦ୍ଧି ହେବ ।

ବିଛା ରାଶି : ଇଶ୍ଵର ଙ୍କ ପ୍ରତି ଶ୍ରଦ୍ଧା ରେ ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । କାରୋବାର ବା କ୍ୟାରିୟରରେ କୌଣସି ଖାସ ପରିବର୍ତ୍ତନର ସଂକେତ ନାହି । ନିଜର ସ୍ଵପ୍ନ କୁ ପ୍ରାଥମିକତା ଦିଅନ୍ତୁ । ସବୁ କାମରେ ସଫଳତା ମିଳିବ । କାର୍ଯ୍ୟ କ୍ଷମତା ଦେଖାଇବାର ଅବସର ମିଳିବ । ସମ୍ପତି କିଣିବା ବା ବିକ୍ରି କରିବାରେ ଲାଭ ପାଇବେ । ଯଦି ଆପଣ କାହା ଠାରୁ ପଇସା ଉଧାର ନେଇଛନ୍ତି ତେବେ ଜଲ୍ଦି ସୁଝି ଦିଅନ୍ତୁ । ସନ୍ତାନ ସୁଖ ପ୍ରାପ୍ତ ହେବ ।

ଧନୁ ରାଶି : ଆଜି ଆପଣଙ୍କୁ ଭାଗ୍ଯର ପୁରା ସହଯୋଗ ମିଳିବ । ଯାହା କାରଣରୁ ଆପଣଙ୍କୁ ଉନ୍ନତି ହେବାର ଆସା ରହିପାରେ । କାର୍ଯ୍ୟ କ୍ଷେତ୍ର ରେ ସହକର୍ମୀ ବା ଅନ୍ୟ ସହଯୋଗୀ ମାନଙ୍କ ସହଯୋଗ ରେ ଆପଣ ଦୀର୍ଘ ଦିନରୁ ପଡି ରହିଥିବା କାର୍ଯ୍ୟ ଶେଷ କରିବେ । କୌଣସି ଖାସ ବ୍ୟକ୍ତିଙ୍କ ସହ ଭେଟ ଆପଣଙ୍କ ପାଇଁ ଫାଇଦା ଆଣିପାରେ । କୌଣସି କାନୁନି ମାମଲାରେ ଆପଣଙ୍କ ଫସି ପାରନ୍ତି । ଆପଣ ଆଜି ନୂଆ କାମର ବିଚାର କରି ପାରନ୍ତି । ଆର୍ଥିକ ସ୍ଥିତିକୁ ବେହତର କରିବ ପାଇଁ ବିଚାର କରିବେ ।

ମକର ରାଶି : ଆଜି ସହକର୍ମୀ ମାନଙ୍କ ସହ ବିବାଦ କରନ୍ତୁ ନାହି । ଘରେ ସମ୍ପର୍କୀୟ ଙ୍କ ଆଗମନ ହୋଇପାରେ । ସମ୍ପତି ମାମଲାରେ ଫାଇଦା ମିଳିବାର ଆସା ରହିଛି । ଆଜି ଅନ୍ୟ ମାନଙ୍କ ସହ ସମ୍ପର୍କ ଭଲ ରଖନ୍ତୁ । ନିଜର ସ୍ଵଭାବରେ ପରିବର୍ତ୍ତନ ଆଣନ୍ତୁ ନାହି । କିଛି ବି ହେଉ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ବନ୍ଧୁ ଓ ପରିବାର ଆଖ ପାଖରେ ଆଲୋଚନା କରିବେ ଓ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିପାରେ ।

କୁମ୍ଭ ରାଶି : ଆପଣଙ୍କୁ କାର୍ଯ୍ୟ ସ୍ଥଳରେ ବଡ କର୍ମଚାରୀ ଙ୍କ ସହଯୋଗ ମିଳିପାରେ । ଆଜି ଦିନ ଟି ଘର ପରିବାରର ଲୋକ ତଥା ସମ୍ପର୍ତ୍କୀୟ ଆପଣଙ୍କ ଅକାର୍ଯ୍ୟ ବା ବ୍ୟବହାରରେ ପ୍ରସନ୍ନ ହେବେ ଓ ସହଯୋଗ କରିବେ । ଆଜି ଆପଣଙ୍କ ଉପରେ ମିଛ ର ଆରୋପ ଲାଗିପାରେ ତେଣୁ ବିଚାର ନ କରି କିଛି କୁହନ୍ତୁ ନାହି । ବିରୋଧ ପରାସ୍ତ ହେବେ । ଯାତ୍ରା ଲାଭକାରୀ ରହିବ । କୌଣସି ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହି । ସନ୍ତାନକ ଠାରୁ ବିଶେଷ କରି ପୁତ୍ର ଙ୍କ କାରଣ କିଛି ମାନସିକ ଚାପ ପଡିପାରେ ।

ମୀନ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ମନ୍ଦିର ବା ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ନିଜର ଦାୟିତ୍ଵ କୁ ଭଲ ଭାବେ ବୁଝନ୍ତୁ । ରାଗିଲେ କିଛି ବି ହାସଲ କରିବେ ନାହି । ବଡ ମାନଙ୍କର ଅନୁଭବ ଆପଣଙ୍କ ପାଇଁ ଲାଭପ୍ରଦ ରହିବ । ପ୍ରେମ ସମ୍ପର୍କରେ କୌଣସି ଠାବର ନିସ୍ପତି ନିଅନ୍ତୁ ନାହି ନଚେତ ସମ୍ପର୍କରେ ସମସ୍ଯା ହୋଇପାରେ । ପାର୍ଟି ବା ପିକନିକ ର ଆନନ୍ଦ ମିଳିବ । ନିଜର ମନ କଥା କାହାକୁ କହିଲେ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।