ଭାରତ ଓ ଆମେରିକା ଚୀନର 45 ଟ୍ରିଲିୟନ ଲକ୍ଷକୁ କଲା ଧୂଳିସାତ, ମୋଦୀ ଟ୍ରମ୍ଫ ଏମିତି ପଡିଲେ ଭାରି

କିଛି ସମୟ ପୂର୍ବରୁ ଏମିତି ଖବର ଆସୁଥିଲା କି ୨୦୫୦ରେ ଚୀନର ଜିଡ଼ିପି ନମ୍ବର ୧କୁ ଚାଲିଯିବ । ଭାରତ ଦୁନିଆର ଦ୍ଵିତୀୟ ଅର୍ଥ ବ୍ୟବସ୍ଥା ରହିବ । ଜିଡ଼ିପି ମାମଲାରେ ଆମେରିକା ତୃତୀୟ ସ୍ଥାନରେ ରହିବ । କିନ୍ତୁ ୨୦୧୭ରେ ଚୀନ ଏକ ରିପୋର୍ଟ ମାଧ୍ୟମରେ କହିଥିଲା କି ୨୦୫୦ ନୁହେଁ ୨୦୪୦ରେ ହିଁ ଚୀନର ଜିଡ଼ିପି ୪୫ ଟ୍ରିଲିୟନ ଡଲାର ହୋଇଯିବ ଓ ଚୀନ ଜିଡ଼ିପି ମାମଲାରେ ପ୍ରଥମ ସ୍ଥାନରେ ରହିବ । ପୁଣି ଆମେରିକାର ଜିଡ଼ିପି ୩୯ ଟ୍ରିଲିୟନ ଡଲାର ହେବ ।

ଆମେରିକା ଦ୍ଵିତୀୟ ସ୍ଥାନରେ ରହିବ । କିନ୍ତୁ ଭାରତର ଜିଡ଼ିପି ୨୦୪୦ରେ ମାତ୍ର ୧୬ ଟ୍ରିଲିୟନ ଡଲାର ରହିବ ଓ ଭାରତ ଜିଡ଼ିପି ମାମଲାରେ ତୃତୀୟ ସ୍ଥାନରେ ରହିବ । ଅର୍ଥାତ ଚୀନ ୨୦୪୦ ସୁଧା ୪୫ ଟ୍ରିଲିୟନ ଡଲାରର ଜିଡିପର କରିବାର ଆଶା ଦେଖୁଛି ।

କିନ୍ତୁ ବର୍ତ୍ତମାନ ଭାରତ ଓ ଆମେରିକା ଚୀନର ସେହି ୪୫ ଟ୍ରିଲିୟନ ଡଲାରରେ ବଡ ସ୍ଵପ୍ନ ଅର୍ଥାତ ଆଶାକୁ ଭାଙ୍ଗି ଦେଇଛନ୍ତି । କହିବାକୁ ଗଲେ ଚିନୀ କମ୍ପାନୀ ଗୁଡିକରେ ପ୍ରତିବନ୍ଧ ଲଗାଇବା ପାଇଁ ଭାରତ ଓ ଆମେରିକା ପାଇଁ ମାମୁଲି କଥା ହୋଇଯାଇଛି । କାରଣ ଭାରତ ଓ ଆମେରିକା ବର୍ତମାନ ଚୀନ ବିରୁଦ୍ଧରେ ଯେଉଁ ସ୍ଥିତି ସୃଷ୍ଟି କରିଛି ବର୍ତ୍ତମାନ ଚୀନ ସେହି ସ୍ଥିତିକୁ ସବୁଠୁ ବଡ ବିଷାକ୍ତ ବୋଲି ଭାବି ନେଇଛି ।

କହିବାକୁ ଗଲେ ସାଉଥ ଚାଇନାର ଖବର କାଗଜରେ ଛପି ଥିବା ଏକ ପୋଷ୍ଟ ଅନୁସାରେ ଚୀନ ତରଫରୁ ୟୁରୋପୀୟ ଯୁନିୟନ ଦେଶ ଗୁଡିକୁ ନିର୍ମାଣ, ଇନଫର୍ମେଶନ ଟେକ୍ନୋଲୋଜି, ଅଟୋ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଭଳି କେତେକେ କ୍ଷେତ୍ରରେ ରିହାତି ଦେବା ପରେ ବି ଚୀନ ସହିତ ପୂର୍ବ ଭଳି ବ୍ୟବସାୟ କରିବା ପାଇଁ ରୁଚି ଦେଖାଉ ନାହାନ୍ତି । ରିପୋର୍ଟରେ କୁହାଯାଇଛି କି ଭାରତ ଓ ଆମେରିକାର ବନ୍ଧୁତା ଓ ଷଡଯନ୍ତ୍ର କାରଣରୁ ୟୁରୋପ ଯୁନିୟନ ଚୀନ ଠାରୁ ଦୂରେଇ ଯାଉଛନ୍ତି ।

ଆମେରିକାର ଚାପ ଓ ୟୁରୋପ ଯୁନିୟନରେ ଭାରତର ବଢୁଥିବା ସକ୍ରିୟତା ୟୁରୋପର କେତେକ ଦେଶକୁ ଚୀନ ବିରୁଦ୍ଧରେ ଭରମିତ କରିବାର କାର୍ଯ୍ୟ କରୁଛି । ରିପୋର୍ଟ କୁହାଯାଇଥିଲା କି ୨୦୨୧ ମସିହାରେ ବି ଚୀନ କମ୍ପାନୀ ଗୁଡିକ ଉପରେ ପ୍ରତିବନ୍ଧ ଓ ଚୀନ କମ୍ପାନୀ ଗୁଡିକୁ ବଜାରରୁ ବାହାର କରିବାର କାର୍ଯ୍ୟ ଜାରି ରହିବ ତେବେ  ଚୀନର କେତେକ କମ୍ପାନୀ ଆର୍ଥିକ ସଙ୍କଟ ମଧ୍ୟରେ ଆସିଯିବେ ଓ ଚୀନ ନିଜର ଜିଡ଼ିପି ନେଇ ଯେଉଁ ଆଶା ରଖିଛି ତାକୁ ପୁରା କରିବା ପାଇଁ ଚୀନ ପାଇଁ ବହୁତ କଷ୍ଟସାଧ୍ୟ ହୋଇଯିବ ।

କହିବାକୁ ଗଲେ ଚୀନର ମିଡିଆ ରିପୋର୍ଟରେ କୁହାଯାଇଛି କି ଭାରତ ଓ ଆମେରିକାର ବିଦେଶ ନୀତିକୁ ଚୀନ ପାଇଁ ସବୁଠୁ ବଡ ସମସ୍ୟା ବୋଲି କୁହାଯାଇଛି । କହିବାକୁ ଗଲେ ଚୀନ ନିଜର କ୍ଷତି ବିଷୟରେ ଦୁନିଆକୁ ନ କହୁ କିନ୍ତୁ ଚୀନର ରାଗ ବାହାର କରିବାର କାର୍ଯ୍ୟ ଦେଖି ଏହା ଜଣା ପଡୁଛି କି ଭାରତ ଓ ଆମେରିକା ମିଶି ଚୀନକୁ ଯେଉଁ କଷ୍ଟ ଦେଉଛନ୍ତି ଏହା ଦ୍ଵାରା ଚୀନ ନିଜର ୪୫ ଟ୍ରିଲିୟନ ଡଲାର ଲକ୍ଷ ପର୍ଯ୍ୟନ୍ତ କେବେ ବି ପହଞ୍ଚି ପାରିବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।