Ajay Devgan ଙ୍କ ସହିତ Bollywood ଅଭିନେତା ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭାଣିଜୀ, Govinda ଙ୍କ ଭାଣିଜୀଙ୍କୁ ଦେଖିଲେ ତ ଆପଣ ଦିବାନା ହେଇଯିବେ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିଥିବା କଳାକାର ମାନେ ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଯୋଉଠି ଆମକୁ ଭାଉଜ ଦିଅରଙ୍କ ଯୋଡ଼ି ଦେଖିବାକୁ ମିଳେ ତେବେ ସେହି ତାରକା ମାନେ ସବୁବେଳେ ଭାଈ ଭଉଣୀଙ୍କ ଯୋଡିକୁ ନେଇକି ସବୁବେଳେ ଚର୍ଚ୍ଚାର ବିଷୟ ହୋଇଥାଏ । ସେମିତି ବଲିଉଡ଼ରେ ଆଉ ଏକ ନିଆରା ସମ୍ପର୍କ ମାମୁଁ ଓ ଭାଣିଜୀ । ହଁ କୁହାଯାଏ ଯେ ଯଦି ମାଙ୍କ ପରେ ଆପଣଙ୍କୁ କିଏ ଅଧିକ ଭଲପାଏ ସେ ହେଉଛନ୍ତି ମାମୁଁ ।

ସତକଥା ଯେଉଁ ‌ଶବ୍ଦରେ ମା ଶବ୍ଦ ଥିବ ସେ ମା ଭଳି ହିଁ ଭଲ ପାଇ ପାରିବ । ବଲିଉଡରେ ଏମିତି କିଛି ମାମୁଁ ଭଣଜାଙ୍କ ଯୋଡ଼ି ଅଛି ଯାହାଙ୍କ ଭିତରେ ବନ୍ଧନ କୈାଣସି ଉଦାହରଣ ଠାରୁ କମ୍ ନୁହେଁ ‌ । ଏବଂ ଆପଣଙ୍କୁ ସେହି ମାମୁଁ ଭଣଜାଙ୍କ ସୁନ୍ଦର ଯୋଡ଼ି ବିଷୟରେ କହିବୁ ଯେଉଁ ମାନଙ୍କର ବନ୍ଧନ ବହୁତ ଭଲ ରଖିଛନ୍ତି । ତେବେବେ ଆସନ୍ତୁ ଜାଣିବା କିଏ ସେହି ମାମୁଁ ଭଣଜାଙ୍କ ଯୋଡ଼ି ।

୧- ଅଭିଷେକ ବଚ୍ଚନ : ବଲିଉଡ଼ର ଟପ୍ ୫ ମାମୁଁ ଭଣଜା ଯୋଡ଼ି ଭିତରୁ ଆସେ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଯିଏକି ତାଙ୍କ ଭଉଣୀ ସ୍ବେତା ନନ୍ଦାଙ୍କ ଝିଅ ନବ୍ୟା ନବେଲି ନନ୍ଦା ଏବଂ ପୁଅ ଅଗସ୍ତ୍ୟା ନନ୍ଦା ଦୁଇ ଜଣଙ୍କ ସହ ବହୁତ ଭଲ ବନ୍ଧନରେ ଅଛନ୍ତି । ଅଭିଷେକ ବଚ୍ଚନ ଏହି ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ।

ଏବଂ ମାମୁଁ ହବାର ସବୁ କର୍ତ୍ତବ୍ୟ ପାଳନ କରନ୍ତି, ଏବଂ ତାଙ୍କ ଭଣଜାଙ୍କ ସାଙ୍ଗରେ ବହୁତ ଫଟୋ ପୋଷ୍ଟ କରିଥିବାର ସୋସିଆଲ ମିଡିଆରେ ଦେଖାଯାଇଛି । ଯେଉଁଠି ଦୁଇ ଜଣଙ୍କ ବନ୍ଧନ ସଫା ଦିଶେ । ଆପଣ ଏହି ଫଟୋରେ ଦେଖି ପାରୁଥିବେ ।

୨-ଅଭିଷେକ ବଚ୍ଚନଙ୍କ ଭଳି ସଲମାନଙ୍କର ମଧ୍ୟ ବହୁତ ଭଲ ସଂପର୍କ ଅଛି ତାଙ୍କ ଭାଣିଜୀଙ୍କ ସହ । କହିଦବୁ ସଲମାନ ତାଙ୍କ ଦୁଇ ଭଉଣୀଙ୍କ ଝିଅକୁ ବହୁତ ଭଲ ପାଆନ୍ତି ପଛେ ସେ ଅଲବେରାଙ୍କ ଝିଅ ଆଲିଜୀ ହୁଅନ୍ତୁ କି ଅର୍ପିତାଙ୍କ ଝିଅ ଆୟତ୍ । ସଲମାନ ଖାନ୍ ଦୁଇ ଜଣଙ୍କ ସହ ଭଲ ସମ୍ପର୍କ ଲିଭାନ୍ତି । ସେମାନଙ୍କ ସହ ବହୁତ ମଜା ମସ୍ତି କରନ୍ତି । ସଲମାନ ସୁଟିଂରୁ ସମୟ ବାହାର କରି ସେମାନଙ୍କ ସହ ସମୟ ବିତାନ୍ତି ମସ୍ତି କରିବା ପାଇଁ । ଦୁଇ ଜଣଙ୍କର କୈାଣସିବି ଇଚ୍ଛା ପୁରଣ କରିବାକୁ ଜମାବି ପଛକୁ ହଟନ୍ତି ନାହିଁ ।

୩-ଗୋବିନ୍ଦା ବଲିଉଡର ଟପ୍ ୫ ମାମୁଁଙ୍କ ନାଁ ଭିତରୁ ତାଙ୍କ ନାଁ ଆସେ । ସେ ତାଙ୍କ ଭାଣିଜୀଙ୍କ ଆରତୀ ସିଂଙ୍କ ସହ ବହୁତ ଭଲ ସଂପର୍କ ରଖିଛନ୍ତି । କହିଦବୁ କିଛି ସମୟ ପୁର୍ବରୁ ଗୋବିନ୍ଦାଙ୍କ‌ ଭଣଜା କ୍ରୀଷ୍ଣା ଅଭିଷେକ ସହ ସମ୍ପର୍କ ଖରାପ ହେବାକୁ ଲାଗିଥିଲା ବେଳେ ସେତେବେଳେ ଭାଣିଜୀ ଆରତୀ ସିଂ ମାମୁଁ ଗୋବିନ୍ଦାଙ୍କର ପ୍ରଶଂସା କରି କହିଥିଲେ ଯେ ତାଙ୍କ ମାମୁଁ ପ୍ରତ୍ୟେକ ସମୟରେ ସେମାନଙ୍କ ସାଙ୍ଗରେ ରହିଛନ୍ତି ଆଉ ଆଜିବି ତାଙ୍କ ସାଥିରେ ଅଛନ୍ତି । ଖାଲି ଏତିକି ନୁହେଁ ଗୋବିନ୍ଦା ଭାଣିଜୀ ଆରତୀ ସିଂକୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ କ୍ୟାରିୟରର ସଫଳତା ପାଇଁ ପୂରା ସପୋର୍ଟ କରନ୍ତି ।

୪- ସୈଫ୍ ଅଲ୍ଲୀ ଖାନ୍ ବଲିଉଡର ନବାବ୍ କୁହାଯାଉଥିବା ଅଭିନେତାଙ୍କ ନିଜ ଭଉଣୀ ସୋହା ଅଲ୍ଲୀ ଖାନ୍ଙ୍କ ଝିଅ ଇନାୟା ନମି ଖେମୁକୁ ବହୁତ ଭଲ ପାଆନ୍ତି ଖାଲି ସେତିକି ନୁହେଁ କରିନା ମଧ୍ୟ ତାଙ୍କ ଭାଣିଜୀକୁ ବହୁତ ଭଲ ପାଆନ୍ତି । ସୈଫ୍ କରୀନାଙ୍କ ପୁଅ ତାଇମୁର୍ ଏବଂ ଇନାୟା ସୁନ୍ଦର ବନ୍ଧନରେ ଫଟୋରେ ଦିଶି ଥାଆନ୍ତି । ତାଛଡା ସୈଫ୍ ନିଜ ପୁଅ ତାଇମୁର୍ କୁ ଯେତିକି ଗୁରୁତ୍ୱ ଦିଅନ୍ତି ସେତିକି ଇନାୟାଙ୍କୁ ମଧ୍ୟ ଦିଅନ୍ତି ।

୫-ଅଜୟ ଦେବଗନ୍ ଏହି ତାଲିକା ଶେଷରେ ଅଛନ୍ତି ବଲିଉଡର ସିଂଘମ୍ କୁହାଯାଉଥିବା ଅଭିନେତା ଅଜୟ ଦେବଗନଙ୍କର । ଆପଣଙ୍କୁ କହିଦବୁ ଅଭିନେତା ଅଜୟ ଦେବଗନଙ୍କର କେହି ଭାଣିଜୀ ନାହାନ୍ତି କିନ୍ତୁ ତାଙ୍କ ଭଉଣୀ ନୀଲମ୍ ଦେବଗଣଙ୍କ ପୁଅ ଦାନିସ୍ ଗାନ୍ଧୀଙ୍କୁ ବହୁତ ଭଲ ସମ୍ପର୍କ ରହିଛି ଯିଏ ‘ତାନାଜୀ’ ଫିଲ୍ମରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଥିଲେ । ଅଜୟ ଦେବଗନଙ୍କର କେହି ଭାଣିଜୀ ନଥିଲେ ମଧ୍ୟ ସେ ତାଙ୍କ ଭଣଜାକୁ ବହୁତ ସପୋର୍ଟ କରନ୍ତି । ବଲିଉଡରେ ଏହି ମାମୁଁ ଭାଣିଜୀଙ୍କ ଯୋଡ଼ି ଭିତରୁ କେଉଁ ଯୋଡ଼ି ଭଲ ଲାଗିଲା କମେଣ୍ଟରେ ଲେଖି ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।