ଦୁନିଆ ଛାଡି ଚାଲି ଗଲେଣି Bollywood ର ଏହି 5 ଜଣ ହିରୋଇନ, କିନ୍ତୁ ଆଜି ବି ଫ୍ୟାନ୍ସ ଙ୍କ ହୃଦୟରେ କରନ୍ତି ରାଜ

ବଲିଉଡ ଷ୍ଟାର ମାନେ ସବୁବେଳେ ଦର୍ଶକ ମାନଙ୍କ ମୁହଁରେ ହସ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଫେମସ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯିଏ ଆମକୁ ଛାଡି ଚାଲି ଯାଇଛନ୍ତି କିନ୍ତୁ ସେ ନିଜର ଅଭିନୟ ଦ୍ଵାରା ଆଜି ମଧ୍ୟ ଆମ ହୃଦୟରେ ରହିଛନ୍ତି । ଏହି ଅଭିନେତ୍ରୀ ମାନଙ୍କୁ କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ଲୋକ ପସନ୍ଦ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ଶ୍ରୀଦେବୀ:- ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ନିଜର ଅଭିନୟ କ୍ୟାରିଅରରେ ଗୋଟେରୁ ଗୋଟେ ବଡ଼ ସିନେମା କରିଛନ୍ତି । ଶ୍ରୀଦେବୀ ୧୯୮୬ ରେ ମାଡ୍ରାସରେ ଜନ୍ମ ହୋଇଥିଲେ । ୨ ଫେବୃଆରୀ ୨୦୧୮ ରେ ଶ୍ରୀଦେବୀ ଦୁନିଆ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ । ହାର୍ଟ ଟାକ ପାଇଁ ତାଙ୍କର ପର -ଲୋକ ହୋଇଥିଲା ।

ଜିଆ ଖାନ:- ବଲିଉଡ ଅଭିନେତ୍ରୀ ଜିଆ ଖାନ ୧୯୮୮ ମସିହାରେ ନିଉୟର୍କରେ ଜନ୍ମ ଗ୍ରହଣ କରିଥିଲେ । ଜିଆ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଭଲ ସିଙ୍ଗର ମଧ୍ୟ ଥିଲେ । ସେ ବଲିଉଡ ସେହେଂସା ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ କାମ କରିଥିଲେ । କିନ୍ତୁ ୩ ଜୁନ ୨୦୧୩ ରେ ଏହି ଅଭିନେତ୍ରୀ ଙ୍କର ପର -ଲୋକ ହୋଇଥିଲା । ସେ ସୁ -ସାଇଡ କରିଥିଲେ ।

ଯୋହରା ସେଗଲ:- ବି ଟାଉନର ଟ୍ୟାଲେଣ୍ଟଡ ଯୋହରା ସେଗଲ ୧୯୧୨ ରେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ ଯାହା କେହି କେବେ ମଧ୍ୟ ଭୁଲି ପାରିବେ ନାହିଁ । କିନ୍ତୁ ୨୦୧୪ ମସିହାରେ ଏକ ବଡ ରୋଗ କାରଣରୁ ସେ ଦୁନିଆ ଛାଡ଼ି ଚାଲିଗଲେ ।

ରୀମା ଲାଗୁ:- ବଲିଉଡ ଅଭିନେତ୍ରୀ ରୀମା ନିଜର ଅଭିନୟ ଦ୍ଵାରା ବଲିଉଡ ଜଗତରେ ଅଲଗା ଗୋଟେ ଜାଗା ବନେଇଥିଲେ । ରୀମାଙ୍କ ଜନ୍ମ ୧୯୫୮ ରେ ମୁମ୍ବାଇରେ ହୋଇଥିଲା । ନିଜର ସୁନ୍ଦରତା ଦ୍ଵାରା ସମସ୍ତଙ୍କ ମନରେ ସେ ଜାଗା କରିଥିଲେ । କିନ୍ତୁ ୧୮ ମଇ ୨୦୧୭ ରେ ରୀମାଙ୍କର ପର -ଲୋକ କାର୍ଡିଆକ ଆରେଷ୍ଟ ରେ ହୋଇଥିଲା ।

ପରବୀନ ବବି:- ବଲିଉଡ ଅଭିନେତ୍ରୀ ପରବୀନ ବାବି ଫିଲ୍ମ ଜଗତରେ ପାଦ ରଖିବାପରେ ହିଁ ସେ ବହୁତ ଚର୍ଚ୍ଚାରେ ରହିଥିଲେ । ପରବୀନ ବାବି ସେହି ସମୟରେ ସବୁଠୁ ବେଶୀ ପଇସା ନେଉଥିବା ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଥିଲେ । ତାଙ୍କର ପର -ଲୋକ ୨୦ ଜାନୁଆରୀ ୨୦୦୫ ରେ ଡାଇବେଟିସ କାରଣରୁ ହୋଇଥିଲା ।

ତେବେ ଆପଣ କେଉଁ ଅଭିନେତ୍ରୀ ଙ୍କୁ ବେଶି ମନେ ପକାଉଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।