ଭଙ୍ଗା ହେଲେ ବି ସେ ଗୋଟିଏ ତାହା କଣ ? ଏହା ସହ ପଢନ୍ତୁ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- ଆହୋମ ବିଦ୍ରୋହ କେଉଁଠି ହୋଇଥିଲା ?

ଉ: ଆସାମ ରେ

୨- ବିଶ୍ଵର ସବୁଠାରୁ ବଡ ଘଣ୍ଟା ଘର କେଉଁଠାରେ ଅବସ୍ଥିତ ?

ଉ: ଋଷିଆ ରେ

୩- କେଉଁ ଦେଶ ପ୍ରଥମେ ବ୍ଯାଙ୍କ ନୋଟ ଜାରି କରିଥିଲା ?

ଉ: ସ୍ଵିଡେନ ଦେଶ

୪- ବିଶ୍ଵର ସବୁଠାରୁ ମହଙ୍ଗା ଫଳ କେଉଁଠାରେ ମିଳିଥାଏ ?

ଉ: ଜାପାନ ରେ

୫- ବସନ୍ତ ରୋଗର ଟୀକା କିଏ ଆବିଷ୍କାର କରିଥିଲେ ?

ଉ: ଏଡୱାର୍ଡ଼ ଜେନର ଅବଶିହକାର କରିଥିଲେ ।

୬- ଆମେରିକାରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି ?

ଉ: ୩୮ ପ୍ରତିଶତ ଭାରତୀୟ ଡାକ୍ତର

୭- କେଉଁ ସହରକୁ ଭାରତର ପ୍ୟାରିସ ବୋଲି କୁହାଯାଏ ?

ଉ: ଜୟପୁର ସହରକୁ

୮- କେଉଁ ଦେଶରେ ସେଲଫି ନେବା ଅପରାଧ ହୋଇଥାଏ ?

ଉ: ତୁର୍କମେନିସ୍ତାନ ରେ ସେଲଫି ନେବା ଏକ ଅପରାଧ ଅଟେ ।

୯- ଶୂନ ବା ଜିରୋରେ ଆବିଷ୍କାର କିଏ କରିଥିଲେ ?

ଉ: ମହାନ ଗଣିତାଜ୍ଞ ଆର୍ଯ୍ୟଭଟ୍ଟ ଶୂନର ଆବିଷ୍କାର କରିଥିଲେ ।

୧୦- ସେଓରେ କେଉଁ ଅମଳ ଥାଏ ?

ଉ: ମୌଳିକ ଅମ୍ଳ ଥାଏ ।

୧୧- ପୃଥିବୀର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉ: ନୀଳ ନଦୀ

୧୨- ୟୁରିଆ ଶରୀରର କେଉଁ ଅଙ୍ଗରେ ତିଆରି ହୋଇଥାଏ ?

ଉ: ଯକୃତ ବା ଲିଭର ରେ ୟୁରିଆ ତିଆରି ହୋଇଥାଏ ।

୧୩- କୁହାରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ ସେଥିରେ କଣ ପ୍ରୟୋଗ କରାଯାଏ ?

ଉ: କ୍ରୋମିୟମ ପ୍ରୟୋଗ କରାଯାଏ ।

୧୪- ଶହୀଦ ଦିବସ କେବେ ପାଳନ କରାଯାଏ ?

ଉ: ୩୦ ଜାନୁୟାରୀ ଦିନ

୧୫- କେଉଁ ପକ୍ଷୀ କାନ ଦ୍ଵାରା ଦେଖିଥାଏ ?

ଉ: ବାଦୁଡି ବା ଚେମେଣିଆ କାନ ଦ୍ଵାରା ଦେଖିଥାଏ ।

୧୬- ଗୁଗଲ କମ୍ପାନୀର ସ୍ଥାପନା କେବେ ହୋଇଥିଲା ?

ଉ: ୪ ସେପ୍ଟେମ୍ବର ୧୯୮୮ ମସିହାରେ ଗୁଗଲ ସ୍ଥାପନ ହୋଇଥିଲା ।

୧୭- ଦୁନିଆର କେଉଁ ଦେଶର ମୁଦ୍ରା ସବୁଠାରୁ ଶସ୍ତା ଅଟେ ?

ଉ: ଭିଏତନାମ

୧୮- କେଉଁ ବ୍ଲଡ଼ ଗ୍ରୁପର ବ୍ୟକ୍ତି ଯେକୌଣସି ଗ୍ରୁପର ବ୍ଲଡ଼ ଗ୍ରହଣ କରିପାରିବେ ?

ଉ: AB ଗ୍ରୁପର ବ୍ୟକ୍ତି

୧୯- ୧ ଟଙ୍କିଆ ମୁଦ୍ରା ପ୍ରଥମେ କିଏ ପ୍ରଚଳନ କରିଥିଲେ ?

ଉ: ଶେରଶାହ

୨୦- ଭଙ୍ଗା ହେଲେବି ସେ ଗୋଟିଏ, ତାହା କଣ ?

ଉ: ଖିଲିପାନ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।