କୋଭିଡ୍-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଖୁସି ଖବର, ରୋଗୀଙ୍କ ଚିକତ୍ସାରେ ରାମବାଣ ହେବ ହୋମିୟପାଥି, ICMRରୁ ମିଳିଲା ଗ୍ରୀନ ସିଗ୍ନାଲ

ଜୀବନ ନେଉଥିବା କୋରାନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାକୁ ଲାଗୁଛି । ଏବଂ ଆକ୍ରାନ୍ତଙ୍କ ଚିକିତ୍ସା ଓ ତାଙ୍କ ଜୀବନ ପାଇଁ ନୂଆ ନୂଆ ଉପାୟ ମଧ୍ୟ ପ୍ରୟୋଗ କରାଯାଉଛି । ଆଗ୍ରାରେ ଆରମ୍ଭ ହୋଇଥିବା ପ୍ରୟାସ ମାଧ୍ୟମରେ ଏହି କଥା ଆଗକୁ ଆସିଚି ଯେ ହୋମିଓପାଥି କରୋନା ଭଳି ମାରାତ୍ମକ ରୋଗ ପାଇଁ ରମବାଣ ସଦୃଶ । ଏହି ସମ୍ପର୍କରେ ଆଗକୁ ରିସର୍ଚ୍ଚ କରିବା ପାଇଁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି । ICMR ପକ୍ଷରୁ ଅନ୍ତିମ ମୋହର ପାଇବା ପରେ ଆକ୍ରାନ୍ତ କରୀଙ୍କୁ ଭଲ କରିବାପାଇଁ ହୋମିଓପାଥି ଚିକିତ୍ସାର ପ୍ରୟୋଗ କରାଯିବ ।

ଆପଣଙ୍କୁ କହି ରଖୁଛୁ କି ଡଃ ପ୍ରଦୀପ କୁମାର ଗୁପ୍ତା ଯିଏକି ହୋମିଓପାଥି ଚିକିତ୍ସକ । ସେ ନବେଲପୁର ସ୍ଥିତ କୁବେରପୂର ନେମିନାଥ ହୋମିଓପାଥିକ କଲେଜର ଶିକ୍ଷକ ଅଟନ୍ତି । ସେ ହିଁ ଏହି କଥା ଆରମ୍ଭ କରିଥିଲେ । ଆୟୁଷ ମନ୍ତ୍ରାଳୟ ଓ ICMRକୁ ପଠାଇଥିବା ରିପୋର୍ଟ ଅନୁସାରେ ସେ କ୍ୱାରେଣ୍ଟାଇନରେ ଥିବା ପେସେଣ୍ଟଙ୍କ ପ୍ରୋଫାଇଲ୍ ଏକ୍ସେସ ପାଇଁ ଅନୁମତି ମାଗିଛନ୍ତି ।

କାରଣ ତାଙ୍କ ମଧ୍ୟରୁ ଅଧା ଆକ୍ରାନ୍ତ କାରୀଙ୍କୁ ହୋମିଓପାଥିକ ଦିଆଯିବ ଓ ଅନ୍ୟ ମାନଙ୍କର ଯେପରି ଚିକିତ୍ସା ଚାଲିଛି ଚାଲୁଥିବ । ଯାହା ଫଳରେ ଦେଖାଯିବକି କେଉଁ ଔଷଧର ପ୍ରଭାବ ଅଧିକ ରହୁଛି । ଏହାର ଫଳାଫଳ ଏହା ହେବକି ଯେଉଁଠାରେ କୋରୋନା ରେ ୪ ଜଣ ମୃତ୍ୟୁବରଣ କରିଥିଲେ ସେଠାରେ ମୃତ୍ୟୁସଂଖ୍ୟା ୧ କିମ୍ବା ୨ରେ ପହଞ୍ଚିବ ।

ଡଃ ପ୍ରଦୀପ ମଧ୍ୟ କହିଛନ୍ତି କି କୋରାେନା ବା କୋଭିଡ-୧୯ ଚିକିତ୍ସା ରେ ଅନ୍ୟ ଔଷଧକୁ ସଫଳତା ମିଳିପାରିନି ସେଠାରେ ହୋମିଓପାଥି କାମକରି ଦେଖାଇବ ଓ ସଫଳତା ନିଶ୍ଚୟ ମିଳିବ । କୋଭିଡ-୧୯ ପଜେଟିଭ ବ୍ୟକ୍ତିଙ୍କ ରିପୋର୍ଟ ଅନୁସାରେ ସେ ଅବଜରଭେସନ୍ ଷ୍ଟଡି କରିଛନ୍ତି ଯାହାର ଫଳାଫଳ ଏହା ଆସିଥିଲା । ସେ ଆୟୁଷ ମନ୍ତ୍ରାଳୟ କୁ ଚିକିତ୍ସା ପାଇଁ ଅନୁମତି ମାଗିଥିଲେ ଯାହାକି ତାଙ୍କୁ ଏପ୍ରିଲ ୨୧ ତାରିଖରେ ମିଳିଯାଇଛି ।

ଶେଷ ଅନୁମତି ମଧ୍ୟ ICMR ପକ୍ଷରୁ ମଙ୍ଗଳବାର ଦିନ ମିଳିସାରିଛି । ବର୍ତ୍ତମାନ କେବଳ ଜିଲ୍ଲାପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗର ଗ୍ରୀନ ସିଗ୍ନାଲ ର ଅପେକ୍ଷାରେ । ଏହା ପରେ ଆରମ୍ଭ ହେବ ହୋମିଓପଥିକ ଦ୍ଵାରା କୋବିଡ୍-୧୯ ପଜେଟିବ ବ୍ୟକ୍ତିଙ୍କର ଚିକିତ୍ସା । ସେ ସେଣ୍ଟ୍ରାଲ ରିସର୍ଚ୍ଚ କାଉନସିଲ ଅଫ୍ ହୋମିଓପାଥି ସହ ମିଶିକରି ହୋମିଓପାଥି ମେଡ଼ିସିନ ଦ୍ଵାରା ସୁସ୍ଥ କରାଇବେ ।

ତାଙ୍କ କହିବା ଅନୁସାରେ କୋରନା ସହ ଲଢ଼ିବାର ଏହି ଷ୍ଟଡିରେ ହୋମିଓପାଥିର ବ୍ରାୟାନିଆ, ଜେଶିର୍ମୀୟାଓ ଆର୍ସେନିକ୍ ଔଷଧ ଉପଯୋଗ କରାଯିବ । ଏହି ଔଷଧ ତାଙ୍କ ପାଖରେ ଆଜିର ଦିନରେ ୫୦୦୦ ଲୋକଙ୍କ ପାଇଁ ଷ୍ଟକ୍ ଅଛି । ସେ ଚାହୁଁଛନ୍ତି କି ଏହା ବର୍ତ୍ତମାନ କୋରାନା ଭାଇରସ ଥିବା ଲୋକ ଓ ଫ୍ରଣ୍ଟଲାଇନ୍ ରେ ଥିବା ୱାର୍କର( ଚିକିତ୍ସକ, ମେଡିକାଲ୍ ଷ୍ଟାଫ୍,ପୋଲିସ ଓ ସ୍ବଚ୍ଛତା କର୍ମୀ) ଙ୍କ ଠାରେ ପ୍ରୟୋଗ କରାଯାଉ ଯାହାକି ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସହାୟକ ହେବ ।

ତାଙ୍କ କହିବାନୁସାରେ କୋବିଡ-୧୯ ରୋଗୀଙ୍କୁ ଅନ୍ୟ ଔଷଧରେ ଯେଉଁଠି ୧୪ ରୁ ୧୮ ଦିନର ସମୟ ଲାଗି ଥାଏ ହୋମିଓପାଥି ରେ ତାହା ନେଗେଟିଭ ହେବାପାଇଁ ୫ରୁ ୭ ଦିନ ସମୟ ଲାଗିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ