ଭଉଣୀ IAS ଓ ଭାଇ IPS ଅଫିସର, ଦେଖାଇଲେ ବିଶାଳ ହୃଦୟ, କରୋନା ରୋଗୀଙ୍କ ପାଇଁ ଖୋଲିଦେଲେ ହସ୍ପିଟାଲ

କାନପୁର ରେ ନୂଆ ହସ୍ପିଟାଲ ଖୋଲିଛନ୍ତି IPS ଅନିକ କୁମାର । ସେ କୋଭିଡ – 19 କୁ ଆଖି ଆଗରେ ରଖି । ସେ କାନପୁରରେ ରୋଗିଙ୍କ ପାଇଁ ୧୬ ଟି ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଖୋଲି ଥିଲେ। ସେ  ଡକ୍ଟର ସମ୍ପୂର୍ଣା ମେଡିକାଲ କଲେଜ ଯୋଧପୁର ରେ MBBS ପଢା ସାରିଥିଲେ । ଏହା ପରେ ସେ ନିଜେ ଗୁରୁତେକ ବାହାଦୁର ହସ୍ପିଟାଲ ଓ ଇନ୍ଦିରା ହସ୍ପିଟାଲ ରେ ଅଭ୍ଯାସ କରିଥିଲେ। ସେ ପରେ ସିଭିଲ ସର୍ଭିସ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ IPS ହୋଇ ଥିଲେ , ସେ କହିଛନ୍ତି କି ଏହି ବିପଦ ସମୟରେ ସେ ରୋଗୀଙ୍କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା କରିଛନ୍ତି । ଯଦି କେହି ପୋଲିସ କିମ୍ବା ସାଧାରଣ ଜନତା ନିଜର ଚିକିସ୍ଛା ପାଇଁ ଆସିବେ ତେବେ ସେ ତାଙ୍କୁ ନିରାଶ କରିବେ ନି ।

ଏହି IPS ଙ୍କ ଘର  ହେଉଛି ରାଜସ୍ଥାନରେ । ସେ ନିଜେ ରୋଗୀଙ୍କ ଚିକିସ୍ଛା କରୁଛନ୍ତି ଓ ନିଜେ OPD ରେ ବସୁଛନ୍ତି । ଏହା ଭିତରେ ସେ ୩୦୦ ରୁ ଅଧିକ ରୋଗୀଙ୍କୁ ଭଲ କରି ସାରିଲେଣି । ରୋଗୀ ମାନେ ଏଠାରୁ ଭଲ ହୋଇ ଯିବା ପରେ ଏହି ମହାନ ଲୋକଙ୍କୁ ଧନ୍ଯ ବାଦ ଦେଉଛନ୍ତି । ଅନିଲ ଙ୍କର ଭଉଣୀ ମଧ୍ୟ ରାଜସ୍ଥାନ ର ଜେନ IAS ଅଫିସର ଅଟନ୍ତି । ସେ ମଧ୍ୟ MBBS ପାସ କରିଛନ୍ତି ।

ଦେଖିବାକୁ ଗଲେ ଏହି ଦୁଇ ଜଣ ଏକା ଧାରାରେ ଉଭୟ  ପ୍ରଶାସନ ଓ ଡକ୍ଟର ମଧ୍ୟ । ତାଙ୍କ ମତ ଅନୁସାରେ କିଛି ହସ୍ପିଟାଲ ରେ ଅନେକ ଲୋକ କାମ କରୁଛନ୍ତି ଓ ତାଙ୍କ ବ୍ଯତୀତ ଅନ୍ୟ ଦୁଇ ଜଣ ଡକ୍ଟର ମଧ୍ୟ ଆସି ଏଠାରେ ରୋଗୀଙ୍କ ପାଇଁ କାମ କରୁଛନ୍ତି ।

ସେ ଏହି କାମ ପାଇଁ ନିଜ ଅଞ୍ଚଳରେ ଅଧିକ ପ୍ରକ୍ଷାତ ହେଲେଣି । ଏହି ହସ୍ପିଟାଲ କୁ ଏବେ ଅଧିକ ରୁ  ଅଧିକ ପୋଲିସ ଓ ଏହାଙ୍କର ଘର ଲୋକ ମାନେ ପୋଲିସ ମାନନଙ୍କର ସମ୍ପର୍କୀୟ ମାନେ ଅଧିକ ମାତ୍ରାରେ ଆସୁଛନ୍ତି ।

ଏଭଳି କାମ ପାଇଁ ସେ ନିଜ ପୋଲିସ ଡିପାର୍ଟମେଣ୍ଟରେ ଉପର ପଦରେ ଥିବା ଅଧିକାରୀ ମାନଙ୍କ ଠାରୁ  ପ୍ରଶଂସା ପାଉଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।