ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତ ଜାଣିବାର ସହଜ ଉପାୟ, ବାଛନ୍ତୁ ଗୋଟିଏ ଅକ୍ଷର ଓ ଜାଣନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କଣ ଘଟିବାକୁ ଯାଉଛି (Anka Jyotisha)

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜର ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛା ରଖିଥାଏ । ଆଜି ଆମେ ଆପଣଙ୍କ ପାଇଁ ୧୧ଟି ନାମର ପୌରାଣିକ କଥା ଅନୁଯାୟୀ ଭଗବାନ ଙ୍କ ନାମ ନେଇକରି ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଭଗବାନ ଙ୍କୁ ବାଛିବାକୁ ପଡିବ । ଏହା ପରେ ଆପଣ ଜାଣିପାରିବେ ଆପଣଙ୍କ ଭାଗ୍ୟ ଓ ଭବିଷ୍ୟ ବିଷୟରେ ବିସ୍ତାର ଭାବେ ।

୧- ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ଭଗବାନ ଗଣେଶ । ବ୍ୟାପାରୀ ମାନେ ଗ୍ରାହକଙ୍କ ଇଚ୍ଛା ଅନୁଯାୟୀ ଚାଲନ୍ତୁ । ଆପଣ ନିଶ୍ଚୟ ସଫଳ ହେବେ । ଯେଉଁ ଦ୍ରବ୍ଯ ବିକ୍ରି କରିବାକୁ ଚାହୁଁଛନ୍ତି ତାହା ଏବେ ହେବ ନାହି ।

୨- ଆମ ଲିଷ୍ଟର ଦ୍ବିତୀୟରେ ଅଛନ୍ତି ଭଗବାନ ବରୁଣ । ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡିବ । କୃଷି କର୍ମରେ ସଫଳ ହେବେ । ଧନ ଅଲାଭର ଯୋଗ ରହିଛି ।

୩- ଆମ ଲିଷ୍ଟର ତୃତୀୟରେ ଅଛନ୍ତି ଭଗବାନ କାର୍ତ୍ତିକ । ଭଲ ବନ୍ଧୁ ନ ମିଳିଲେ ବି ଅତି ସହଜରେ କାହା ସହ ମିଶାନ୍ତୁ ନାହି । ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ବିଦ୍ୟାକୁ ବୃଦ୍ଧି କରନ୍ତୁ । ଦକ୍ଷିଣ ଦିଗରେ ବିବାହ ହୋଇପାରେ ।

୪- ଆମ ଲିଷ୍ଟର ଚତୁର୍ଥରେ ଅଛନ୍ତି ଭଗବାନ କୃଷ୍ଣ । ଆପଣଙ୍କର ଅପବାଦ ଓ କଷ୍ଟ ଜଲ୍ଦି ଦୂର ହେବ । ବିବାହ ଘରର ପୂର୍ବର ଦିଗରେ କିନ୍ତୁ ବିଳମ୍ବରେ ହେବ । ପୁତ୍ର ସନ୍ତାନ ପ୍ରାପ୍ତି ହେବ ।

୫- ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ଭଗବାନ ଶାମ୍ବ । ଅଧିକରୁ ଅଧିକ ନିବେଶ କୌଣସି କ୍ଷେତ୍ରରେ କରନ୍ତୁ ନାହି । ଆପଣ ମୂଳ ଧାନକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଯେଉଁ ଅପବାଦ ଚାଲିଛି ତାହା ଜଲ୍ଦି ଦୂର ହେବ ।

୬- ଆମ ଲିଷ୍ଟର ଷଷ୍ଠରେ ଅଛନ୍ତି ଭଗବାନ ପ୍ରଦ୍ଯୁମ୍ନ । ଆପଣଙ୍କ ଜୀବନର ଶେଷ ସମୟ ଗଙ୍ଗା କୂଳରେ ହେବାର ଅଛି । ବ୍ୟାପାରୀ ହୋଇଥିଲେ ଆଗକୁ ବିଜନେସ ବଢାଇବାକୁ ଚାହୁଁଛନ୍ତି ମୂଳ ଧନ ନଷ୍ଟ ହୋଇପାରେ ।

୭- ଆଆ ଲିଷ୍ଟର ସପ୍ତମରେ ଅଛନ୍ତି ଭଗବାନ ଅନିରୁଦ୍ଧ । ଆପଣ ଯାହାକୁ ଖୋଜୁଛନ୍ତି ସେ ପୂର୍ବର ଦିଗରେ ଅଛନ୍ତି ବହୁତ ଜଲ୍ଦି ଫେରିବେ । ଚାକିରିରେ ଉନ୍ନତି କରିବେ । ଅଯଥା ବ୍ୟୟ ଠାରୁ ଦୂରେଇ ରୁହନ୍ତୁ ।

୮- ଆମ ଲିଷ୍ଟର ଅଷ୍ଟମରେ ଅଛନ୍ତି ଭଗବାନ ମାହାଦେବ । ମନ୍ଦ ଦାସ ପରେ ଶୁଭ ଦଶା ଆରମ୍ଭ ହେବ । ସନ୍ତାନ ଇଚ୍ଛା ରଖିଥିଲେ କଣ୍ଟା ସନ୍ତାନ ଜାତ ହେବ । ଉତ୍ତର ଦିଗକୁ ଯାତ୍ରା କରିଲେ ସଫଳ ହେବେ ।

୯- ଆମ ଲିଷ୍ଟର ନମ୍ବରେ ଅଛନ୍ତି ଭଗବାନ କାମଦେବ । ଆପଣ ନିକଟ ଦେଶକୁ ଯିବାକୁ ଇଚ୍ଛା କରୁଛନ୍ତି । ପ୍ରିୟ ଜୀବଜନ୍ତୁ ଘର ଠାରୁ ଦୂରକୁ ଯାଇଥିଲେ ଫେରି ଆସିବେ ।

୧୦- ଆମ ଲିଷ୍ଟର ଦଶମରେ ଅଛନ୍ତି ଭଗବାନ ଗରୁଡ । ସନ୍ତାନ ଇଚ୍ଛାରେ ଥିଲେ ଜଲ୍ଦି ପୂରଣ ହେବ । ସନ୍ତାନଙ୍କ ପାଇଁ ସମାଜରେ ନାମ ବଢିବ । ଉତ୍ତର ଦିଗକୁ ଯାତ୍ରା କରିବେ ।

୧୧- ଆମ ଲିଷ୍ଟର ଏକାଦଶରେ ଅଛନ୍ତି ଭଗବାନ ବଳଭଦ୍ର । ଆପଣ ଅତିଥି ଓ ଭବିଷ୍ୟକୁ ନେଇ ଚିନ୍ତା କରନ୍ତି । ବର୍ତ୍ତମାନ ଉପରେ ଫୋକସ କରିଲେ ସଫଳ ହେବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭାଲ ଲାଗିଥିଲେ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।