ଆଜିର ରାଶିଫଳ, 26 ଅକ୍ଟୋବର 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ପାନ ମାନସିକ ରୂପରେ ସ୍ଵସ୍ଥ ରହିବେ । ବେହତର ହେବ ଆପଣ ଯାହାଙ୍କ ସହ ରହୁଛନ୍ତି ତାଙ୍କ ସହ ଅଯଥାରେ ବିବାଦରେ ପଡନ୍ତୁ ନାହି । ମାନ ସମ୍ମାନରେ ତୀବ୍ର ଗତିରେ ପଦୋନ୍ନତି ହେବାର ସମୟ ଆସି ଯାଇଛି । ଶାରୀରିକ କଷ୍ଟ ରୁ ରିହାତି ପାଇବେ । କୌଣସି ବି ସ୍ଥିତି ରେ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି । ଆଜି ଆପଣଙ୍କ ସହ କୌଣସି ଖାସ ବ୍ୟକ୍ତି ଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କୁ କିଛି ଆର୍ଥିକ ଲାଭ ମିଳିପାରେ । କୌଣସି ଜରୁରୀ ମାମଲାରେ ଖାସ ଲୋକଙ୍କ ସହ ଆଲୋଚନା କରିବାର ଅବସର ମିଳିବ ।

ବୃଷ ରାଶି : ଆଜି ଆପଣଙ୍କର ଧର୍ମ କର୍ମ ରେ ରୁଚି ବଢିବ । କାର୍ଯ୍ୟ କ୍ଷେତ୍ର ରେ ପରିଶ୍ରମ ଅଧିକ ରହିବ । ଚାକିରି ବା ଯାତ୍ରା ରେ ଯିବାକୁ ପଡିପାରେ । କ୍ୟାରିୟରକୁ ନେଇ ଯେଉଁ ମାନେ ଚିନ୍ତା ରେ ଅଛନ୍ତି ସେମାନଙ୍କୁ ଶୁଭ ଖବର ପ୍ରାପ୍ତ ହେବ । ଯଦି ଆପଣ ନିଜର ଜିନିଷ ଏଣେତେଣେ ରଖୁଛନ୍ତି ତେବେ ପରେ ଅନୁତାପ କରିବାକୁ ପଡିପାରେ । ତେଣୁ ନିଜ ଜିନିଷ ଠିକ ଜାଗାରେ ରଖନ୍ତୁ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ମନ ପ୍ରସନ୍ନ ରହିବ । ଭୁଲ ବୁଝାମଣା ଦୂର ହୋଇପାରେ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଶତ୍ରୁ ପରାସ୍ତ ହେବେ ।

ମିଥୁନ ରାଶି : ନେଗେଟିଭ ବିଚାର ଆପଣଙ୍କ ମନରୁ ଦୂରେଇ ଦିଅନ୍ତୁ । ବନ୍ଧୁ ମାନଙ୍କ ସହ ବୁଲିବାକୁ ଯିବାର ପ୍ଳାନ କରିବେ । ଘର ପରିବାର ରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଘର କାମରେ ବ୍ୟସ୍ତତା କାରଣରୁ ମାନସିକ ଚାପ ପଡିପାରେ । ଆଜି କିଛି ନୂଆ କରିବାର ଚେଷ୍ଟା କରିବେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଓ ବ୍ୟାପାରରେ ବହୁତ ବଡ ଲାଭ ମିଳିବ । କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ଅତିରିକ୍ତ ପ୍ରୋଶ୍ଚାହନ ମିଳିବ । ବିଦ୍ୟାର୍ଥୀ ଙ୍କ ପାଇଁ ସମୟ ସଫଳତା ହାସିଲ କରିବା ଭଳି ରହିବ ।

କର୍କଟ ରାଶି : ଜୀବନ ସାଥିଙ୍କ ସହ ଆନନ୍ଦମୟ ଯାତ୍ରା କରିବେ । ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ବ ରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ପଜେଟିଭ ବିଚାର ଲୋକଙ୍କୁ ପ୍ରଭାବିତ କରିବ । ଅସ୍ଵସ୍ଥତା ହୋଇଥିଲେ ମଧ୍ୟ ଆପଣ ପ୍ରଶଂସାର ପାତ୍ର ହେବେ । ଆପଣ ଶୈକ୍ଷିକ ରୂପରେ ବହୁତ ସଫଳ ହେବେ । ଆପଣଙ୍କ ନାମ ଓ ପ୍ରସିଦ୍ଧି ବ୍ୟାପକ ହେବ । ଆପଣ ଲଗାତାର ଚେଷ୍ଟା କରିବେ ଓ ସଫଳତା ନିଶ୍ଚୟ ହାସଲ କରିବେ । ଘର ପରିବନାରର ଚିନ୍ତା ରହିବ । ଭେଟି ବା ଉପହାର ପ୍ରାପ୍ତ ହେବ ।

ସିଂହ ରାଶି : ଆଜି ଆପଣଙ୍କର ମେହନତରେ ଭାଗ୍ୟ ଖୋଲିଯିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କୁ ହୋଇପାରେ । କିସ୍ମତ ଆପଣଙ୍କର ସାଥ ନିଶ୍ଚୟ ଦେବ । ଆପଣଙ୍କ ଅଟକି ରହିଥିବା ଧନ ନିଶ୍ଚୟ ମିଳିବ । ଲାଭ ର ଅବସର ହାତକୁ ଆସିବ । ବାହାରକୁ ଯିବାର କାର୍ଯ୍ୟ କ୍ରମ କରିବେ । କୌଣସି ଖାସ ମାମଲାରେ ଅନୁଭବି ବ୍ୟକ୍ତି ଙ୍କ ପରାମର୍ଶ ନିଅନ୍ତୁ । ଧାର୍ମିକ ସଂଗୀତ ପ୍ରତି ରୁଚି ବଢିବ । ବାଣୀ ଉପରେ ସଂଯମ ରଖନ୍ତୁ । ଭୂମି ଓ ବାହନ ସମ୍ବଧିତ କାର୍ଯ୍ୟ ପୁରା ହେବ ।

କନ୍ୟା ରାଶି : ଏହି ରାଶିର ପିଲା ମାନେ ଛୁଟି ର ଆନନ୍ଦ ଉଠାଇବେ । ଉନ୍ନତି ର ମାର୍ଗ ପ୍ରଶସ୍ତ ହେବ । ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ପରିବେଶ ପାଇ ପ୍ରସନ୍ନ ହେବ । ସାମାଜିକ ରୂପରେ ଆପଣ ଅଧିକ ଲୋକପ୍ରିୟତ ହାସଲ କରିବେ । ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବେ । ବାହାର ସମ୍ପର୍କ ରୁ ଲାଭ ମିଳିବ । ପରିବାର ସହ କୌଣସି ଧାର୍ମିକ ସ୍ଥାନ କୁ ଯାତ୍ରା କରିବାର ପ୍ଳାନ କରିବେ । ପ୍ରେମରେ ଇମୋଶନ ଅଧିକ ରହିବ ।

ତୁଳା ରାଶି : ଆପଣଙ୍କୁ ଶାନ୍ତି ମିଳିବ । ଖେଳ ପ୍ରେମୀ ଙ୍କୁ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ପ୍ରେମ ସମ୍ପର୍କ ମଜବୁତ ହେବ । ଛାତ୍ର ଭଲ ପ୍ରଦର୍ଶନ କରିବେ । ବାରମ୍ବାର ଲଗାତାର କରିଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ । ନେଗେଟିଭ ଚିନ୍ତା ରୁ ଦୂରେଇ ରୁହନ୍ତୁ । ନିଜ ଗୁରୁ ଙ୍କୁ କିଛି ଗିଫ୍ଟ ଦିଅନ୍ତୁ । ଆପଣଙ୍କ ସବୁ ସମସ୍ୟାର ନିବାରଣ ହେବ । ମେହନତ ଅଧିକ ହେବ । ବିବାଦରେ କ୍ଲେଶ ହେବ । ନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ ।

ବିଛା ରାଶି : ଚାକିରି କରୁଥିବା ଜାତକଙ୍କର ଉନ୍ନତି ହେବାର ନଜର ଆସୁଛି । ଆଜ୍ୟ ଆପଣ ଯେଉଁ କାମ ହାତକୁ ନେଇ ତାହା ସହଜରେ ପୁରା ହେବ । ପାର୍ଟି ବ ପିକନିକ କୁ ଯିବାର ପ୍ଳାନ କରିବେ । ପିଲା ମାନଙ୍କ ଠାରୁ କୌଣସି ସୁଖଦ ଖବର ପାଇବେ । ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବ । ଆଜି ଆପଣଙ୍କୁ ଚାକିରି କ୍ଷେତ୍ର ରେ ଫାଇଦା ହୋଇପାରେ । ବିଦେଶୀ ସମ୍ପର୍କ ରୁ ଆପଣଙ୍କୁ ଏକ ରୁ ଅଧିକ ଉନ୍ନତି ହେବାର ସମ୍ଭାବନା ରହିଛି । ସମାଜରେ ଆପଣଙ୍କର କୌଣସି ନୂଆ ପରିଚୟ ହେବ ।

ଧନୁ ରାଶି : ଆପଣଙ୍କ ସମ୍ପର୍କ ମଜବୁତ ହେବ । ଲା ଲାଇଫ ସାନଦାର ରହିବ । ଆଜି ଆପଣଙ୍କର ରହନସହଣି ବହୁତ ଭଲ ରହିବ । ମାତା ପିତା ଙ୍କ ସହ ସ୍ୱାସ୍ଥ୍ୟ ଆଜି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଛୋଟ ଭାଇ ଭଉଣୀ ଙ୍କ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ବେହତର ହେବ ଶାନ୍ତି ପୂର୍ଣ୍ଣ ନୀତି ଆପଣେଇ ବେହତର ଜୀବନ ବ୍ଯତୀତ କରନ୍ତୁ । ବ୍ୟାପାର ବ୍ୟବସାୟ ଭଲ ଚାଲିବ । ଆପଣଙ୍କ ବ୍ୟବହାରରେ କିଛି ଲୋକେ ଖୁସି ହେବେ ।

ମକର ରାଶି : ଆପଣଙ୍କ ଦ୍ଵାରା କରା ଯାଇଥିବା ନିବେଶରୁ ଲାଭ ପ୍ରାପ୍ତ ହେବ । ପାରିବାରିକ ଜୀବନ ଆନଦମୟ ରହିବ । ଆପଣ ନିଜ ପରିବାରର ସଦସ୍ୟ ଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ସମାପ୍ତି ରୁ କୌଣସି ବଡ ଲାଭ ହୋଇପାରେ । ଭାଗ୍ୟ ଉନ୍ନତି ର ପ୍ରାସ ସଫଳ ହେବ । ବିଜନେସ ରେ ଆଗକୁ ବଢିବା ପାଇ ଆପଣଙ୍କୁ କାହାର ପରାମର୍ଶ ନେଆର ଜରୁରତ ଅଛି । ନୂଆ ଲୋକଙ୍କ ସହ ଭେଟ ହୋଇପାରେ ।

କୁମ୍ଭ ରାଶୀ : ପ୍ରେମୀ ଯୁଗଳ ଙ୍କ ପାଇଁ ସମୟ ଶୁଭ ରହିବ । ସ୍ୱାସ୍ଥ୍ୟ ସମସ୍ୟାରେ ହୋଇପାରେ । ଏହି ରାଶିର ଯେଉଁ ଲୋକେ ଶିଂଗଲ ଅଛନ୍ତି ସେମାନଙ୍କ ପାଇଁ ଆଜି ବିବାହ ପ୍ରସ୍ତାବ ଆସିପାରେ । କୌଣସି ପ୍ରଭାବଶାଳି ବ୍ୟକ୍ତି ଙ୍କ ସହଯୋଗ ବା ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଉଦାର ବା ବଡ ହୃଦୟ ହେବା କାରଣରୁ ଆଜି ଆପଣ କିଛି ଲୋକଙ୍କର ସାହାଜ୍ଯ କରିବେ । ଚାକିରି ରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ମୀନ ରାଶି : ଆଜି ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଆପଣଙ୍କୁ କିଛି ଲୋକଙ୍କ ବିଷୟରେ ନୂଆ ଓ ରହସ୍ୟ ପୂର୍ଣ୍ଣ କଥା ଜାଣିବାକୁ ମିଳିବ । ଆଜି ମାତା ଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ପରିବାର ସଦସ୍ୟ ବା ବନ୍ଧୁ ଙ୍କ ସହ ଜୀବନ ଆନନ୍ଦମୟ ବ୍ଯତୀତ ହେ ବ । ଆପଣଙ୍କୁ ବିନା କାରଣରେ କୌଣସି ବିବାଦରେ ପଡିବ ଦରକାର ନାହି । ବିବାହିତା ଲୋକଙ୍କ ଦାଂପତ୍ଯ ଜୀବନ ଖୁବ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।