୨୧ ବର୍ଷର ଏହି ଝିଅ ଯେବେ ଖୋଲିଲା ଏମିତି ରାଜ୍, ଆଶ୍ଚର୍ଯ୍ୟ ହେଇଗଲା ପୁରା ଦୁନିଆ

ଆମର ଏଠି ପ୍ରସ୍ଟିଚ୍ୟୁଟର କଣ ମହତ୍ଵ ଅଛି ଏହା କାହାକୁ ଅଛପା ନାହିଁ । ସେଇଠି ଜଣେ ପ୍ରସ୍ଟିଚ୍ୟୁଟକୁ ଏହି ସମାଜରେ ଜୀବନ ଯାପନ କରିବା ପାଇଁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ବେଳେ ବେଳେ ଏମାନେ କିଛି ଏମିତି ରହସ୍ୟ ସମସ୍ତଙ୍କ ଆଗରେ ନେଇ ଆସନ୍ତି କି ଯାହା ଦ୍ଵାରା କିଛି ଲୋକମାନଙ୍କର ଅବସ୍ଥା ଖରାପ ହୋଇଯାଏ । କହିବାକୁ ଗଲେ ବର୍ତ୍ତମାନ ଏକ ପ୍ରସ୍ଟିଚ୍ୟୁଟ କିଛି ଏମିତି ରହସ୍ୟ ବିଷୟରେ କହିଛି କି ଯାହାକୁ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ।

କହିବାକୁ ଗଲେ ଜଣେ ପ୍ରସ୍ଟିଚ୍ୟୁଟ କହିଛି କି ତାହାର କିଛି ଫିଲ୍ମ ଷ୍ଟାର, ଖେଳାଳି ଓ ନେତାମାନଙ୍କ ସହ ସମ୍ବନ୍ଧ ଅଛି ଓ ନିଜର ଏସ୍କର୍ଟ ସର୍ବିସରେ ସେ ସବୁ ରାତି ୮ ଲକ୍ଷ ଟଙ୍କା ମାନେ (୯୦୦୦ ପାଉଣ୍ଡ) ଆୟ କରିନିଏ । ଆପଣଙ୍କୁ କହିଦେଉଛୁ କି ଏହି ମାମଲା ଜର୍ମାନୀର ଅଟେ । ଯେଉଁଠି ଗୋଟିଏ ସିଂଡ୍ରେଲା ଏସ୍କର୍ଟ ନାମକ ଏଂଜେସି ଅଛି । ଏଠି କାମ କରୁଥିବା ୨୧ ବର୍ଷର ଏକ ଝିଅ ଯାହାର ନାମ ଏନା ଅଟେ । ସେ ଏକ ନ୍ୟୁଜ ଚ୍ୟାନେଲରେ ଦେଇଥିବା ଇଣ୍ଟରଭ୍ୟୁରେ କିଛି ଏମିତି ରହସ୍ୟ ଉପରୁ ପରଦା ଉଠାଇ ଦେଇଛି ଯାହା କି ବହୁତ ଆଶ୍ଚର୍ଯ୍ୟକର ଅଟେ ।

ଏନାର କହିବା ଅଟେ କି ତାହାର ଲିଷ୍ଟରେ ହଲିଉଡର କିଛି ଏମିତି ଜଣା ଶୁଣା ଷ୍ଟାର ଅଛନ୍ତି ଯେଉଁମାନେ ତାହାର ରେଗୁଲାର କସ୍ଟମର ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ସିଂଡ୍ରେଲା ଏସ୍କର୍ଟ ଏକ ଏମିତି ବିବାଦିତ ୱେବସାଇଟ ଅଟେ ଯେଉଁଠି ଝିଅମାନଙ୍କର ବର୍ଜିନିଟି ପାଇଁ ନିଲାମ ଲଗାଯାଇଥାଏ । ଯେଉଁଥିରେ ଖାସ କଥା ଏହା ହୋଇଥାଏ କି ଏହି ନିଲାମରେ ବୋଲି ଲଗାଉଥିବା ଲୋକମାନେ କୋଟିପତି, ବିଜନେସମ୍ୟାନ, ହଲିଉଡ ଷ୍ଟାର ଓ ନେତା ଅଟନ୍ତି ।

ଏନା ଆଗକୁ କହିଲା କି ଏକ ହଲିଉଡ ଅଭିନେତାଙ୍କୁ ସେ ଡେଟ ବି କରୁଥିଲା ଓ ସେହି ଅଭିନେତା ଜଣକ ତାକୁ ଏହି ଏଂଜେସି ଦ୍ଵାରା ହିଁ ସମ୍ପର୍କ କରିଥିଲେ । ଏନା କହିଲା କି ସେ ମୋର ଫିସ ଛଡା ମୋର ଫ୍ଲାଇଟ, ରହିବା ଖାଇବା – ପିଇବା ଓ ମୋ ଘରର ଭଡା ବି ସେ ଦେଉଥିଲେ । ସେ ମୋତେ ୨୫ ଲକ୍ଷ ଟଙ୍କାର ଏକ ବ୍ୟାଗ ବି ଗିଫ୍ଟ କରିଥିଲା । ଏହା ମୋ ଜୀବନର ସବୁଠୁ ମହଙ୍ଗା ଉପହାର ଥିଲା ।

ଏତିକିରେ ସେ ଅଟକିଲା ନାହିଁ, ସେ କହିଲା କି ସେ ଏହି ଦୁଇ ବର୍ଷ ମଧ୍ୟରେ ପାଖାପାଖି ୩୦ ଜଣ ହଲିଉଡ ଷ୍ଟାରଙ୍କ ସହିତ ସମ୍ବନ୍ଧ ରଖିଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଓସ୍କାର ବିଜେତା ବି ଅଟନ୍ତି । ଏନା ର ଏହି ବୟାନ ପରେ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଲଚଲ ଆରମ୍ଭ ହୋଇ ଯାଇଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।