ଭାଗ୍ୟବାନ ପିଲାମାନେ କେଉଁ ମାସରେ ଜନ୍ମଗ୍ରହଣ କରିଥାନ୍ତି ? Bhrigu Sanghita

ବନ୍ଧୁଗଣ ଦୁଖ ହେଉଛି ଏମତି ଏକ ଜିଦିଆ ଅତିଥି ଯଦି ସେ ଆପଣଙ୍କ ପାଖକୁ ଆସିବାକୁ ଚାହିବ ଆପଣ କୌଣସି ବାଟ ଦେଇ ଅଟକାୟ ପାରିବେ ନାହି । ତେଣୁ ସୁଖ ପରେ ଦୁଖ ଆସିଥାଏ ଏହା ହେଉଛି ପ୍ରକୃତିର ନିୟମ । ତେଣୁ ଜୀବନରେ ସୁଖ ପରେ ଦୁଖକୁ ସ୍ଵାଗତ କରିବା ଦରକାର । ଯଦି ଜୀବନରେ ସୁଖ ନାହି ତେବେ ଦୁଖର ଦିନ ମଧ୍ୟ ସବୁ ଦିନ ଏମିତି ରହିବ ? ଦୁଖ ପରେ ସୁଖ ଆସେ କାରଣ ଶାସ୍ତ୍ର ଅନୁଯାୟୀ ସୁଖ ପରେ ଦୁଖ ଓ ଦୁଖ ପରେ ସୁଖ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଭାଗ୍ଯବାନ ପିଲା କେଉଁ ମାସରେ ଜନ୍ମ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ବା ମହିଳା ନିଜ ଜୀବନରେ ପିଲା ହେବା ନେଇ ଅନେକ ଆଶା ବାନ୍ଧିଥାନ୍ତି । କିନ୍ତୁ ସେମାନଙ୍କର ପିଲା ମାନେ ସୁଗୁଣ ସମ୍ପନ୍ନ ଓ ବହୁତ ଭଲ ସ୍ଵଭାବର ହୁଅନ୍ତୁ ସେମାନେ ଆଶା ରଖିଥାନ୍ତି । ତେବେ ଭୃଗୁ ସଂହିତା ଅନୁସାରେ ୧୨ ଟି ମାସ ମଧ୍ୟରୁ ଏମିତି କିଛି ମାସ ଅଛି ଯେଉଁ ସମୟରେ ପିଲା ଜନ୍ମଗ୍ରହଣ କରିଥିଲେ ସେମାନେ ଭାଗ୍ୟବାନ ହେବା ସହ ସେମାନଙ୍କ ପାଖରେ ଧନ, ଯଶ, କୀର୍ତ୍ତି ସ୍ଥାପନ କରିବାର ଦକ୍ଷତା ରହିଥାଏ । ତେବେ ଆସନ୍ତୁ ସେହି ବିଷୟରେ ଟିକେ ବିସ୍ତାର ଭାବେ ଜାଣିବା ।

ଭୃଗୁ ସଂଗୀତା ଆଧାର ରେ ଯେଉଁ ପିଲା ମାନେ ବୈଶାଖ ମାସରେ ଜନ୍ମଗ୍ରହଣ ଅରନ୍ତି ବା ଯେଉଁ ପିଲାଙ୍କର ବୈଶାଖ ଆଶାରେ ଜନ୍ମ ହୁଏ ସେମାନେ ସୁଗୁଣ, ଦେବ ବ୍ରାମହଣ ଭକ୍ତ, ଚତୁର, ଅତ୍ୟନ୍ତ କାମୀ ଓ ଭାଗ୍ଯବାନ ହୋଇଥାନ୍ତି । ଯେଉଁ ପିଲା ମାନେ ଜ୍ୟଷ୍ଠ ମାସରେ ଜନ୍ମ ହୋଇଥାନ୍ତି ସେମାନେ କ୍ଷମାସୁତ, ଦେଶ ବିଦେଶ ଭ୍ରମଣକରି, ଦୀର୍ଘସୂତି, ଭାଗ୍ଯବାନ ହୋଇଥାନ୍ତି । ଯେଉଁ ପିଲା ମାନଙ୍କର ଆଶ୍ଵିନ ମାସରେ ଜନ୍ମ ହୋଇଥାନ୍ତି ସେମାନେ ରାଜ ଦରବାର ରେ ଧନ ପ୍ରାପ୍ତି କରନ୍ତି, ବିଦ୍ଵାନ ହୁଅନ୍ତି, ଦାତା ହୁଅନ୍ତି, ଗୁଣୀ, ଭାଗ୍ୟବାନ ଓ ଧନବାନ ହୋଇଥାନ୍ତି ।

ଭୃଗୁ ସଂହିତା ଆହୁରି ମଧ୍ୟ କହିଛନ୍ତି ଯେଉଁ ପିଲା ମାନେ କାର୍ତ୍ତିକ ମାସରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସୁକର୍ମୀ, ଭାଗ୍ୟବାନ, ଧନବାନ, ବ୍ୟାପାରରେ ପ୍ରବଣ ହୋଇଥାନ୍ତି । ଯେଉଁ ପିଲା ମାନେ ଚୈତ୍ର ମାସରେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ବହୁତ ଭାଗ୍ଯବାନ, ଶତକର୍ମୀ, ବିନୟୀ, ସୁଖ ଭୋଗୀ ଓ ସରକାରଙ୍କ ଅଧୀନରେ ଉଚ୍ଚ ପଦବୀରେ ଅଧିଷିକ୍ତ ହୋଇଥାନ୍ତି ।

ତେବେ ୧୨ ମାସ ଅଧ୍ୟରୁ ଆଶ୍ଵିନ, ଚୈତ୍ର, ବୈଶାଖ, ଜ୍ୟଷ୍ଠ ଓ କାର୍ତ୍ତିକ ମାସରେ ଯେଉଁ ପିଲା ମାନେ ଜନ୍ମଗ୍ରହଣ କରିଥାନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇ ଜନ୍ମ ହୋଇଥାନ୍ତି । ଏହି ମାସ ଗୁଡିକରେ ଜନ୍ମଗ୍ରହଣ କରିଥିବା ପିଲା ମାନେ ଅତ୍ୟନ୍ତ ପରୋପକାରୀ, ଗୁଣବାନ, ଧର୍ମବନ୍ତ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ମା ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।