କଥା କଥାରେ କାନ୍ଦୁଥିବା ଓ ବେଶୀ ଚିଲ୍ଲାଉ ଥିବା ଝିଅ କଣ ଖରାପ ହେଇଥାନ୍ତି ? ଖାସ କରି ପୁଅ ମାନେ ଜାଣନ୍ତୁ -Chanakya Neeti

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ସ୍ତ୍ରୀ ମାନେ ବହୁତ କୋମଳ ହୋଇଥାନ୍ତି । ଏହାପରେ ଚାଣକ୍ୟ କହିଛନ୍ତି କଥା କଥାରେ ଚିଲାଉଥିବା ଏବଂ କାନ୍ଦିଦେଉଥିବା ମହିଳା ମାନେ କାହାଠୁ କମ ହୋଇନଥାନ୍ତି । ଚାଣକ୍ୟ କହିଛନ୍ତି ଚିଲାଉଥିବା ଏବଂ କଥା କଥାରେ କାନ୍ଦୁଥିବା ମହିଳାମାନେ ହୋଇଥାନ୍ତି ଅଜବ । କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି ମହିଳାମାନଙ୍କ ଠାରୁ ବହୁତ ଲୋକ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି ।

ଏହି ମହିଳା ମାନଙ୍କ ବିଷୟରେ ବହୁତ ଖରାପ କଥା ମଧ୍ୟ କହିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି ଆପଣଙ୍କ ଘରେ କୌଣସି ଏମିତି ମହିଳା ଅଛନ୍ତି ଯିଏ କଥା କଥାରେ ଚିଲାନ୍ତି ଏବଂ କାନ୍ଦନ୍ତି ତେବେ ଆପଣ ଏହି କଥା ନିଶ୍ଚୟ ଜଣାନ୍ତୁ । ତେବେ ଚାଲନ୍ତୁ ଜାଣିବା ।

୧:- ଚାଣକ୍ୟ କହିଛନ୍ତି ମହିଳାମାନଙ୍କ ଭିତରେ ସାହିବ ଶକ୍ତି ପୁରୁଷ ମାନଙ୍କ ଠାରୁ ବହୁତ ବେଶୀ ହୋଇଥାଏ । ଏମିତିରେ ଯଦି କୌଣସି ମହିଳା କଥା କଥାରେ କାନ୍ଦିବାକୁ ଲାଗିଥାଏ ତେବେ ଆପଣଙ୍କୁ ତାର ଧ୍ୟାନ ରଖିବା ଉଚିତ । ଚାଣକ୍ୟ କହିଛନ୍ତି ଏମିତି ମହିଳା ବହୁତ କଷ୍ଟରେ ମିଳିଥାଏ । ଏହି ମହିଳା ମାନେ ସ୍ୱଚ୍ଛ ମନର ହୋଇଥାନ୍ତି ।

୨:- ଚାଣକ୍ୟ ଙ୍କ ଅନୁସାରେ ଯେଉଁ ମହିଳା କଥା କଥାରେ କାନ୍ଦିବାକୁ ଲାଗିଥାଏ ସେ କେବେବି ନିଜ ପ୍ରେମୀ ଠାରୁ ଦୂରେଇ ରହିବାକୁ ଚାହିଁନଥାଇ । ଏମିତି ମହିଳା ପରିବାର ପାଇଁ ବହୁତ ଶୁଭ ବୋଲି କୁହାଯାଏ ।

୩:- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମହିଳାମାନଙ୍କ କାନ୍ଦିବା ପରେ ଚିଲେଇବା ବହୁତ ପ୍ରକାରର ଘାତକ ରୋଗ ଦୂରେଇ ଯାଇଥାଏ । ଏବଂ କାନ୍ଦିବାପରେ ମନ ହାଲ୍କା ମଧ୍ୟ ହୋଇଥାଏ ।

୪:- କଥା କଥାରେ କାନ୍ଦୁଥିବା ମହିଳାମାନେ ସମସ୍ତଙ୍କ ଭାଗ୍ୟରେ ରହିନଥାନ୍ତି । ଏମାନେ ବହୁତ କୋମଳ ଏବଂ ସ୍ୱଚ୍ଛ ହୃଦୟର ହୋଇଥାନ୍ତି । ଏମାନେ କେବେ ମଧ୍ୟ କାହାର ହୃଦୟ ଭାଙ୍ଗନ୍ତି ନାହିଁ । ଏମାନେ ସବୁବେଳେ ଅନ୍ୟ ମାନଙ୍କ ଧ୍ୟାନ ରଖିଥାନ୍ତି ।

୫:- ଆଚାର୍ଯ୍ୟ ଚାଣକ୍ୟ ଏହା ମଧ୍ୟ କହିଛନ୍ତି କି ବେଶି ଚିଲାଉଥିବା ମହିଳା ଆପଣଙ୍କ ଜୀବନ ବର୍ବାଦ ମଧ୍ୟ କରିପାରନ୍ତି । ଏମିତି ମହିଳା ମାନେ ଆପଣଙ୍କ ମୃତ୍ୟୁ ର କାରଣ ମଧ୍ୟ ହୋଇପାରନ୍ତି । ଚାଣକ୍ୟ କହିଛନ୍ତି ଯେତେବେଳେ କୌଣସି ମହିଳା ଭୁଲ କରିବାପରେ ମଧ୍ୟ ଚିଲେଇଥାଏ ଏବଂ କାନ୍ଦିଥାଏ ତେବେ ଆପଣଙ୍କୁ ସତର୍କ ହୋଇଯିବା ଉଚିତ । କାରଣ ଏହି ମହିଳାମାନେ କିଛିବି କରିପାରନ୍ତି । ମହିଳାଙ୍କ ବିନା କାରଣରେ କାନ୍ଦିବା ମଧ୍ୟ ସମସ୍ୟା ର କାରଣ ହୋଇପାରେ ।

ତେବେ ଆପଣଙ୍କ ଜୀବନରେ ଏମିତି କେହି ମହିଳା ଅଛନ୍ତି କି ନାହାନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।