ବର୍ତ୍ତମାନ – କାଲି ଘରେ ପଶି ମାରିଥିଲେ ଆଜି ଘରେ ପଶୁ ପଶୁ ମାରିଲେ, ଭାରତୀୟ ବାୟୁସେନା ଆକାଶରେ ହିଁ ଧ୍ଵଂସ କଲା ପାକିସ୍ତାନର F-16 ବିମାନକୁ, ଗର୍ବରେ ସେୟାର କରନ୍ତୁ ସମସ୍ତଙ୍କ ସହିତ

କାଲି ଘରେ ପଶି ମାରିଥିଲେ ଆଜି ଘରେ ପଶୁ ପଶୁ ମାରିଲେ । ଭାରତରେ ପାକିସ୍ତାନର F – ୧୬ ବିମାନକୁ ମାରି ତଳେ ପକାଇ ଦେଇଛନ୍ତି । ବର୍ତ୍ତମାନ ଏକ ବଡ ଖବର ସାମନାକୁ ଆସୁଛି । ପାକିସ୍ତାନର ଜେଟ ଭାରତୀୟ ସୀମାକୁ ଉଲ୍ଲଂଘନ କରିଛନ୍ତି । ପାକିସ୍ତାନର ବିମାନ ଜମ୍ମୁ – କାଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ସେକ୍ଟରର ସୀମାବର୍ତ୍ତି କ୍ଷେତ୍ରରେ ପ୍ରବେଶ କରିଥିଲେ । ଭାରତୀୟ ବାୟୁସେନାଙ୍କୁ ବର୍ତ୍ତମାନ ହାଇ ଅଲର୍ଟ ଉପରେ ରଖାଯାଇଛି । ପାକିସ୍ତାନୀ କିଛି ବି ପଦକ୍ଷେପ ନେଲେ ବାୟୁସେନାଙ୍କୁ ବମବାରି କରିବା ପାଇଁ ଆଦେଶ ଦିଆଯାଇଛି ।

ଏହି କଥାକୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ତରଫରୁ କୌଣସି ଆଧିକାରିକ ପୃଷ୍ଟି କରାଯାଇ ନାହିଁ । ଅପୁର୍ଷ୍ଟ ଖବର ଅଛି କି ଭୀମବର ଗଳି ଏବଂ ଲାମରେ ତିନୋଟି ପାକିସ୍ତାନୀ ଜେଟ ସୀମା କ୍ଷେତ୍ରକୁ ଉଲଂଘନ କରିଛନ୍ତି । କିନ୍ତୁ ଭାରତୀୟ ବାୟୁସେନା ଗୋଟେକୁ ଧ୍ଵଂସ କରିଦେଇଥିବା ବେଳେ ଅନ୍ୟ ଦୁଇଟି ଡରି ପଳେଇଥିଲେ ।

ଅନ୍ୟ ପଟେ ସୁରକ୍ଷା ପାଈଁ ଶ୍ରୀନଗରର ଏୟାରପୋର୍ଟର ସେବା ଗୁଡିକ ବନ୍ଦ କରି ଦିଆ ଯାଇଛି । ଶ୍ରୀନଗର ଏୟାରପୋର୍ଟରେ କିଛି ଆଗକୁ ଆଦେଶ ନ ମିଳିବା ପର୍ଯ୍ୟନ୍ତ ସବୁ ସେବା ବନ୍ଦ ରଖିବା ପାଇଁ ଆଦେଶ ଜାରି କରାଯାଇଛି । କମର୍ଶିୟଲ ବିମାନ ଗୁଡିକର ପଥ ଶ୍ରୀନଗରରୁ ଡାୟର୍ବଟ କରି ଦିଆ ଯାଇଛି ।

ଭାରତର ବାୟୁ ସେନାର ପାଲଟା ଆକ୍ରମଣରେ ଆକାଶରେ ଧ୍ବୋଂସ ହୋଇ ଯାଇଛି ପାକିସ୍ତାନର ଫାଇଟର ଜେଟ୍  ।  ପାକିସ୍ତାନ ଆଉ କେବେବି ଭାରତୀୟ ସୀମା ଉଲଙ୍ଘନ କରିବାକୁ ଭାବିବନି  ।  ଭାରତୀୟ ବାୟୁ ସେନା ନିଜର ଦକ୍ଷତା ଦେଖାଇ ପାକିସ୍ତାନ ଏୟାର ଫୋର୍ସ ଫାଇଟର ଜେଟ୍ F-16 କୁ କେବଳ ଆକାଶରେ ନଷ୍ଟ କରିନି, ପାକିସ୍ତନ ଗାଲରେ ମଧ୍ୟ ଏକ ଶକ୍ତ ଚାପୁଡା ମାରିଛି  ।  ଏହି ନ୍ୟୁଜକୁ ଏବେହିଁ ସେୟାର କରି ସବୁ ଲୋକଙ୍କୁ ଜଣାନ୍ତୁ  ।  ପ୍ରତିଟି ଭାରତୀୟ ଗର୍ବରେ ଥରୁଟିଏ ଏହି ପୋଷ୍ଟକୁ ସେୟାର କରନ୍ତୁ  ।

ସବୁ ଆଡେ ଏୟାର ଫୋର୍ସ ଆଡାରେ ହାଇ ଆଲଟ ଜାରି କରି ଦିଆ ଯାଇଛି । ଅପର ପକ୍ଷରେ ଭାରତୀୟ ଏୟାର ଫୋର୍ସ ଏବେ ପୁରା ଆକ୍ସନ ମୁଡରେ ଅଛି ।  ଯଦି ପାକିସ୍ତାନ ପକ୍ଷରୁ କୌଣସି ବି କାର୍ଯ୍ୟବାହୀ ହୁଏ, ତାର କଡା ଯବାବର ପ୍ରସ୍ତୁତି ଚାଲିଛି । ମିଳିଥିବା ଗୁପ୍ତ ସୁଚନା ଅନୁସାରେ ଭାରତୀୟ ବାୟୁ ସେନା ପାକିସ୍ତାନରେ ଅବସ୍ତିତ ଆଉ କେତେକ ଆତଙ୍କୀ ଆଡର ସନ୍ଧାନ କରି ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରି ସାରିଲାଣି ।

ସୁତ୍ରରୁ ମିଳିଥିବା ଖବର ମୁତାବିକ ବାୟୁସେନା ପାଖରେ ମିରାଜ୍ ଲଢୁଆ ବିମାନର ତିନୋଟି ସ୍କାର୍ଡନ୍ ଥିଲା , ଯେଉଁଥିରେ ସେ ଦୁଇଟି ଅପରେସନ୍ କରିଥିଲେ , ଏହି ଦୁହେଁ ସ୍କାର୍ଡନ୍ ୬-୬ ଟି ଫାଇଟର୍ ଜେଟ୍ ନିଆ ଯାଇଥିଲା  ,ଏହା ସହ ରିଫ୍ୟୁଲର୍ ଟ୍ୟାଙ୍କର୍ ବି ଥିଲା , ଏହା ମାନେ ରାସ୍ତାରେ ଯଦି କେଉଁ ବିମାନ ଇନ୍ଧନ ଶେଷ ହୋଇଯାଏ, ତେବେ ଆକାଶ ମାର୍ଗରେ ଭରା ଯାଇ ପାରିବ, ଏହା ସହ ଏକ୍ସେସ୍ ବିମାନରୁ ଭତିଣ୍ତା ଏୟାର୍ ବେସ୍ ରୁ ଉଡିଥିଲା , ଏହା ସେହି ଇଲାକା ମଧ୍ୟରେ ଯାଞ୍ଚ କରାଗଲା , ଯେଉଁଠି ଏହି ମିରାଜ ବିମାନ ଗୁଡିକ ଯିବାର ଥିଲା ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।