ଏବେ-ଏବେ : ପାକିସ୍ଥାନ ଭାରତ ଉପରେ ଚଲାଇଲା ଟ୍ୟାଙ୍କ-ଭାରତୀୟ ସେନା ପାକିସ୍ଥାନର 5ଟି ଚୌକି ଉଡାଇ ଦେଇଛନ୍ତି- ଅନେକ ପାକ ସୈନିକ ଘାୟଲ

ଭାରତ ଦ୍ଵାରା କରାଯାଇଥିବା ପାକିସ୍ଥାନ ରେ ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ଭିତରେ ବିବାଦ ଚରମ ସୀମାରେ ଅଛି । ଯୁଦ୍ଧ ର ପରିସ୍ଥିତି ସୃଷ୍ଟି ହୋଇଛି । ସେଇଠି PM ମୋଦୀ ଅର୍ଜେଣ୍ଟ ମିଟିଂ ଡାକିଛନ୍ତି ।

ପାକିସ୍ଥାନ ଚଳାଇଲା ଟ୍ୟାଙ୍କ : ପାକିସ୍ଥାନ ଓ ପାକିସ୍ଥାନ ଅଧିକୃତ କାଶ୍ମୀର (Pok) ରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ପରେ ନିୟନ୍ତ୍ରଣ ରେଖା ( LOc) ରେ ସ୍ଥିତି ଗମ୍ଭୀର ଅଛି । ପାକିସ୍ଥାନ ପକ୍ଷରୁ ଲଗାତାର ଗୁଳି ଚାଳନା ହେଉଛି । ନ୍ୟୁଜ ଚାନେଲ ଆଜ ତକ ର ରିପୋର୍ଟ ଅନୁସାରେ ସିୟାଲକୋଟ ସେକ୍ଟର ରେ ପାକିସ୍ଥାନ ଟ୍ୟାଙ୍କ ର ମଧ୍ୟ ବ୍ୟବହାର କରିଛି । ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଗୁଳି ଚାଳନା ରେ ପାକିସ୍ଥାନ ର 5 ଟି ପୋଷ୍ଟ ଧ୍ଵଂସ ହୋଇଛି । ଏହା ବ୍ୟତୀତ କିଛି ପାକିସ୍ଥାନୀ ରେଞ୍ଜର ଘାୟଲ ହୋଇଥିବାର ଜଣା ପଡୁଛି ।

ପଠାନକୋର୍ଟ ହାଇୱେ ର ଚାର୍ଜ ସେନା ନେଇଛି : ଅମୃତସର ଏୟାରପୋର୍ଟ କୁ ଖାଲି କରାଗଲା । ସେଇଠି ସେନା ଜାମ୍ମୁ ପଠାନକୋର୍ଟ ହାଇୱେ ର ଚାର୍ଜ ପୋଲିସ କୁ ହଟାଇ ନିଜ ହାତରେ ନେଇଛି ।

ଭାରତର ପାକିସ୍ଥାନ କୁ ଜବରଦସ୍ତ ଜବାବ : ଭାରତୀୟ ବାୟୁସେନା POK ରେ ପଶି ପାକିସ୍ଥାନୀ ବାୟୁସେନା ବିମାନ କୁ ମାରିଛି । ଏହି ବିମାନର ଅଂଶ ବିଶେଷ ପାକିସ୍ଥାନ ର ନୌଶେରା ରେ ଗଳିଛି । ଭାରତୀୟ ବାୟୁସୀମାରେ ପଶିଥିବା ପାକିସ୍ଥାନ ର ବିମାନ ପାକିସ୍ଥାନୀ ବାୟୁସେନା ର 3 F16 ବିମାନ ବୁଧବାରକୁ ଭାରତୀୟ ବାୟୁସୀମାରେ ପଶିଥିଲେ ।

ଯାତ୍ରୀ ବିମାନର ଉଡିବା କ୍ୟାନସେଲ : ଭାରତ ଓ ପାକିସ୍ଥାନ ମଧ୍ୟର ଟକ୍କର କାରଣରୁ ଜାମ୍ମୁ, ଶ୍ରୀନଗର, ଲେହ, ଅମୃତସର, ଦେହରାଡୁନ ଓ ଧର୍ମଶାଳାରେ ଯାତ୍ରୀ ବିମାନ ଉଡିବାକୁ କ୍ୟାନସେଲ କରା ଯାଇଛି । ଆସନ୍ତା ଆଦେଶ ପର୍ଯ୍ୟନ୍ତ ବିମାନ କୁ ଉଡିବାକୁ ବନ୍ଦ କରା ଯାଇଛି । ଏହା ବ୍ୟତୀତ ଭାରତ ଦେଇ ଯାଉଥିବା ସବୁ ଇଣ୍ଟର ନାସନାଲ ବିମାନ ଉଡିବାକୁ ବନ୍ଦ ହୋଇଛି ଓ ବହୁତ ବିମାନର ରୁଟ ବଦଳା ଯାଇଛି ।

ସୂଚନା ଅନୁସାରେ ଭାରତୀୟ ବମବ୍ଳାଷ୍ଟ ପରେ ପାକ ର ଗୁପ୍ତ ଏଜେନ୍ସି ISI ଆତଙ୍କି ମାନଙ୍କୁ କର ବା ମର ର ହୁକୁମ ଜାରି କରିଛି ।

ମୋଦୀ ସରକାର ଦେଲେ ଆଦେଶ : ଭାରତୀୟ ବାୟୁସେନାକୁ ସରକାର ଆଲର୍ଟ ରଖିଛନ୍ତି । ସରକାର ପକ୍ଷରୁ ଆକ୍ରମଣର ଆଦେଶ ମିଳିବା ମାତ୍ରେ 2 ମିନିଟ ରେ ବାୟୁସେନା ପାକିସ୍ଥାନ ରେ ଧ୍ଵଂସଲୀଳା ଆରମ୍ଭ କରିଦେବ ।

ପାକିସ୍ଥାନୀ ବିମାନ ଭାରତୀୟ ବାୟୁସିମାର ଉଲ୍ଲଂଘନ କରିଛି । ଜାମ୍ମୁ କାଶ୍ମୀର ର ରାଜୋରି ଜିଲ୍ଲାର ନୌଶେରା ସେକ୍ଟର ରେ ଏହି ବିମାନ ପଶିଥିଲା । କିନ୍ତୁ ଭାରତର କଡା ଜବାବ ପରେ ଏହି ବିମାନ ପାକିସ୍ଥାନ ଅଧିକୃତ କାଶ୍ମୀର କୁ ପଳାୟନ କରିଛି । ପୋଷ୍ଟ ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।