ବିବାହ ପରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ନଥିଲା କି? ଏହାକୁ ନେଇ ବର୍ଷା କହିଲେ ଏମିତି

ଯେତେବେଳେ ପ୍ରେମ ବିବାହରେ ପରିବର୍ତ୍ତନ ହୋଇଯାଏ ସେତେବେଳେ ଏକ ସୁଖୀ ଦାଂପତ୍ଯ ଜୀବନ ପାଇଁ ସ୍ଵାମୀ ସ୍ତ୍ରୀ ଉଭୟ ଲାଗି ପଡନ୍ତି । ଦୁଇ ଜଣଙ୍କର କିଛି କର୍ତ୍ତବ୍ୟ ରହିଥାଏ କି କେମିତି ପରିବାର ଆଗକୁ ବଢିବ । ଏଥିରେ ସେମାନଙ୍କ ପରିବାରର ମଧ୍ୟ କିଛି ଭୂମିକା ରହିଥାଏ । ସନ୍ତାନ ପାଇବା ପାଇଁ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ସହମତି ଲୋଡା ହୋଇଥାଏ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି ବିବାହର 6 ବର୍ଷ ପରେ ମଧ୍ୟ ଅନୁଅଭାବ ଓ ବର୍ଷାଙ୍କର କାହିଁକି ସନ୍ତାନ ହୋଇ ନଥିଲେ ।

ଦୁଇ ଜଣଙ୍କ ମଧ୍ୟରେ ଏମିତି କଣ ହୋଇଥିଲା । ଉଭୟ ସନ୍ତାନ ପାଇଁ ଇଚ୍ଛୁକ ଥିଲେ ନା ନାହିଁ, କଣ ପରିବାର ଲୋକଙ୍କର ଇଚ୍ଛା ନଥିଲା । ଉଭୟଙ୍କ ମଧ୍ୟରେ ବିବାହ ଅପରେ କଣ ଶାରିରୀର୍କ ସମ୍ପର୍କ ଥିଲା ନା ନାହିଁ ? କଣ ସେମାନେ ଶୀଘ୍ର ସନ୍ତାନ ପାଇବା ପାଇଁ ଚାହୁଁ ନଥିଲେ ନା ଆଉ କିଛି ।

ଏହା ବିଷୟରେ ବର୍ଷଙ୍କ ଓକିଲ ରାମକୃଶନ ରଥ କୁହନ୍ତି କି ବର୍ଷା ଯାହା କହିଛନ୍ତି ଉଚିତ । ସେ ଜଣେ ଭଲ ଝିଅ ଓ ସୁ ଗୃହିଣୀ ଓ ଅନୁଭବ ଯାହା ବି ବରଷାଙ୍କ ବିରୁଦ୍ଧରେ କହୁଛନ୍ତି ତାହା କେବଳ ମନ ଗଢା କାହାଣୀ । ଏହି ପ୍ରଶ୍ନ ର ଉତ୍ତର ଖୋଜିବା ପୂର୍ବରୁ ନଜର ପକାଇବା ଅନୁଭବ ପିଟିସନ ରେ ବରଷାଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ଆଣିଥିଲେ ।

ବିବାହର ପ୍ରଥମ ରାତିରେ ସମ୍ପର୍କ ରଖି ନଥିଲେ ବର୍ଷା ଓ ଏଥିପାଇଁ ସେ 3-4 ମାସ ସମୟ ମାଗିଥିଲେ । ଅନୁଭବ ଙ୍କୁ ଏହା ଅସୁଖୀ କରୁଥିଲେ ମଧ୍ୟ ସେ ବରଷାଙ୍କ ନିସ୍ପତି କୁ ସମ୍ମାନ ଜଣାଇଥିଲେ । ରାଜ୍ୟସଭା ସାଂସଦ ହେବା ପରେ ସେ ସମ୍ପର୍କରେ ସୁଧାର ଆଣିବା ପାଇଁ ଚେଷ୍ଟା କରିଥିଲେ । ବର୍ଷାଙ୍କର ଏଭଳି ବ୍ୟବହାର ତାଙ୍କୁ ଭାଙ୍ଗି ଦେଇଥିଲା । ବର୍ଷା ଜଣେ ଭଲ ବୋହୁ ଓ ପତ୍ନୀ ହେବାରେ ବିଫଳ ହୋଇଛନ୍ତି ।

କିନ୍ତୁ ବର୍ଷା ଙ୍କ ଓକିଲଙ୍କର କହିବା ଅଟେ କି ବିବାହ ପରେ ସେମାନଙ୍କ ସମ୍ପର୍କ ଠିକ ଠାକ ଚାଲିଛି । ତାଙ୍କ ମଧ୍ୟରେ ଫିଜିକାଲ ରିଲେସନ ମଧ୍ୟ ରହିଛି । କିନ୍ତୁ ଗୋଟିଏ କେସ କୁ ଅଲଗା ମୋଡ ଦେବା ପାଇଁ କେବଳ ମିଥ୍ୟା ଅଭିଯୋଗ କରା ଯାଉଛି । କାରଣ ସେ ଜଣେ ମହିଳା । ନିଜ ବେଡରୂମ ର କଥା ବାହାରେ କହି ପାରିବେ ନାହିଁ ବୋଲି ତାଙ୍କ ବିରୁଦ୍ଧରେ ଏହା ଏକ ଯୋଜନା ହୋଇଛି ଯାହା କେବେ ବି ସଫଳ ହେବ ନାହିଁ । ଅନୁଭବ ଙ୍କ ବିରୁଦ୍ଧରେ ବର୍ଷା ମଧ୍ୟ ଏମିତି କିଛି ଅଭିଯୋଗ ଆଣିଛନ୍ତି କି ଯାହା ହୁଏତ ସନ୍ତାନ ପାଇବା ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରି ନଥିବା ଆଶଙ୍କା କରାଯାଉଛି ।

ସେ କହିଛନ୍ତି ଅନୁଭବ ଜଣେ ଅଭ୍ଯାସ ଗତ ମଦ୍ୟପ, ନିଜ ବେଡରୂମ ରେ ସାଙ୍ଗମାନଙ୍କ ସହ ମଦ ପିଅନ୍ତି, ବର୍ଷା ଆପତ୍ତି କଲେ ଅଶାଳୀନ ଭାଷାରେ ଗାଳି କରିବା ସହିତ ବାଡେଇ ଥାନ୍ତି । ମଦ ପିଇବା ପରେ ସବୁ କିଛି ଭୁଲି ଯାଆନ୍ତି ଅନୁଭବ । ରାତି ତମାମ ମଦ ପିଆନ୍ତି ଅନୁଭବ । ଅନେକ ଥର ତାଙ୍କୁ ଗୋଇଠା ମାରି ଘରୁ ବାହାର କରି ଦେଇଛନ୍ତି ।

ସେପଟେ ଅନୁଭବ କହିଛନ୍ତି ଦୀର୍ଘ ସମୟ ଧରି ତାଙ୍କର ବୈବାହିକ ଜୀବନ ଖରାପ ସମୟ ଧରି ଗତି କରୁଥିଲା ଓ ଏହାକୁ ସୁଧାରିବା ପାଇଁ ସେ ଯଥେଷ୍ଟ ଉଦ୍ୟମ କରିଥିଲେ । କିନ୍ତୁ ତାହା ଫଳପ୍ରଦ ହୋଇ ନଥିଲା ତେଣୁ ଛାଡପତ୍ର ପାଇଁ ଜୁଲାଇ 2020 ରେ କୋର୍ଟ ରେ ଡିଭୋର୍ସ ପିଟିସନ ଦାଖଲ କରିଥିଲେ । ତେବେ ଏଥିରେ କାହାର ଭୁଲ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।