କମିଲା ସୁନା ଦାମ, ଦେଖନ୍ତୁ କେତେ ଅଛି ଆଜି 8 ସେପ୍ଟେମ୍ବରର Gold rate

ଆଜିର ଦିନରେ ସୁନାର ମୂଲ୍ୟ କେତେ ରହିଛି ଆଜି ଆମେ ଆପଣଙ୍କୁ ଏହି ଆର୍ଟିକୀଳ ମାଧ୍ୟମରେ କହିବୁ । କହିବାକୁ ଗଲେ ଗତ କିଛି ଦିନ ହେବ ସୁନା ଓ ଚାନ୍ଦିରର ଦାମ ପୁଣି ଥରେ ବୁଦ୍ଧି ହେବାକୁ ଲାଗିଛି । ଏମିତିରେ ଆଜି ଆମେ ଆପଣଙ୍କୁ ସୁନାର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ଦାମ କେତେ ଅଛି ସେହି ବିଷୟରେ କହିବୁ । ଏହା ସହିତ କହିବୁ କି ଚାନ୍ଦି ପୂର୍ବ ଦିନ ଅପେକ୍ଷା କେତେ ଟଙ୍କା ବୁଦ୍ଧି ହୋଇଛି ।

ଏହି ମାସ ଆରମ୍ଭରୁ ଯେମିତି କି ଆପଣ ଦେଖିଥିବେ ସୁନା ଚାନ୍ଦିର ଦାମ ଲଗାତର ଭାବେ କମି ଚାଲିଛି । ପ୍ରଥମେ ଅଧିକ କମ ହେଇଥିବା ବେଳେ ପରେ ସୁନାର ମୂଲ୍ୟ କମିଥିଲେ ବି ଏହାର ମାତ୍ରା କମ ଥିଲା । ତେବେ ଚଲାନ୍ତୁ ଜାଣିବା କଣ ରହିଛି ଆଜିର ସୁନା ଚାନ୍ଦିର ମୂଲ୍ୟ ।

ଆଜି ଚାନ୍ଦି ୧ ଗ୍ରାମକୁ ୬୮.୧୧ ଟଙ୍କା, ୮ ଗ୍ରାମକୁ ୫୪୪.୮୮ ଟଙ୍କା, ୧୦ ଗ୍ରାମକୁ ୬୮୧.୧୦ ଟଙ୍କା, ୧୦୦ ଗ୍ରାମକୁ ୬,୮୧୧ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୮,୧୧୦ ଟଙ୍କା ରହିଛି । ଆଜି ଚାନ୍ଦି ୭ ସେପ୍ଟେମ୍ବର ଅପକ୍ଷା ୧୦ ଟଙ୍କା ବୁଦ୍ଧି ହୋଇଛି ଓ ୬ ସେପ୍ଟେମ୍ବର ଅପେକ୍ଷା ୭ ସେପ୍ଟେମ୍ବର ଦିନ ଚାନ୍ଦି ୮୯୦ ଟଙ୍କା ବୁଦ୍ଧି ହୋଇଥିଲା । ଏମିତିରେ ମାର୍କେଟରେ ପୁଣି ଥରେ ଚାନ୍ଦିର ଦାମ ବଢିବାରେ ଲାଗିଛି ।

ଯଦି ସୁନାର ଦାମ ବିଷୟରେ କଥାବାର୍ତ୍ତା କରିବା ତେବେ ବିଶ୍ଳେଷକମାନଙ୍କ ଅନୁସାରେ ସେପ୍ଟେମ୍ବର ମାସର ଶେଷ ସମୟରେ ସୁନାର ଦାମ କମ ହୋଇଯିବ । ଏମିତିରେ ଆଜି ୨୨ କ୍ୟାରେଟ ସୁନାର ଦାମ୧ ଗ୍ରାମକୁ ୪,୮୮୬ ଟଙ୍କା, ୮ ଗ୍ରାମକୁ ୩୯,୦୮୮ ଟଙ୍କା, ୧୦ ଗ୍ରାମକୁ ୪୮,୮୬୦ ଟଙ୍କା, ୧୦୦ ଗ୍ରାମକୁ ୪,୮୮,୬୦୦ ଟଙ୍କା ଅଟେ ।

ଅନ୍ୟ ପଟେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମକୁ ୫,୩୩୦ ଟଙ୍କା, ୮ ଗ୍ରାମକୁ ୪୨,୬୪୦ ଟଙ୍କା, ୧୦ ଗ୍ରାମକୁ ୫୩,୩୦୦ ଟଙ୍କା, ୧୦୦ ଗ୍ରାମକୁ ୫,୩୩,୦୦୦ ଟଙ୍କା ଅଟେ ।  କହିଦେଉଛୁ କି ଗତ ଦୁଇ ଦିନ ଭିତରେ ସୁନାର ରେଟ 10 ଗ୍ରାମ ପ୍ରତି  50 ଟଙ୍କା ହ୍ରାସ ହେଇଛି । ଦେଖିବାକୁ ଗଲେ ଗତ ସାତ ଦିନରେ ସୁନା ରେଟ ପାଖାପାଖି ୧୦୦୦ ଟଙ୍କା କମ ହେଇଛି । ଏମିତିରେ କୁହାଯାଉଛି କି ଭବିଷ୍ୟତରେ ସୁନାର ଦାମ ଆହୁରି କମ ହୋଇପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।