୨୦୨୦ର ପ୍ରଥମ ମାସରେ ଏହି ୫ଟି ରାଶି କୋଟିପତି

ଆଜିର ସମୟରେ ସମସ୍ତେ ଇଚ୍ଛା ରଖନ୍ତି କି ତାଙ୍କୁ ଅଧୀକ ଧନ ସମ୍ପତି ମିଳୁ ଯାହାଦ୍ୱାରା ସେମାନେ ଧନୀ ଓ ପ୍ରତିଷ୍ଠିତ ବ୍ୟକ୍ତି ହୋଇଯିବେ ଓ ସେ ତାଙ୍କ ଜୀବନର ସବୁ ଆବଶ୍ୟକତାକୁ ପୁରା କରିପାରିବେ । ଜୋତିଷଶାସ୍ତ୍ରରେ କୁହାଯାଇଛି କି ସବୁ ରାଶିର ବ୍ୟକ୍ତିମାନେ ନିଜ ରାଶି ଅନୁସାରେ ଅନ୍ୟଠୁ ଭିନ୍ନ ହେଇଥାନ୍ତି । ଦୁନିଆରେ ସବୁଲୋକ ଧନୀ ହେବାକୁ ଚାହାଁନ୍ତି ସେଥିପାଇଁ ସବୁଲୋକ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି, ଯାହାଦ୍ୱାରା ସେମାନେ ଧନୀ ବ୍ୟକ୍ତି ହେଇପାରିବେ । ଆଜି ଆମେ ଆପଣଙ୍କୁ କିଛିରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ୨୦୨୦ର ପ୍ରଥମ ମାସ ଅର୍ଥାତ ଜାନୁୟାରୀରେ ଧନୀବ୍ୟକ୍ତି ହେବାରୁ କେହି ଅଟକାଇ ପାରିବେନାହିଁ ।

ଏହି ରାଶିର ବ୍ୟକ୍ତିମାନଙ୍କୁ ନିଜର କଠିନ ପରିଶ୍ରମ ବଳରେ ସୁଖ,ଶାନ୍ତି ଓ ଧନ ମିଳିବାକୁ ଯାଉଛି, ଯାହାର ସେମାନେ କେବେ କଲ୍ପନା ମଧ୍ୟ କରି ନଥିବେ । ନୂତନ ବର୍ଷରେ କିଛି ରାଶିମାନଙ୍କର ଗ୍ରହର ସ୍ଥାନ ପରିବର୍ତ୍ତନ ଘଟିଛି । ଗ୍ରହମାନଙ୍କର ସ୍ଥାନ ପରିବର୍ତ୍ତନ ଯୋଗୁ ଏହି ୫ଗୋଟି ରାଶି ଧନ ଲାଭର ସୁଯୋଗ ପାଇପାରିବେ । ସେହି ରାଶିଗୁଡିକ ସମ୍ବନ୍ଧରେ ଚାଲନ୍ତୁ ଜାଣିବା ।

ବୃଷ

ଶୁକ୍ରଙ୍କୁ ବୃଷରାଶିର ସ୍ଵାମୀ ଭାବରେ ଗ୍ରହଣ କରାଯାଇଛି । ଶୁକ୍ର ଭୌତିକ ସୁଖ ସୁବିଧାର ସ୍ଵାମୀ ଅଟନ୍ତି । ଆପଣଙ୍କ କୁଣ୍ଡଳିରେ ଏଥର ଶୁକ୍ର ବଳବାନ ଅଟେ । ସେଥିପାଇଁ ଏହି ରାଶିର ବ୍ୟକ୍ତିମାନେ ବହୁତ ଧନୀ ହେଇପାରିବେ ।

ମିଥୁନ

ଏହି ରାଶିମାନଙ୍କ କୁଣ୍ଡଳୀରେ ସ୍ଵାମୀ ଯଦି ଉଚ୍ଚ ସ୍ଥାନରେ ରହିଥାନ୍ତି ତେବେ ସେମାନେ ଅଧୀକ ଧନୀ ହେଇଥାନ୍ତି । ସେମାନେ ଅଧୀକ ସ୍ଵାଭିମାନି ଓ ପରିଶ୍ରମି ହେଇଥାନ୍ତି । ତାଙ୍କୁ ଏହି ବର୍ଷ ଏହି ଶୁଭଫଳ ମିଳିବ ।

ଧନୁ

ଗୁରୁଙ୍କୁ ଧନୁ ରାଶିର ସ୍ଵାମୀ ବୋଲି ଧରାଯାଏ । ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଏତେ ଭଲ ହୋଇନଥାଏ କିନ୍ତୁ ସେମାନେ ତାଙ୍କ ପରିଶ୍ରମ ବଦଳରେ ଅଧୀକ ଧନ ଅର୍ଜନ କରିଥାନ୍ତି ଓ ୨୦୨୦ରେ ସେମାନେ ଅଧୀକ ଧନ ଅର୍ଜନ କରିବେ କାରଣ ଏହି ବର୍ଷ ଆପଣଙ୍କ ରାଶିରେ ଶୁକ୍ର ସାମିଲ ହେବେ ।

କୁମ୍ଭ

ଶନିଙ୍କୁ କୁମ୍ଭ ରାଶିର ସ୍ଵାମୀ ବୋଲି କୁହାଯାଏ । ଯାହାର ରାଶି କୁମ୍ଭ ଅଟେ ଓ ଜାତକରେ ଶନି ଦୃଢ ଅଟେ ସେ ବିନା ପରିଶ୍ରମରେ ଧନୀ ହେଇଯାଏ । ଏହି ବର୍ଷ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେଣୁ ଏମାନେ ଘରେ ବସି ସେହି ସମୟର ଅପେକ୍ଷା କରନ୍ତୁ ଓ ନିଜ ପରିଶ୍ରମ ଜାରି ରଖନ୍ତୁ ।

ତୁଳା

ଏହି ରାଶିର ସ୍ଵାମୀ ସୂର୍ଯ୍ୟ ଅଟନ୍ତି । ଯେଉଁ ରାଶିର ସ୍ଵାମୀ ସୂର୍ଯ୍ୟ ଅଟନ୍ତି ସେମାନଙ୍କର ଧନୀ ହେବାର ସୁଯୋଗ ଅଧିକଥାଏ । ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ଅଛନ୍ତି ତେବେ ଆପଣ ଜଲ୍ଦି ଧନୀ ହେଇପାରନ୍ତି । ଏହି ବର୍ଷ ଆପଣଙ୍କର ବହୁତ ଭଲ ରହିବ ।