ବରଫକୁ ଏମିତି ବ୍ୟବହାର କରିବା ଦ୍ଵାରା ଆପଣ ବି ଘରେ ବସି ନିଜ ପେଟର ଚର୍ବି କମ କରି ପାରିବେ, ଜାଣନ୍ତୁ କେମିତି

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଆଜିର ଦୁନିଆରେ ସମସ୍ତେ ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି । କିନ୍ତୁ ବହୁତ ଲୋକମାନେ ନିଜର ମୋଟା ଅଣ୍ଟା ଓ ବଡ ପେଟ ପାଇଁ ବହୁତ ଚିନ୍ତିତ ରହୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହା ସବୁ ଆମର ଖାଇବା ପିଇବା ଉପରେ ନିର୍ଭର କରିଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାର ବ୍ୟବହାର କରିବା ଦ୍ଵାରା ଆପଣ ସହଜରେ ନିଜର ମୋଟା ପେଟକୁ କମ କରି ପାରିବେ । ଆପଣ ସମସ୍ତଙ୍କୁ କହିଦେଉଛୁ କି ତାହା ହେଉଛି ଆଇସ କ୍ୟୁବ ।

ଆପଣଙ୍କ ମଧ୍ୟରୁ ବହୁତ ଲୋକମାନେ ଏହା ଜାଣି ନାହାନ୍ତି କି ଆଇସ କ୍ୟୁବ ସାହାର୍ଯ୍ୟରେ ବି ଆପଣ ନିଜର ମୋଟା ଅଣ୍ଟା ଓ ମୋଟା ପେଟକୁ କମ କରି ପାରିବେ । ଆପଣ ସମସ୍ତଙ୍କୁ କହିଦେଉଛୁ କି ଏକ ରିସର୍ଚ ଦ୍ଵାରା ଏହା ସାମ୍ନାକୁ ଆସିଛି କି ଯଦି ବରଫର କିଛି ଖଣ୍ଡକୁ ଫ୍ୟାଟ ବାଲା ସ୍ଥାନ ଉପରେ ରଖାଯାଏ, ତେବେ ଏହା ଦ୍ଵାରା ଫ୍ୟାଟ ବର୍ନ ସହଜରେ ହୋଇଥାଏ । କହିଦେଉଛୁ କି ଅନ୍ୟ ଦେଶ ଗୁଡିକରେ ଲୋକମାନେ ବାଗ ଆଈସ ଥେରେପୀ ସାହାର୍ଯ୍ୟରେ ନିଜର ଫ୍ୟାଟ ବର୍ନ କରିଥାନ୍ତି ।

ଚାଲନ୍ତୁ ଜାଣିବା କଣ ଅଟେ ଆଈସ ଥେରେପୀ । ଯେଉଁ ଲୋକମାନେ ଅଧିକ ମୋଟ ହୋଇଥାନ୍ତି, ସେହି ଲୋକମାନଙ୍କ ପାଇଁ ଆଇସ ଥେରେପୀ ବହୁତ ଜରୁରୀ ହୋଇଥାଏ । କାରଣ ଆଈସ ଥେରେପୀର ବ୍ୟବହାର କରିବା ଦ୍ଵାରା ଦିନ ମଧ୍ୟରେ ଫ୍ୟାଟ ବର୍ନ ହୋଇଯାଏ । ବର୍ତ୍ତମାନ ଆମେ ଆପଣଙ୍କୁ କହିଦେଉଛୁ କି ଆପଣ ଏହାର ଉପଯୋଗ କେମିତି କରିବେ ।

ତେବେ ଆମେ ଆପଣଙ୍କୁ କହିଦେଉଛୁ କି ସର୍ବ ପ୍ରଥମେ ଏକ ଜିପ ଲକ ବ୍ୟାଗ ନିଅନ୍ତୁ ଓ ସେଥିରେ କିଛି ବରଫ ରଖି ଫ୍ୟାଟ ଥିବା ଜାଗାରେ ଲଗାଇ ରଖନ୍ତୁ । ଯଦି ଆପଣଙ୍କ ପାଖରେ ଜିପ ଲକ ବ୍ୟାଗ ନାହିଁ ତେବେ ଆପଣ ଏକ କପଡାରେ ବି ବରଫକୁ ବାନ୍ଧି ନିଜ ଫ୍ୟାଟ ବାଲା ଜାଗାରେ ରଖି ପାରିବେ । ଏହା କରିବାର କିଛି ଦିନ ମଧ୍ୟରେ ହିଁ ଆପଣ ପାର୍ଥକ୍ୟ ଦେଖି ପାରିବେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।