ବାପା ନିଜ ଝିଅର ବ-ଳା-ତ୍କା-ର-ର ପ୍ର-ତି-ଶୋ-ଧ ନେବା ପାଇଁ କଲା କିଛି ଏମିତି କାମ କି, ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ

ବାପା ତା ଝିଅ ପାଇଁ କିଛି ବି କରି ପାରେ ସେ ନିଜ ଝିଅକୁ ନିଜ ଜୀବନଠୁ ବି ଅଧିକ ଭଲ ପାଏ । ନିଜ ଝିଅର କିଛିବି ହେଲେ ତାହା ସ-ହ୍ୟ କରିପାରେନି ପିତା । ପିଲା ଦିନୁ ନିଜର ଆଖି ଆଗରେ ରଖି ବଡ କରିଥିବା ବାପା ନିଜ ଝିଅ ପାଇଁ କିଛି ବି କରି ପାରେ । ପିତା ଆଗରେ ଯଦି କେହି ତା ଝିଅକୁ କିଛି କହେ ତାହା ଅସହ୍ୟ ହୋଇ ଉଠେ ଜଣେ ପିତା ପାଇଁ । ଆପଣ ମାନେ ଜାଣିଥିବେ ଆଜି କାଲୀ ଦୁନିଆ ଯେତେ ଆଗକୁ ଯାଉଛି ସେତେ ପ୍ରକାର କ୍ରା-ଇ-ମ ବଢିବାରେ ଲାଗିଛି । ଏମିତି କିଛି ଘ-ଟି-ଛି ବିଶାଖାପାର୍ଟନାରେ ଜିଲ୍ଲାରେ ।

ନିଜ ଝିଅ ର ପ୍ର-ତି-ଶୋ-ଧ ନେବା ପାଇଁ ଜଣେ ବାପା ଗୋଟେ ପରିବାରର ୬ଟି ସଦସ୍ୟଙ୍କୁ ମା-ରି-ଦେ-ଇ-ଛି । ସୂତ୍ର ଅନୁସାରେ ଦୋ-ଷୀ ଜଣଙ୍କର ଝିଅ ସହ ମୃ-ତ ପରିବାର ର ଜଣେ ସଦସ୍ୟ ଦୁ-ଷ୍କ-ର୍ମ କରିଥିଲେ । ଯେତେବେଳେ ପୀ-ଡ଼ି-ତା ଜଣକଙ୍କ ପିତା ଏହି ବିଷୟରେ ଜାଣିଲେ ସେବେଠୁ ଠିକ କରିଥିଲେ କି ସେ ପରିବାରର ପ୍ରତେକ ସଦସ୍ଯଙ୍କୁ ସେ ମା-ରି-ଦେ-ବେ ।

ଅପର ପଟେ ଏଭଳି ଏକ ଅଭାବନୀୟ ଘ-ଟ-ଣା-ରେ ସାରା ଗାଁ ସ୍ତ-ବ୍ଧ ରହିଯାଇଛି । ଘ-ଟ-ନା ସ୍ଥଳରେ ଲୋକଙ୍କ ଭିଡ ବଢି ଯାଇଥିଲା । ଏଭଳି ପରିସ୍ଥିତିରେ ପୋ-ଲି-ସ ଦଳକୁ ସେଠାରେ ପ୍ରୋ-ଟେ-କ୍ସ-ନ ପାଇଁ ଡକା ଯାଇଥିଲା । ପୋ-ଲି-ସ ଆ-ରୋ-ପି-କୁ ଅନେକ କିଛି ପଚାର ଉଚରା କରୁଛି । ଆଶ୍ଚଜ୍ୟର କଥା ଏହାଥିଲା କି ଆ-ରୋ-ପି ୬ଟି ଲୋକଙ୍କୁ ମା-ରି-ବା ପରେ ବି ତା ମୂହରେ ଟିକେ ଦୁଃ-ଖ କି ଡ-ର ନଥିଲା।

ଏହାର ଅନେକ ସୁ-ଯୋ-ଗ ସେ ଖୋଜି ବୁଲି ଥିଲେ ଶେଷରେ ତାଙ୍କୁ ଏକ ସୁ-ଯୋ-ଗ ମିଳିଥିଲା । ସେହି ସୁଯୋଗର ଫା-ଇ-ଦା ଉଠାଇ ସେ ପରିବାରର ୬ଟି ଲୋକଙ୍କୁ ମା-ରି-ଦେ-ଲେ । ମା-ରି ସାରିବା ପରେ ଦୋ-ଷୀ ଜଣକ ନିଜେ ନିଜକୁ ପୋ-ଲି-ସ ପାଖରେ ସ-ରେ-ଣ୍ଡ-ର କରିଦେଲେ ଓ କହିଲେ ମୁ ଅ-ପ-ରା-ଧୀ ମତେ ଆ-ରେ-ଷ୍ଟ କରନ୍ତୁ । ମୁ ମୋ ଝିଅର ପ୍ର-ତି-ଶୋ-ଧ ନେଇ ସାରିଛି । ଏହି ଦୃଶ୍ୟ ଦେଖି ପୋ-ଲି-ସ ବି ଆଚମ୍ବିତ ହୋଇ ଯାଇଥିଲା । ତଥାପି ପୋ-ଲି-ସ ନିଜର କାମ ଯାରି ରଖିଛି ।

ନିଜର ଏହି ନି-ର୍ମ-ମ କାମ ପାଇଁ ତା ମନରେ ପ-ଶ୍ଚା-ତା-ପ ନଥିଲା । ଏହି ଘ-ଟ-ଣା କିଛି ନୂଆ ନୁହେ ଏଭଳି ଅନେକ ପିତା ଅଛନ୍ତି ଜିଏକି ନିଜ ଝିଅ ପାଇଁ କିଛି ବି କରି ପାରିବେ । ମାତ୍ର ଦୁଃ-ଖ-ର ବିଷୟ ଏହିକି ଯେ ଏହା ପାଇଁ କେବଳ ଦୋ-ଷୀ ନୁହେ ତା ପରିବାର ଲୋକବି ନିଜର ପ୍ରା-ଣ ହ-ରା-ଇ-ଲେ ।

ଏଭଳି ଘ-ଟ-ଣା ଆଊ କେଉଁ ଜାଗାରେ ବି ଘ-ଟି ପାରେ । ଯଦି ଆମେ ନିଜ ପିଲାକୁ ପର ଝିଅ ବୋହୁ ସହ କିପରି ବ୍ୟବହାର କରିବାକୁ ହୁଏ ଶିଖାଇବା ତେବେ ଏହି ପ୍ରକାର ହିଂ-ସା କମି ପାରିବ ସମାଜରେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।