Interesting GK Q&A: ବଞ୍ଚିଥିଲେ ମାଟିରେ ପୋତି ଦିଅନ୍ତି । ମରିଗଲେ କାଢି ଦିଅନ୍ତି । ତାହା କଣ ?

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ପ୍ରଧାନମନ୍ତ୍ରୀ ଇଜ୍ଵଳା ଯୋଜନା କେବେ ଆରମ୍ଭ ହୋଇଥିଲା ।

ଉ: 1 ମେ’ 2016 ରେ ଆରମ୍ଭ ହୋଇଥିଲା ।

2- ରାଜସ୍ଥାନର ସବୁଠୁ ପୁରୁଣା ଜିଲ୍ଲା କଣ ଅଟେ ?

ଉ: ଧୋଲପୁର ସବୁଠୁ ପୁରୁଣା ଜିଲ୍ଲା ।

3- ବୃକ୍ଷ ର କେଉଁ ଭାଗ ଶ୍ଵସନକ୍ରିୟା କରିଥାଏ ?

ଉ: ବୃକ୍ଷ ର ପତ୍ର ଶ୍ଵାସ ନେବା କାମରେ ଆସିଥାଏ ।

4- ମନୁଷ୍ୟ ଶରୀରରେ ହୃଦୟ ସ୍ପନ୍ଦନ ହେବା ପାଇଁ କେତେ ସମୟ ଲାଗିଥାଏ ?

ଉ: 0.8 ସେକେଣ୍ଡ ଲାଗିଥାଏ ।

5- ମାନବ ଶରୀରରେ ରହିଥିବା ପ୍ରମୁଖ ରାସାୟନିକ ଯୌଗିକ କଣ ଅଟେ ?

ଉ: କ୍ୟାଲସିୟମ ଅକ୍ସଲେଟ ।

6- ରାଜସ୍ଥାନରେ ମୀରାବାଇଙ୍କ ଜନ୍ମଭୂମି କେଉଁଠାରେ ଅଛି ?

ଉ: ମେଡତା ସିଟି ମୀରା ବାଇଙ୍କର ଜନ୍ମଭୂମି ଅଟେ ।

7- ସବୁଠାରୁ ବଡ ତଟିପ ରେଖା କେଉଁ ଦେଶରେ ଅଛି ?

ଉ: କାନାଡା ରେ ।

8- ବିଶ୍ଵର ସବୁଠାରୁ ଲମ୍ବା ନଦୀ କଣ ଅଟେ ?

ଉ: ନୀଳ ନଦୀ ।

9- କେଉଁ ସଭ୍ୟତାକୁ ନୀଳ ନଦୀର ବରଦାନ ବୋଲି କୁହାଯାଏ ?

ଉ: ମିସର ଦେଶର ସଭ୍ୟତାକୁ ନୀଳ ନଦୀର ବରଦାନ କୁହାଯାଏ ।

10- ରାତି ର ରାଣୀ କିନ୍ତୁ ଆଖିରୁ ଝରାଏ ପାଣି କହିଲ ଦେଖି କଣ ?

ଉ: ମହମବତୀ ।

11- ସ୍ଵାଧୀନତା ପୂର୍ବରୁ ଭାରତର କେଉଁ ସ୍ଥାନକୁ କଳାପାଣି ବୋଲି କୁହା ଯାଉଥିଲା ?

ଉ: ଆଣ୍ଡାମାନ ନିକୋବର କୁ ।

12- ଭାରତର ସବୁଠାରୁ ଛୋଟ ପଡୋଶୀ ଦେଶର ନାମ କଣ ?

ଉ: ଭୁଟାନ ।

13- ଭାରତର ସବୁଠୁଆରୁ ବଡ କ୍ରିକେଟ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ?

ଉ: ଅହମ୍ମଦାବାଦ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ।

14- ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ କେଉଁ ରାଜ୍ୟରେ ହୋଇଥିଲା ?

ଉ: ଉତ୍ତର ପ୍ରଦେଶ ।

15- ଭାରତର କେଉଁ ରାଷ୍ଟ୍ରପତି ପିଲାବେଳେ ଖବରକାଗଜ ବିକ୍ରି କରୁଥିଲେ ?

ଉ: ଏପିଜେ ଅବଦୁଲ କଲାମ ।

16- କେଉଁ ଦେଶରେ ସର୍ବ ପ୍ରଥମେ ତାସ ର ଆବିଷ୍କାର ହୋଇଥିଲା ?

ଉ: ଚୀନ ଦେଶରେ ।

17- କେଉଁ ପଶୁ ଜନ୍ମ ହେବାର ତିନି ମାସ ଯାଏଁ ଶୋଇ ରୁହେ ?

ଉ: ଭାଲୁ ।

18- କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୋଇକରି ରହିପାରେ ?

ଉ: ଗେଣ୍ଡା ।

19- ଆମ୍ବୁଲାନ୍ସ ସର୍ବପ୍ରଥମେ କେଉଁ ଦେଶରେ ବ୍ୟବହାର ହୋଇଥିଲା ?

ଉ: ସ୍ପେନ ରେ ।

20-  ବଞ୍ଚିଥିଲେ ମାଟିରେ ପୋତି ଦିଅନ୍ତି । ମରିଗଲେ କାଢି ଦିଅନ୍ତି । ତାହା କଣ ?

ଉ: ଗଛ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।