ଆଜିର ରାଶିଫଳ, 01 ମଇ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 01 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସମ୍ପତି ରେ ନିବେସ କରିଲେ ଆପଣଙ୍କୁ ଲାଭ ହେବ । କୌଣସି କାମ ରେ ଜୀବନ ସାଥିଙ୍କ ପରାମର୍ଶ ଫାଇଦା ସାବ୍ୟସ୍ତ ହେବ । କାର୍ଯ୍ୟ ରେ ଯଶ ମିଳିବ । ଘରେ ଭାଇ ଭଉଣୀଙ୍କ ସହ ମେଳାପ ବଢିବ । ଆଜି ଦିନରେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆପଣଙ୍କ ବ୍ୟାପାର ଓ ସନ୍ତାନ ଙ୍କ ସ୍ଥିତି ମଧ୍ୟମ ରହିବ । କୌଣସି ପୂର୍ବ ଯୋଜନାକୁ କାର୍ଯ୍ୟ କାରୀ କରିବା ପାଇଁ ସଠିକ ସମୟ ଅଟେ ।  ସମ୍ପର୍କ ରେ ମିଠାଶ ଆସିବ ।

ବୃଷ ରାଶି : ଆଜି ଆପଣ କଥା କୁ ଗମ୍ଭୀର ଭାବେ ନେବେ । ଆପଣଙ୍କର ଇଚ୍ଛା ଶକ୍ତି ମଜବୁତ ହେବ । ପ୍ରିୟଜନ ଙ୍କ ସହ ସମ୍ପର୍କ ପ୍ରଗାଢ ହେବ । ପିଲା ମାନେ ପାଠ ପଢା ରେ ମନ ଦେବେ । ଆପଣଙ୍କୁ ମେହନତ କରିବାର ଜରୁରତ ଅଛି । ଆପଣଙ୍କ କାରୋବାର ରେ ଫାଇଦା ହେବ । ସନ୍ତାନ ଙ୍କ କ୍ଯାରିୟରକୁ ନେଇ ଚିନ୍ତାରେ ରହିବେ । କିଛି ଜରୁରୀ କାମ ହୋଇପାରେ । ଆଜି ବିଜେନ୍ସ ରେ ଭଲ ସଫଳତା ଆପଣଙ୍କୁ ମିଳିପାରେ ।

ମିଥୁନ ରାଶି : ଯଦି ଘରେ ବା ବାହାରେ କିଛି ବିବାଦ ହୋଇଛି ତେବେ ସେଠାରୁ ଦୂରେଇ ରୁହନ୍ତୁ । କାମ କାର୍ଯ୍ୟ ରେ ମନ ଲାଗିବ । ଆପଣ ପରିବାର ଲୋକଙ୍କ ସହ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କ୍ରମ ଉପରେ ବିଚାର ବିମର୍ଶ କରି ପାରିବେ । ଆଜି ଆପଣଙ୍କୁ ଆର୍ଥିକ ସଙ୍କଟ ର ସାମନା କରିବାକୁ ପଡିପାରେ । ଆଜି ଭାଗ୍ଯର ପୁରା ସାଥ ଦେବ । ଆପଣଙ୍କୁ କୋର୍ଟ କଚେରୀ ମାମଲାରେ ସତର୍କ ରହିବାର ଅଛି ।

କର୍କଟ ରାଶି : ଭବିଷ୍ୟତ କୁ ନେଇ ମନରେ ଅନେକ ବିଚାର ଆସିବ । ପଜେଟିଭ ଚିନ୍ତାଧାରା ରୁହନ୍ତୁ । ଆପଣ ନିଜର ବୁଦ୍ଧି ବଳରେ ନିଜର ପରିଚୟ ଦେଇ କାର୍ଯ୍ୟ କୁ ସହଜରେ ପୁରା କରିବେ । ଅପେକ୍ଷା କରିଥିବା କାମ ଡେରି ରେ ହେବ । ଅତି ଉଶ୍ଚାହ ହେବାରୁ ବଞ୍ଚିତ ରୁହନ୍ତୁ । ନିଜର ଟ୍ୟାଲେନ୍ଟ ଉପରେ ଭରସା ରଖନ୍ତୁ । ନିଜକୁ ମଜବୁତ କରନ୍ତୁ । ନିଜର ପ୍ରତିଭା କୁ ବଢାନ୍ତୁ ଓ ଏହାକୁ ଅଧିକ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ ।

ସିଂହ ରାଶି : ଅଫିସିୟାଲି କାମ କାର୍ଯ୍ୟ ଆପଣଙ୍କୁ ପ୍ରମୋଶନ ଆଡକୁ ନେଇପାରେ । ଆଜି ଦିନ ଟି ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ କୌଣସି ବଡ ଡିଲ ଫାଇନାଲ ହୋଇପାରେ । ବ୍ୟାପାରିକ ଉନ୍ନତି ହେବ । କ୍ୟାରିୟର ରେ ନୂଆ ଅଫର ଆସିପାରେ । ସାମାଜିକ ମିଳାମିଶା ରୁ କୌଣସି ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ଯାହାଙ୍କ ସହ ଆପଣଙ୍କର ସମ୍ପର୍କ ଗମ୍ଭୀର ରହିବ । ଆପଣ ମେହନତ ଦ୍ଵାରା ନିଜର ଭାଗ୍ଯର ତାଲା ଖୋଲି ପାରିବେ ।

କନ୍ୟା ରାଶି : ଖେଳକୁଦ ସହ ଜଡିତ ଲୋକଙ୍କ ପାଇଁ ଆଜି ଦିନ ବେହତର ସାବ୍ୟସ୍ତ ହେବ । ଆଜି ଜଟିଳ କାମ ବି ସରଳ ଉପାୟ ରେ କରିବେ । ଆଜିର ଦିନର ଆରମ୍ଭ ରୁ ଭଲ ଖବର ପାଇବାକୁ ପାଇବେ । ପରିବାର ସହ ଆପଣ ସପିଙ୍ଗ କରିବାକୁ ଯିବେ ।  ଭାଇ ବନ୍ଧୁ ଓ ସ୍ନେହଜନ ଙ୍କ ସହ ମିଳାମିଶା ବଢିବ । ଆପଣ କୌଣସି ପ୍ରକାରର ମାମଲାରେ ମୁଣ୍ଡ ପୁରାନ୍ତୁ ନାହି । କାର୍ଯ୍ୟ କ୍ଷେତ୍ର ରେ ସଫଳତା କାରଣରୁ ଲୋକେ ଆପଣଙ୍କୁ ଈର୍ଷା କରିବେ ।

ତୁଳା ରାଶି : ନୂଆ କାରୋବାର ଆରମ୍ଭ କରିବା ପାଇଁ ଦିନ ଶୁଭ ଅଛି । ଆଜି ନିଜର ମାତା ପିତା ଙ୍କ ସମର୍ଥନ ପ୍ରାପ୍ତ ହେବାରୁ ଆପଣ ଭଲ ପ୍ରଦର୍ଶନ ପ୍ରଦାନ କରିବେ । ଆଜି ପରିବାର ସହ ସମୟ ଭଲ ବ୍ଯତୀତ ହେବ । ଆପଣଙ୍କର ଚାକିରି ଓ ବ୍ୟବସାୟ କାମରେ ମେହନତ ଦ୍ଵାରା ସଫଳତା ମିଳିବ । ଦାଂପତ୍ଯ ଜୀବନରେ ଖୁସି ଆସିବ । ଆଜି ଆପଣଙ୍କର ବିତ୍ତୀୟ ସ୍ଥିତି ବହୁତ ଭଲ ହେବ ।

ବିଛା ରାଶି : ଆଜି ଆପଣଙ୍କୁ ପାରିବାରିକ ଲାଭ ପ୍ରାପ୍ତ ହେବ । ଆଜି ଦିନ ଟି ଆପଣ ନିଜ ଶତ୍ରୁ ଙ୍କ ଉପରେ ଭାରି ପଡିବେ । ଆପଣଙ୍କର ଅଟକିଥିବା କାମ ଚାଲୁ ହେବ । ଆଜି ଦିନରେ ଆପଣ ଅଧିକ ଚିନ୍ତାର ଶିକାର ହୋଇ ପାରନ୍ତି । ସନ୍ତାନ ଙ୍କ ସମସ୍ୟାରୁ ଚିନ୍ତାରର ରହିବେ । ଆପଣଙ୍କୁ ନିଜ ଲୋକଙ୍କ ସାଥ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ଆଜି ଆପଣଙ୍କର ପରିବାର ରେ ହର୍ଷ ଉଲ୍ଲାସ ର ବାତାବରଣ ରହିବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ ।

ଧନୁ ରାଶି : ପୁରା ଦିନ ଖୁଶିମୟ ବ୍ଯତୀତ ହେବ । ଧନ ଜନିତ ମାମଲାରେ ବିଶେଷ ଉପଲବ୍ଧି ମିଳିବ । ମାତା ପିତା ଙ୍କ ଆଶୀର୍ବାଦ ଓ ସ୍ନେହ ଆପଣଙ୍କ ଭାଗ୍ୟ କୁ ବଡାଳି ଦେବ । ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ପ୍ରକାରର ନିବେଶ କରି ପାରନ୍ତି । ମନରେ ପ୍ରସନ୍ନତା ବଜାୟ ରହିବ । ଏହି ସମୟରେ ନିଜର ସବୁ ଗତି ବିଧି ସମୟ ଅନୁସାରେ ପୁରା ହେବାରୁ ଆନନ୍ଦ ଅନୁଭବ ହେବ ।  ଆଗାମୀ ଦିନ ସ୍ଥିତି ବଦଳିପାରେ ।

ମକର ରାଶି : ଏହା ପରେ ସ୍ଥିତି ବେହତର ରହିବ । କ୍ରୋଧ କରିବା ଠାରୁ ବଞ୍ଚିତ ରୁହନ୍ତୁ । ଏହା ଦ୍ଵାରା ସନ୍ତାନ ଙ୍କ ଉପରେ ଖରାପ ପ୍ରଭାବ ପଡିପାରେ । ଆୟର ନୂଆ ସ୍ରୋତ ସାମ୍ନା କୁ ଆସିବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ । ପିଲା ମାନେ ଖୁସି ନଜର ଆସିବେ । ଆଜି ଦିନରେ ମଉଜ ମସ୍ତି ଓ ମନୋରଞ୍ଜନ ରେ ବ୍ଯତୀତ ହେବ । ଆଜି ଆପଣଙ୍କ ଘରେ ମାହୋଲ ଭଲ ରହିବ । ଆପଣଙ୍କର କାମ କିଛି ସମୟ ପାଇଁ ଅଟକି ଯାଇପାରେ ।

କୁମ୍ଭ ରାଶି : ସଫଳତା ଅବଶ୍ୟ ହାସିଲ ହେବ । ଯଦି ଆପଣ ନିବେଶ କରିବାକୁ କାହାହୁନ ଛନ୍ତି ତେବେ କାହାର ସାହାର୍ଯ୍ୟ ନିଅନ୍ତୁ । ଭଲ ହେବ । ଅଫିସରେ କାମ ର ଭାର ବଢିପାରେ । ଆର୍ଥିକ ପକ୍ଷ ମଜବୁତ ହେବ । ଆପଣ ସୁସ୍ଥ ଅନୁଭବ କରିବେ । ଆଜି କଳ୍ପନା ଶକ୍ତି ଓ ସୃଜନାତ୍ମକ ଶକ୍ତି ର ଶ୍ରେଷ୍ଟ ଉପୋଯୋଗ ଆପଣ କରି ପାରିବେ । ଭୌତିକ ସୁଖ ର ପ୍ରାପ୍ତି ହେବ । ପଇସା ମାମଲାରେ ତରବର ହୁଅନ୍ତୁ ନାହି ।

ମୀନ ରାଶି : ଆଜି ଆପଣଙ୍କ ଆଗରେ ଏମିତି ସ୍ଥିତି ଆସିବ ଯାହା ଆପଣ କେବେ ଭାବି ନ ଥିବେ । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ବିପରୀତ ସ୍ଥିତିରେ ତାଙ୍କ ର ସହଯୋଗ ପାଇବେ । ଆଜି ଆପଣ ନିଜର ବିଚାର ଓ ଚିନ୍ତାଧାରା ରେ ଭଲ ଚେଞ୍ଜ କରିବାକୁ ଚେଷ୍ଟା କରନ୍ତୁ । ନ ବୁଝି ବିଚାରୀ କୌଣସି ଆର୍ଥିକ ନିସ୍ପତି ନିଅନ୍ତୁ ନାହି । ଆଜି ଆପଣଙ୍କର ପୈତୃକ ସମ୍ପତି ସହ ଜଡିତ ମାମଲାର ସମାଧାନ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।