ବଞ୍ଚିଥିବା ପର୍ଯ୍ୟନ୍ତ ଗୋଟେବି ଦାନ୍ତ ହଲିବ ନାହିଁ, କଳା ହଳଦିଆ ଦାନ୍ତ ମୋତି ଭଳି ଧଳା ହେବ, Home remedy

ବନ୍ଧୁଗଣ ସୁନ୍ଦର ଦାନ୍ତ ଦ୍ଵାରା ଆମ ମୁଖମଣ୍ଡଳ ମଧ୍ୟ ସୁନ୍ଦର ଦେଖାଯାଇଥାଏ । ତେଣୁ ଧଳା ତଥା ମୋତି ପରି ଚମକୁଥିବା ଦାନ୍ତ କାହାକୁ ଅବା ପସନ୍ଦ ନଥାଏ । ଦାନ୍ତ ସୁନ୍ଦର ହୋଇବା ସହ ସୁସ୍ଥ ରହିବା ମଧ୍ୟ ନିହାତି ଆବଶ୍ୟକ । କାରଣ ବହୁତ ଲୋକ ଏହି ଦାନ୍ତ ଜନିତ ପ୍ରୋବ୍ଲେମ ପାଇଁ ବହୁ ଚିନ୍ତାରେ ରହୁଛନ୍ତି । ତେଣୁ ଯଦି ଆପଣ ନିଜ ଦାନ୍ତକୁ ସୁସ୍ଥ ଓ ସୁନ୍ଦର କରି ରଖିବାକୁ ଚାହୁଁଛନ୍ତି । ତେବେ ଏଥିପାଇଁ ବହୁତ ଭଲ ହୋମ ରେମିଡି ଆଜି ଆପଣଙ୍କୁ କହିବୁ ।

 

ପ୍ରଥମେ ଆପଣ ଏକ ପାତ୍ରରେ 1 ରୁ 2 ଚାମଚ ସୋରିଷ ତେଲ ନିଅନ୍ତୁ । ତାପରେ ସେଥିରେ ଚିମୁଟାଏ ହଳଦୀ ଆଡ୍ କରନ୍ତୁ । ଶେଷରେ ଆପଣ ଚିମୁଟାଏ ଲୁଣ ସେଥିରେ ଆଡ୍ କରନ୍ତୁ । ତାପରେ 3 ଟି ଯାକ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଆପଣ ଏହି ପେଷ୍ଟଟିକୁ ନିଜ ଆଙ୍ଗୁଠି ସହାୟତାରେ ନେଇ ନିଜ ଦାନ୍ତ ଓ ମାଢିରେ ଭଲ ଭାବେ ଘଷନ୍ତୁ । ଏଥିଦ୍ଵାରା ଆପଣଙ୍କୁ ବାରମ୍ବାର କ୍ଯାଭିଟି କି କୌଣସି ପ୍ରକାର ଦାନ୍ତ ଯନ୍ତ୍ରଣା ଭୋଗିବାକୁ ପଡିବନି । ସପ୍ତାହକୁ 1 ରୁ 2 ଥର ଏହି ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦାନ୍ତକୁ ଭଲ ଭାବେ ଘଷନ୍ତୁ ।

ଆପଣଙ୍କ ଦାନ୍ତ ସୁସ୍ଥ ରହିବା ସହ ମୁଖରୁ କୌଣସି ପ୍ରକାର ଖରାପ ଦୁର୍ଗନ୍ଧ ମଧ୍ୟ ବାହାରିବ ନାହିଁ । ଦାନ୍ତକୁ ସୁସ୍ଥ ଓ ସୁନ୍ଦର କରି ରଖିବାକୁ ଆପଣଙ୍କ ପାଇଁ ଆଉ ଏକ ବହୁତ ଭଲ ହୋମ ରେମିଡି ନେଇ ଆସିଛୁ । ସେଥିପାଇଁ ଆପଣ ଏକ ପାତ୍ରରେ ଅଧ ଚାମଚ ଘଷି ପାଉଁଶ ରଖନ୍ତୁ । ଗୋବରରୁ ଯେଉଁ ଘଷି ପାଉଁଶ ବାହାରେ ସେହି ପାଉଡରକୁ ଏଥିରେ ବ୍ୟବହାର କରିବେ ।

ତାପରେ ସେଥିରେ ଚିମୁଟାଏ ଫିଟିକିରୀ ଗୁଣ୍ଡ ଓ ଚିମୁଟାଏ ଲୁଣକୁ ଆଡ୍ କରନ୍ତୁ । ତାପରେ ସେହି ପାଉଡରକୁ ମିକ୍ସ କରି ସେହି ପାଉଡରରେ ଆପଣ ଦାନ୍ତ ଘଷନ୍ତୁ । ଏହି ପାଉଡରରେ ଯଦି ଆପଣ ଦାନ୍ତ ଘାସିବେ । ତେବେ ଆପଣଙ୍କ ଦାନ୍ତରେ କେବେବି ପୋକ ଲାଗିବ ନାହିଁ । ଏହାଛଡା କଳା କି ହଳଦିଆ ପଡିଯାଇଥିବା ଦାନ୍ତ ମଧ୍ୟ ଏହି ପାଉଡରକୁ ନେଇ ଦାନ୍ତ ଘଷିବା ଦ୍ଵାରା ଦାନ୍ତ ଧୀରେ ଧୀରେ ଧଳା ହେବାକୁ ଲାଗିଥାଏ ।

ଦାନ୍ତ ବହୁତ ଦିନ ପର୍ଯ୍ୟନ୍ତ ସୁନ୍ଦର ରହିବା ସହ ସୁସ୍ଥ ମଧ୍ୟ ରହିଥାଏ । ଯାହା ଫଳରେ କି ଆପଣଙ୍କୁ ବାରମ୍ବାର ଦାନ୍ତ ଜନିତ ସମସ୍ଯାରେ ପୀଡିତ ହୋଇ ଦାନ୍ତ ଯନ୍ତ୍ରଣା ଭୋଗିବାକୁ ପଡିବ ନାହିଁ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।