ବାହାଘର ପରେ ଝିଅ ମାନଙ୍କର କଣ ଛୋଟ ହୋଇଯାଏ ? Clever GK Question

ବନ୍ଧୁଗଣ ଆପଣ ମାନଙ୍କ ପାଇଁ କିଛି ଜ୍ଞାନଭରା ତଥ୍ୟ ସହ କିଛି କୌତୁହଳ କଥା ମଧ୍ୟ ଏଠାରେ ନେଇକି ଆସିଛୁ । ଯାହାକି ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ କିଛି କୌତୁହଳ କଥାର ପ୍ରୟାସ ମଧ୍ୟରେ ଜ୍ଞାନ ଭରିଦେବାର ଆଶା ରଖିଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ଆପଣଙ୍କ ପାଇଁ ନେଇକି ଆସିଥିବା ସେହି ଜ୍ଞାନପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ଏଠାରେ ଆଲୋଚନା କରି ଜାଣିବା ।

1- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର;- ପଣସ ଗଛ ।

2- ଜୀବନ କାଳ ମଧ୍ୟରେ ଗୋଟିଏ ଥର ଫଳ ହେଉଥିବା ଗଛ କିଏ ?

ଉତ୍ତର;- କଦଳୀ ।

3- କିଏ ଜିଭରେ ଚାଟି ଚାଟି ଖାଏ ?

ଉତ୍ତର;- କୁକୁର ।

4- ଏକ ବର୍ଷରୁ କମ୍ ବଞ୍ଚୁଥିବା ଗଛଟି କିଏ ?

ଉତ୍ତର;- କାକୁଡି ।

5-କେଉଁ ଜୀବଟିର ଗୋଟିଏ ସିଙ୍ଘ ଥାଏ ?

ଉତ୍ତର;- ଗଣ୍ଡା ।

6- ଦୁର୍ବଳ କାଣ୍ଡଯୁକ୍ତ ଉଦ୍ଭିଦକୁ କଣ କୁହାଯାଇଥାଏ ?

ଉତ୍ତର;- ଲତା ।

7- ଉଭୟ ଜଳ ଓ ସ୍ତଳରେ ବାସ କରୁଥିବା ପ୍ରାଣୀଟି କିଏ ?

ଉତ୍ତର;- ବେଙ୍ଗ ।

8- ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ଯାସ ଗ୍ରହଣ କରେ ?

ଉତ୍ତର;- ଅଙ୍ଗାରକାମ୍ଳ ।

9- ଅଦାର କେଉଁ ଅଂଶଟି ଆମେ ଖାଇଥାଉ ?

ଉତ୍ତର;- ଚେର ।

10- ଶରୀରର କେଉଁ ଭିତର ଅଙ୍ଗ ରକ୍ତ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଏ ?

ଉତ୍ତର;- ହୃତପିଣ୍ଡ ।

11- କେଉଁ ଜୀବଟିର ଚଳନ ଶକ୍ତି ନାହିଁ ?

ଉତ୍ତର;- ଉଦ୍ଭିଦ ।

12- ଭାରତର ଜାତୀୟ ନୀତି କଣ ?

ଉତ୍ତର;- ଅହିଂସା ।

13- ସଦାକୋଟ କାହିଁକି ପ୍ରସିଦ୍ଧ ?

ଉତ୍ତର;- ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମସ୍ଥାନ ।

14- ସୁରଟ କାହିଁକି ପ୍ରସିଦ୍ଧ ?

ଉତ୍ତର;- ଲୁଗାକଳ ।

15- ପ୍ରଥମ ଇଲେକ୍ଟ୍ରିକ ଟ୍ରେନର ନାମ କଣ ?

ଉତ୍ତର;- ଡେକାନ କୁଇନ୍ ।

16- କମ୍ପାସରେ କେଉଁ ଚୁମ୍ବକ ଥାଏ ?

ଉତ୍ତର;- ସୂଚୀ ଚୁମ୍ବକ ।

17- ଭାରତର କେଉଁ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ସଂଖ୍ୟା ଅଧିକ ?

ଉତ୍ତର;- କେରଳ ।

18- ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଇଥାଏ ?

ଉତ୍ତର;- ଝିଅ ମାନଙ୍କର ଆଶା ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ପସନ୍ଦ ଆସିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏଜିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।