ଭାଇରାଲ ହେଲା Balasore ଜିଲ୍ଲାରେ ଭାଲୁ ର ଆତଙ୍କ, ଦେଖନ୍ତୁ କେମିତି ଗୋଡେଇ ଗୋଡେଇ କାମୁଡିଲା ଭାଲୁ, ଦେଖନ୍ତୁ Exclusive Video

ବାଲେଶ୍ଵର ଜିଲ୍ଲା ନୀଳଗିରିର ଗୋପୀନାଥପୁର ଗ୍ରାମରେ ଆ-ତ-ଙ୍କ ଖେଳାଇଛି ଭାଲୁ । ଭାଲୁ ଆ-କ୍ର-ମ-ଣ-ରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆ-ହ-ତ ହୋଇଥିବା ସୂଚନା ମିଳିଛି । ଉକ୍ତ ଆ-ହ-ତ ବ୍ୟକ୍ତିଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗାଁ ଦାଣ୍ଡରେ ଭାଲୁ ବୁଲୁଥିବାରୁ ସେଠାକାର ଲୋକେ ବର୍ତ୍ତମାନ ଆ-ତ-ଙ୍କି-ତ ସ୍ଥିତିରେ ଅଛନ୍ତି । ତେବେ ଭାଲୁଟି ଗୋପୀନାଥପୁର ଗାଁ ରେ ଜଣଙ୍କ ବାଡିରେ ଲଗା ଯାଇଥିବା ପାଳଭୂତକୁ ମଣିଷ ଭାବି ଆ-କ୍ର-ମ-ଣ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ବାଲେଶ୍ବର ଜିଲ୍ଲା ନିଳଗିରି ବ୍ଲକ ଅଧୀନ ଗୋପୀନାଥପୁର ଗ୍ରାମରେ ଆଜି କିଛି ଭାଲୁ ଦିନ ହୋଇଯିବାରୁ ଜଙ୍ଗଲକୁ ଫେରି ନପାରି ଗାଁ ଭିତରକୁ ପଶି ଆସିଥିଲେ । ଏହି ସମୟରେ ବିଲରୁ ଫେରୁଥିବା ବେଳେ ଭାଲୁଟି ଜଣେ ବ୍ୟକ୍ତିଙ୍କୁ ଅତର୍କିତ ଭାବେ ଆ-କ୍ର-ମ-ଣ କରିଥିଲା । ଏହି ଆକ୍ରମଣରେ ଉକ୍ତ ବୃଦ୍ଧଙ୍କ ଜଙ୍ଘରେ ଗୁ-ରୁ-ତ-ର ଆ-ଘା-ତ ଲାଗିଛି । ତାଙ୍କୁ ଉଦ୍ଧାର କରାଯାଇ ନିଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି । ତେବେ ଏହି ଘ-ଟ-ଣା ପରେ ଉକ୍ତ ଗ୍ରାମରେ ଭାଲୁ ଭୟର ଆ-ତ-ଙ୍କ ଖେଳି ଯାଇଛି ।

ଗତ କିଛି ବର୍ଷ ହେବ ବାଲେଶ୍ଵର ଜିଲ୍ଲାର ଏହି ନିଳଗିରି ବ୍ଲକ ଅନ୍ତର୍ଗତ ଅନେକ ଗ୍ରାମରେ ଏହିଭଳି ଅନେକ ଭାଲୁ ଆ-କ୍ର-ମ-ଣ ଦେଖିବାକୁ ମିଳିଛି । ଭାଲୁ ମାନେ ବାରମ୍ବାର ଜନବସତି ମଧ୍ୟକୁ ପ-ଶି ଆସୁଛନ୍ତି ଓ କେହି ନା କେହି ସେମାନଙ୍କ ଆ-କ୍ର-ମ-ଣ-ର ଶି-କା-ର ହେଉଛନ୍ତି । ତେବେ ଆଜି ସକାଳ ସମୟରେ ବିଲକୁ ଯାଇ ଫେରୁଥିବା ସମୟରେ ଭାଲୁ ଆ-କ୍ର-ମ-ଣ-ରେ ଗୁରୁତର ହୋଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ମୁକୁନ୍ଦ ରାଉତ । ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।

ତେବେ ପାଳଭୂତକୁ ଭାଲୁ ଆ-କ୍ର-ମ-ଣ କରିବାର ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଛା-ତି ଥ-ରି-ଯି-ବ । ବାଡିରେ ଭାଲୁ ଆ-କ୍ର-ମ-ଣ-ର ଏହି ଦୃଶ୍ୟକୁ ଘର ଭିତରେ ଥାଇ ଭିଡିଓରେ କଏଦ କରାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ଭାଲୁକୁ ନେଇ ବର୍ତ୍ତମାନ କୋକୁଆ ଭୟ ରହିଥିବା ବେଳେ ବର୍ତ୍ତମାନ ଭାଲୁଟି ଜଙ୍ଗଲକୁ ଫେରି ଯାଇଥିବା ନେଇ ସୂଚନା ମିଳିଛି । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।