Raj Kundra ପର୍ଣ୍ଣୋଗ୍ରାଫି ମାମଲାରେ ଅଭିନେତ୍ରୀ Gehena Vasisth କଲେ ବଡ ଖୁଲାସା, କହିଲେ ଏସବୁର ମାଷ୍ଟର ମାଇଣ୍ଡ ଥିଲେ Sherlyn Chopra…

ରାଜ କୁନ୍ଦ୍ରାଙ୍କ କ-ଳା କା-ର-ନା-ମା ସାମନାକୁ ଆସିବା ପରେ ତାଙ୍କ ସପକ୍ଷରେ ଲଗାତାର ବ-ୟା-ନ ଦେଇ ଆସୁଛନ୍ତି ଅଭିନେତ୍ରୀ ଗେହନା ବଶିଷ୍ଠ । ଶର୍ଲିନ ଚୋପ୍ରା ହେଉଛନ୍ତି ବୋ-ଲ୍ଡ କ-ଣ୍ଟେ-ଣ୍ଟ-ର ମାଷ୍ଟର ମାଇଣ୍ଡ । ଅଭିନେତ୍ରୀ ଗେହେନା ବଶିଷ୍ଠ କହିଛନ୍ତି ପ-ର୍ଣ୍ଣ ଭି-ଡି-ଓ କରିବାକୁ ରାଜ କୁନ୍ଦ୍ରାଙ୍କୁ ଉସୁକାଇଥିଲେ ଶର୍ଲିନ ଚୋପ୍ରା । ଖବରରେ ରହିବା ପାଇଁ ଶର୍ଲିନ ଚୋପ୍ରା ରାଜଙ୍କ ବିରୁଦ୍ଧରେ ମି-ଛ ଅ-ଭି-ଯୋ-ଗ ଆଣୁଥିବା କହିଛନ୍ତି ଗେହନା । ଶର୍ଲିନଙ୍କ ପାଖେ କିଛି କାମ ନାହିଁ, ତେଣୁ ସେ ଖବରରେ ଆସିବାକୁ ଏମିତି କରୁଛନ୍ତି ।

ଏଥିସହ ପ-ର୍ଣ୍ଣ ଫି-ଲ୍ମ ମାମଲାରେ ନ ଫ-ସି-ବା-କୁ ସେ ଏହିଭଳି ଅ-ଭି-ଯୋ-ଗ ଆଣୁଛନ୍ତି । ଶର୍ଲିନ ଜଣେ ଅକୃତଜ୍ଞ ମଣିଷ । ରାଜ ତାଙ୍କୁ ପ୍ରଚୁର ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିଥିଲେ । କିନ୍ତୁ ସେ ରାଜଙ୍କୁ ମଧ୍ୟ ଛାଡିଲେନି । ଗେହନାକହିଛନ୍ତି ଶର୍ଲିନ ଆଜି ଯାହା ହୋଇଛନ୍ତି ରାଜଙ୍କ ପାଇଁ । ତେଣୁ ରାଜଙ୍କୁ ଶର୍ଲିନ ପୂଜା କରିବା ଆବଶ୍ୟକ । ଶର୍ଲିନ ୨୦୧୨ ରୁ ଏମିତି ପ-ର୍ଣ୍ଣ କ-ଣ୍ଟେ-ଣ୍ଟ କରୁଛନ୍ତି । ରାଜଙ୍କୁ ତ କେବଳ ସେ ଦେଢ ବର୍ଷ ହେବ ଭେଟିଛନ୍ତି । ଶର୍ଲିନ ହିଁ ରାଜଙ୍କୁ ଏହି ଇଣ୍ଡଷ୍ଟ୍ରିକୁ ଆଣିଛନ୍ତି ।

ଆଉ ଏବେ ସେ ଶିଳ୍ପା ସେଟ୍ଟୀଙ୍କ ପଛରେ ପଡିଛନ୍ତି । ଶିଳ୍ପା ଚାହିଁଲେ ତାଙ୍କ ନାଁରେ କୋର୍ଟରେ ମା-ନ-ହା-ନି ମା-ମ-ଲା ରୁ-ଜୁ କରିପାରିବେ ବୋଲି କହିଛନ୍ତି ଗେହନା । ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ପୂର୍ବରୁ ପ-ର୍ଣ୍ଣ ଫି-ଲ୍ମ କରିବାକୁ ଶର୍ଲିନଙ୍କୁ ରାଜ ବାଧ୍ୟ କରିଥିବା ଅ-ଭି-ଯୋ-ଗ ଆଣିଥିଲେ ଶର୍ଲିନ ଚୋପ୍ରା । ରାଜ କୁନ୍ଦ୍ରାଙ୍କ ମା-ମ-ଲା ଦିନକୁ ଦିନକୁ ଗୁ-ଡେ-ଇ ତୁ-ଡେ-ଇ ହୋଇ ଯାଉଥିବା ବେଳେ ଦୀର୍ଘ ଦୁଇ ମାସ ପରେ ରାଜଙ୍କୁ ଜା-ମି-ନ ମିଳିଛି ।

ତେବେ ଗେହନା ବଶିଷ୍ଠଙ୍କର ଶର୍ଲିନ ଚୋପ୍ରାଙ୍କ ବି-ରୁ-ଦ୍ଧ-ରେ ଏହିପରି ବ-ୟା-ନ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଶର୍ଲିନ ଏହି ସବୁର ମାଷ୍ଟର ମାଇଣ୍ଡ ଏବଂ ସେ ବର୍ତ୍ତମାନ ରାଜଙ୍କୁ ଫ-ସେ-ଇ-ବା-କୁ ଉଦ୍ୟମ କରୁଛନ୍ତି । ତେବେ ସିନେ ସମୀକ୍ଷକଙ୍କ ମତରେ ଏହିସବୁ କାର୍ଯ୍ୟ ଗୋଷ୍ଠୀରତ ଭାବେ କରାଯାଏ । କିନ୍ତୁ ଧ-ରା-ପ-ଡି-ବା ପରେ ସେମାନେ ପରସ୍ପରକୁ ଦୋ-ଷ ଦେଇଥାନ୍ତି । ତେବେ ଶିଳ୍ପା ସେଟ୍ଟୀ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଏହିଭଳି କାର୍ଯ୍ୟ ପ୍ରତି ଅବଗତ ନାହାନ୍ତି ବୋଲି କହିବା ମଧ୍ୟ କେହି ସ୍ଵୀକାର କରିପାରୁ ନାହାନ୍ତି ।

ଅନେକ ଦୃଷ୍ଟିରୁ ଦେଖିଲେ ଏହା ଯୁକ୍ତିଯୁକ୍ତ ଲାଗୁ ନାହିଁ । ସେଥିପାଇଁ ଶିଳ୍ପା ସେଟ୍ଟୀଙ୍କ ସାମ୍ବାଦିକଙ୍କ ବି-ରୁ-ଦ୍ଧ-ରେ ମା-ନ-ହା-ନି କେ-ସ-କୁ ମଧ୍ୟ କୋର୍ଟ ଖାରଜ କରି ସାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।